ଜୀବନଶୈଳୀ

ଝିଅ ମାନଙ୍କ ଖାଲି ପେଟ ଛାତି ଦେଖିବାକୁ ପଇସା ଉଡାନ୍ତି ଲୋକେ, କେତେ ନେଲେ ସେ ଝିଅ ଶୋଇବ ବୋଲି ଡାଇରେକ୍ଟ ପଚାରନ୍ତି… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ନିଜ ଘର ପରିବାରର ଆର୍ଥିକ ଅଭାବ ତଥା ଖରାପ ପରିସ୍ଥିତି ପାଇଁ କିଛି ଝିଅ ଯାଇ ପେଟ ପୋଷିବା ନିମନ୍ତେ ବାରରେ କାମ କରୁଥିବା ବେଳେ କଷ୍ଟମର ଆସି ସିଧା ଝିଅ ମାନଙ୍କୁ ଭିଡ଼ି ଧରି କୁହନ୍ତି ଏତିକି ଦେବି ଚାଲ ଶୋଇବୁ ମୋ ସହ । ଏଭଳି ଘଟଣା ଅନେକ ଘଟୁଥିବା ବେଳେ ବାରରେ କାମ କରୁଥିବା ଜଣେ ଯୁବତୀ ସେହିସବୁ ପରିସ୍ଥିତିକୁ ସାମ୍ନା କରିଥିବାର ନିଜ ଜୀବନର କାହାଣୀକୁ ମିଡିଆ ସାମ୍ନାରେ କହିଛନ୍ତି । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ।

ଘର ପରିବାରର ବୋଝ ନେଇ ଘରକୁ ଚଳାଇବା ପାଇଁ ପେଟର ଭୋକକୁ ମେଣ୍ଟାଇବା ପାଇଁ ପରିସ୍ଥିତିରେ ପଡି ଝିଅମାନେ ଯାଇଥାନ୍ତି ବାରରେ କାମ କରିବା ପାଇଁ । ଆଉ ତାହାର ଫାଇଦା ଉଠାନ୍ତି କଷ୍ଟମର । ଝିଅର ରୂପ ରଙ୍ଗ ଦେଖିବା ପାଇଁ ହଜାର ହଜାର ଲକ୍ଷ ଲକ୍ଷ ଉଡାନ୍ତି । କିନ୍ତୁ ଗୋଟିଏ ଗରିବକୁ ସହର୍ଜ୍ୟ କରିବା ପାଇଁ ତାଙ୍କ ପାଖରେ ଅର୍ଥ  ନଥାଏ ଏହିଭଳି ଅମଣିଷ ସବୁ ସେଠାକୁ ଯାଇଥାନ୍ତି ।

ଯୁବତୀ ଜଣଙ୍କ  ନିଜର ପରିଚୟ ନ ଦେଇ ଏହିସବୁ କଥାକୁ ମିଡିଆ ସାମ୍ନାରେ ପ୍ରକାଶ କରିଛନ୍ତି । ଅନେକ ଝିଅ ଏଭଳି ବି ଅଛନ୍ତି ବାଧ୍ୟ ହୋଇ ଏହିସବୁ ଲୋଭରେ ପଡି ଯାଇ କଷ୍ଟମର ମାନଙ୍କ ସହ ରାତି କଟାଇଥାନ୍ତି । ଆଉ କିଛି ଝିଅଙ୍କୁ ଯୋଡ଼ା ଜବରଦସ୍ତ ମଧ୍ୟ କଷ୍ଟମରଙ୍କ ସହ ଶୋଇବା ପାଇଁ ବାଧ୍ୟ କରାଯାଇଥାଏ ।

ସିଧା ସଳଖ ଭାବରେ ଆସି ବାର୍ ରେ ବସିଥିବା କଷ୍ଟମରମାନେ ଚେଷ୍ଟା କରନ୍ତି ଆମକୁ ଛୁଇଁ ଦେବା ପାଇଁ ଆମକୁ ଟଙ୍କା ଦେଇ ସିଧା ଡାକନ୍ତି ଚାଲ ଯିବା ରୁମକୁ କେତେ ନବୁ । ଯେଉଁମାନେ ଅନେକ ଦିନ ହେବ ବାରରେ କାମ କରି ଆସିଲେଣି ସେମାନେ ସହଜରେ ଏହି ସିଚୁଏସନଙ୍କୁ ସମ୍ଭାଳି ଓହରି ଆସନ୍ତି ଯେଉକୌଣସି ଉପାୟରେ । କାରଣ ଘର ପରିବାର ଲୋକଙ୍କ ପେଟ ପୋଷିବା ଯାଇ ତାଙ୍କ ମାନ ସମ୍ମାନ ହାରିବାର କଥା କେବେ ବି ମନରେ ଆସିନଥାଏ ।

ପରିସ୍ଥିତି ପାଇଁ ବାଧ୍ୟ ହୋଇ କାମ କରିବାର କଥା କହିଛନ୍ତି ଯୁବତୀ ଜଣଙ୍କ ଆଉ ସେଥିପାଇଁ ବହୁତ କିଛି କଷ୍ଟ ମଧ୍ୟ ସହିବାକୁ ପଡିଥାଏ । ବେଳେ ବେଳେ ନିଜକୁ ନଷ୍ଟ ଚରିତ୍ର ଝିଅ ଭଳି ମଧ୍ୟ ଅନୁଭବ ହୋଇଥାଏ କିନ୍ତୁ ଘରର ପରିସ୍ଥିତି ପାଇଁ ବାଧ୍ୟ ହୋଇଥାଉ । ଏହିସବୁ କଥା କହିଛନ୍ତି ଜଣେ ବାର ରେ କାମ କରୁଥିବା ଯୁବତୀ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button