ମିଠା ବାଣ୍ଟିବାକୁ ହୋଇ ଯାଆନ୍ତୁ ପ୍ରସ୍ତୁତ 22 ରୁ 29 ମାର୍ଚ୍ଚ ଏହି ରାଶି ର ସବୁ କଷ୍ଟ ଦୂର କରିବେ ବଜରଙ୍ଗବାଲି

ବନ୍ଧୁଗଣ ପ୍ରଭୁ ହନୁମାନ ଏମିତି ଜଣେ ଦେବତା ଯିଏ ଆଜି ବି ପୃଥିବୀରେ ଅମର ରହିଛନ୍ତି । ପ୍ରଭୁ ହନୁମାନ ସବୁ ଯୁଗରେ ସାକ୍ଷାତ ବିଦ୍ୟମାନ ଅଛନ୍ତି । ପ୍ରଭୁ ହନୁମାନ ବହୁତ ଜଲ୍ଦି ପ୍ରସନ୍ନ ହେଉଥିବା ଦେବତା ମାନା ଯାଇଥାଏ । ତାଙ୍କ କୃପା ଯେଉଁ ମଣିଷ ଉପରେ ପଡିଥାଏ ତାର କିସ୍ମତ ବଦଳି ଯାଇଥାଏ । ଏବେ ଆଗାମୀ ମଙ୍ଗଳବାର ଠାରୁ ଭଗବାନ ହନୁମାନ ଙ୍କ ଅସୀମ କୃପା କିଛି ରାଶିଙ୍କ ଉପରେ ପଡିବାକୁ ଯାଉଛି ।
ଯାହା ଫଳରେ ଏହି ରାଶିଙ୍କର ଭାଗ୍ଯର ତାଲା ଖୋଲିବାକୁ ଯାଉଛି । ଏହି ରାଶିଙ୍କ ଘରେ ପ୍ରଭୁ ହନୁମାନଙ୍କ ଆଗମନ କରିବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା ବିସ୍ତାର ଭାବେ । ଏହି ରାଶିର ଲୋକ ମାନଙ୍କର ଜୀବନରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଆପଣଙ୍କ ଉପରେ ପ୍ରଭୁ ହନୁମାନ ଙ୍କ କୃପା ଦ୍ରୁଷ୍ଟି ଅଧିକ ରହିବ ।
ହନୁମାନ ଜି ଙ୍କ ନାମ ନେଇ ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ମିଳିବାରୁ କେହି ରୋକିପାରିବେ ନାହି । ସମାଜ ପାଇଁ ଅଲଗା ଛାପ ସୃଷ୍ଟି କରିବେ । ଆପଣଙ୍କର ଲଗାତାର କରିଥିବା ପ୍ରୟାସ ଲାଭଦାୟକ ରହିବ । ମନ ଲଗାଇ କାମ କରିଲେ ଆପଣଙ୍କୁ ନିଶ୍ଚୟ ସଫଳତା ମିଳିବ । ଅନେକ ବର୍ଷରୁ ଅଟକିଥିବା କାମ ତୀବ୍ର ଗତିରେ ଚାଲୁ ହେବ । ଆଗାମୀ ସମୟରେ ନୂଆ ଖୁଶିର ଆଗମନ ହେବାକୁ ଯାଉଛି ।
ଆପଣଙ୍କୁ କହି ରଖୁଛ ଅଚାନକ ଆର୍ଥିକ ଲାଭ ଇଲିପାରେ । ମାନସିକ ରୂପରେ ଆପଣ ପ୍ରସନ୍ନ ରହିବେ । ଆପଣଙ୍କ ମେହନତ ବହୁତ ଜଲ୍ଦି ରଙ୍ଗ ଆଣିବାର ଅଛି । ସାମାଜିକ କ୍ଷେତ୍ରରେ ମାନ ସମାନ ପ୍ରାପ୍ତ ଏବ । ଏହି ସମୟରେ ଆପଣ ନୂଆ କାର୍ଯ୍ୟ ପ୍ରତି ଆକର୍ଷିତ ହେବେ । ପରିବାରରେ ଚାଲିଥିବା ସମସ୍ଯା ଏବେ ଦୂର ହେବ । ଆପଣଙ୍କ ଜୀବନରେ ଆସୁଥିବା ବିନାଶକାରୀ ଶକ୍ତି ର ଅନ୍ତ ହେବ ।
ଲଭ ଲାଇଫ ଠାରୁ ଆରମ୍ଭ କରି ଚାକିରି ଯାଏଁ ବଡ ସଫଳତା ମିଳିବାର ଯୋଗ ଅଛି । ଆପଣ ବ୍ୟବସାୟରେ ନୂଆ ଶିଖରକୁ ଛୁଇଁବେ । ସମ୍ପତି ସହ ଜଡିତ କାର୍ଯ୍ୟ ରେ ଆପଣଙ୍କୁ ଫାଇଦା ମିଳିବ ଓ ଆପଣଙ୍କର ରୁଚି ରହିବ । ଏହି ସମୟରେ ପ୍ରେମ ପାଇଁ ଆପଣ ଅନେକ କିଛି କରିବେ । ଜୀବନ ସାଥିଙ୍କ ସହଯୋଗ ପାଇବେ । ପରିବାର ଲୋକଙ୍କ ସ୍ନେହା ଓ ଆଦର ପାଇବେ ।
ଆପଣଙ୍କୁ ଲଭ ଲାଇଫ ସହ ଜଡିତ ଶୁଭ ସମାଚାର ମିଳିବ । ଧନ ଲାଭର ସାଧନାରେ ବୃଦ୍ଧି ହେବାର ଯୋଗ ଅଛି । ମହିଳା ମିତ୍ର ଙ୍କ ସହଯୋଗରେ ଅଧୁରା କାମ ପୂରଣ କରିବେ । ବ୍ୟାପାର ଏହି ସମୟରେ ବୃଦ୍ଧି ହେବ । ପଇସା ଲେନଦେନ ସମୟରେ ଭଲ ଅବସର ମିଳିବ । କୋର୍ଟ କଚେରି ମାମଲାରେ ସଫଳତା ମିଳିବ । ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି ମେଷ ରାଶି, ମିଥୁନ ରାଶି, ଧନୁ ରାଶି, କୁମ୍ଭ ରାଶି, ତୁଳା ରାଶି, କନ୍ୟା ରାଶି, ମୀନ ରାଶି ।