ସାଇବର ଠକେଇର ଶିକାର ହେଲେ ମନ୍ତ୍ରୀ Naba Dasଙ୍କ ଝିଅ Deepali, ଖାଲି କରିଦେଲେ ପୁରା ଆକାଉଣ୍ଟ

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ଓଡିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ହ-ତ୍ୟା ପରେ ଏବେ ବି ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ଆଉ ତା ପରେ ତାଙ୍କ ଝିଅ ଦୀପାଳି ଦାସ ଙ୍କୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି । ବର୍ତ୍ତମାନ ସମୟରେ ଦୀପାଳି ଦାସ ଙ୍କୁ ନେଇ ଆସିଛି ଏକ ବଡ ଖବର ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ ଆକାଉଣ୍ଟ ପୁରା ଖାଲି କରି ଦେଲେ ।
ଅଧା ଅଧା କରି ସବୁ ଟଙ୍କା ଲୁଟିଆ ନେଲେ । ଦିବଙ୍ଗତ ପୂର୍ବତନ ମନ୍ତ୍ରୀ ନବ ଦାସ ଙ୍କ ଝିଅ ଦୀପାଳି ଦାସ ଏବେ ପୁଣି ଥରେ ଚର୍ଚ୍ଚା ରେ ରହିଛନ୍ତି । ଚର୍ଚ୍ଚାର କାରଣ ହେଉଛି ସା-ଇ-ବ-ର ଠ-କ ଙ୍କ ଟାର୍ଗେଟ ରେ ଏବେ ଦୀପାଳି ଦାସ । ସା-ଇ-ବ-ର ଠକ ଙ୍କ ଶିକାର ହୋଇଛନ୍ତି ଦୀପାଳି । ଦୁ-ର୍ବୁ-ତ୍ତ ମାନେ ଏମିତି ଲୁଟି ନେଲେ ଯେ ଦୀପାଳି କିଛି ବି ଜାଣି ପାରିଲେ ନାହି ।
ଆଉ ଯେତେବେଳେ ଆକାଉଣ୍ଟ ଚେକ କରିଥିଲେ ସେତେବେଳେ ଜାଣିବାକୁ ପାଇଲେ କି ତାଙ୍କ ଆକାଉଣ୍ଟ ରୁ ଟଙ୍କା ଖାଲି ହୋଇ ସାରିଛି । ନବ ଦାସ ଙ୍କ ହ-ତ୍ୟା ପରେ ଏବେ ଝିଅ ଦୀପାଳି ଙ୍କ ସହ କିଛି ଏମିତି ଘଟିଛି । ନବ ଦାସ ଥିବା ବେଳେ ଏମିତି କେବେ ହୋଇ ନ ଥିଲା । କିନ୍ତୁ ମୁଣ୍ଡ ଉପରୁ ସାହାରା ଉଠିଗଲା ପରେ ଏମିତି କିଛି ଏବେ ଦୀପାଳି ଙ୍କ ସହ ହୋଇଛି ।
ଲୁଟେରା ମାନେ ଏବେ ଦୀପାଳି ଙ୍କୁ ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି । କାରଣ ସେ ଜାଣି ସାରିଛନ୍ତି ଯେ ନବ ଦାସ ଙ୍କ ମୃ-ତ୍ୟୁ ପରେ ଏବେ ଦୀପାଳି ସବୁ ସମ୍ପତି ର ଅଧିକାର ରହିଛି । ବୋଧ ହୁଏ ସେଥିପାଇଁ ସା-ଇ-ବ-ର ଠ-କ ମାନେ ଦୀପାଳି ଙ୍କୁ ଟାର୍ଗେଟ କରିଛନ୍ତି । ଖବର ମୁତାବିକ ଦୀପାଳି ଙ୍କ ଆକାଉଣ୍ଟ ରୁ ଦେଢ ଲକ୍ଷ ଟଙ୍କା ଚୋରୀ ହୋଇ ଯାଇଥିବା କଥା ଅ-ଭି-ଯୋ-ଗ ହୋଇଛି ।
ସମ୍ବଲପୁର ଅଇଁଠାପାଲି ଥାନା ରେ ଅ-ଭି-ଯୋ-ଗ କରିଛନ୍ତି ଦୀପାଳି ଦାସ । ଦୀପାଳ ଙ୍କ ICICI ବ୍ଯାଙ୍କ ରୁ ଟଙ୍କା ଗାଏବ ହୋଇ ଯାଇଥିବା ଜଣା ପଡିଛି । ପ୍ରଥମେ 1 ଲକ୍ଷ ଟଙ୍କା ଆଉ ତା ପରେ 50 ହଜାର ଟଙ୍କା ଡେଭିଡ ହୋଇଥିଲା । ତେବେ ମାର୍ଚ୍ଚ ମାସ ରେ ସା-ଇ-ବ-ର ଅ-ପ-ରା-ଧ ଘଟିଥିବା ଜଣା ପଡିଛି ।