ବିଚାର

ଏହି ମହିଳାଙ୍କ ସହ ବିବାହ କରିବାର ଲାଭ ଜାଣି ଆଶ୍ଚର୍ଯ୍ୟ ହୋଇ ଯିବେ ଆପଣ, ଭାଗ୍ୟ ହୋଇଯିବ ଉଜ୍ଵଳ

ପ୍ରତି ଝିଅ ସପନ ଥାଏ ଯେ ଯିଏ ତାକୁ ବିବାହ କରି ନିଜ ଘରେ ନେଇ ଯିବ ସେ ତାକୁ ଜୀବନ ସବୁ ପ୍ରକାର ସୁଖ ସୁବିଧା ଦବ । ଜୀବନ ସାରା ତା ସହ ରହିବ ଓ ସବୁବେଳେ ବହୁତ ଭଲ ପାଇବା ଦବ, ଦୁର୍ଭାଗ୍ୟବସ କିଛି ଝିଅଙ୍କ ଏହି ସପନ ଅଧିକ ଦିନ ପାଇଁ ସତ ହୋଇ ପାରେ ନାହିଁ କିଛି ଝିଅଙ୍କ ସପନ କିଛି ସମୟ ପରେ ତେବେ କିଛି ଝିଅଙ୍କ ଖୁବ ଶୀଘ୍ର ଭାଙ୍ଗି ଯାଏ । କୌଣସି କାରଣ ପାଇଁ ବିବାହିତ ମହିଳା ସ୍ଵାମୀ ମୃତ୍ୟୁ ହୋଇଥାଏ ଯାହା ପରେ ମହିଳା ବିଧବା ହୋଇଥାନ୍ତି ।

ତେବେ ଆପଣଙ୍କ ମଧ୍ୟରୁ ବହୁତ ଲୋକ ବିଧବାମାନଙ୍କ ସହ ବିବାହ କଲେ ଲାଭ ବିଷୟରେ ଜାଣି ନଥିବେ ଆଜି ଆମେ ଆପଣଙ୍କୁ ବିଧବା ସହ ବିବାହ କରିବାର ଲାଭ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ଲାଭକାରୀ ଅଟେ ।

ବିଧବା ମହିଳା ନିଜ ପ୍ରଥମ ସ୍ଵାମୀକୁ ହରେଈ ଥାଏ ସେଥିପାଇଁ ଜୀବନସାଥି ମହତ୍ଵ ତାଙ୍କ ମନରେ ଅଧିକ ଥାଏ, ସେ ଜୀବନକୁ ସୁଖମୟ କାରଠାଏ କାହିଁକିନା ସେ ଜାଣିଥାଏ ଯେ ଜୀବନ ଏବେ ଅଛି ତେବେ ଏବେ ନାହିଁ ସେଥିପାଇଁ ସବୁ ଦିନ ଅନ୍ତିମ ଦିନ ଭଳି ବଞ୍ଚିବା ଉଚିତ । ସେ ନିଜ ପ୍ରତି ମୁହୂର୍ତ ନିଜ ସ୍ଵାମୀ ଓ ପରିବାର ସହ ରହିବା ପାଇଁ ଚେଷ୍ଟା କରନ୍ତି, ବିଧବା ମହିଳା ଆପଣଙ୍କୁ କେବେ ବି ଅସୁବିଧା ରେ ଛାଡି ଯିବ ନାହିଁ କାହିଁକିନା ପ୍ରଥମ ସ୍ଵାମୀକୁ ହରେଇଲେ ପରେ ସେ ସବୁ ଜିନିଷ ପାଇଁ ସତର୍କ ରୁହନ୍ତି ।

ଆମେରିକା ରେ ହୋଇଥିବା ଗୋଟେ ଅଧ୍ୟୟନ ରେ ଜଣା ପଡିଛି ଯେ ବିଧବା ମହିଳାମାନେ ବହୁତ ଇମାନ୍ଦାର ରୁହନ୍ତି ଯାହା ଦ୍ଵାରା ତାଙ୍କ ସମ୍ପର୍କ ବହୁତ ଗଭୀର ହୋଇଥାଏ । ବିଧବା ମହିଳାଙ୍କ ପାଖରେ ଘର ସମ୍ଭାଳିବା ଅନୁଭବ ଥାଏ ଯାହା ଦ୍ଵାରା ସେ ଅନ୍ୟ ଝିଅଙ୍କ ଠାରୁ ଅଧିକ ଭଲ ଭାବରେ ସମସ୍ତଙ୍କ ଧ୍ୟାନ ରଖନ୍ତି ଓ ତାଙ୍କ ମନରେ ପରିବାର ପାଇଁ ଅନ୍ୟ ସ୍ଥାନ ଥାଏ । ନିଜ ଜୀବନରେ ଏତେ ବଡ ଦୁଃଖ ପାହାଡ ପାର କରି ଆସିଲା ପରେ ବିଧବା ସ୍ତ୍ରୀ ଅନ୍ୟ ଝିଅଙ୍କ ପରି କୌଣସି ଜିନିଷ ବା କଥା ପାଇଁ ଜିଦି କରନ୍ତି ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button