ବିଚାର

ଏହି 7ଟି ଭୁଲ କାରଣରୁ ପୁରୁଷ ମାନଙ୍କ ମଧ୍ୟରେ ହୋଇଥାଏ ଶୁକ୍ରାଣୁର ଅଭାବ, ନିଶ୍ଚୟ ଜାଣନ୍ତୁ ଓ ଏହି ଭୁଲ କରିବାରୁ ବଞ୍ଚନ୍ତୁ

ବନ୍ଧୁଗଣ ଆଜିକାଲିର ଲାଇଫ ଷ୍ଟାଇଲ ଓ ଖାଇବା ପିଇବା ରେ ହେଉଥିବା ପରିବର୍ତ୍ତନ କାରଣରୁ ମଣିଷ ର ସ୍ୱାସ୍ଥ୍ୟ ରେ ଏହାର ଖରାପ ପ୍ରଭାବ ପଡୁଅଛି । ଶୂକ୍ରାଣୁ ର ଅଭାବ ଆଜିକାଲି ପୁରୁଷ ମାନଙ୍କ ଠାରେ ଗୋଟେ ବଡ ସମସ୍ଯା ହୋଇ ଗଲାଣି । ଏହି ରୋଗକୁ ବୈଜ୍ଞାନିକ ମାନାଙ୍କ ଭାଷାରେ ଅଲିଗସ ପାରମିୟା ବୋଲି କୁହା ଯାଇଥାଏ । ଏହି ରୋଗ ଯଦି ସ୍ଵାମୀ କୁ ହୋଇଯାଏ ତେବେ ତାର ସ୍ତ୍ରୀ କେବେ ଗର୍ଭଧାରଣ କରିପାରେ ନାହି । ଶୁକ୍ରାଣୁର ସଂଖ୍ୟା ପୁରୁଷଙ୍କ ଠାରେ କମ ହେବାର କାରଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

୧- ନି-ଶା ଦ୍ର-ବ୍ଯର ସେବନ କରିବା ଦ୍ଵାରା ପୁରୁଷ ମାନଙ୍କ ମଧ୍ୟରେ ଶୂକ୍ରାଣୁ ରେ ଗୁଣବତା ଓ ସଂଖ୍ୟା ରେ ଅଭାବ ଦେଖା ଯାଇଥାଏ । ଏଥିପାଇଁ ଭୁଲରେ ବି ନିଶା ଜାତୀୟ ସେବନ କରିବା କଥା ନୁହେଁ ।

୨- ମ-ଦ ସେବନ ଦ୍ଵାରା ଆମ ଶରୀରରେ ବନୁଥିବା ଟେଷ୍ଟୋ ଷ୍ଟୋରେନ ର ଅଭାବ ଦେଖା ଦେଇଥାଏ । ଯାହା କାରଣରୁ ପୁରୁଷ ମାନଙ୍କର ଅଣ୍ଡା କୋଷ ର ଶୁକ୍ରାଣୁ କମ ବନିଠାଏ ।

୩- ବି-ଡି ଓ ସି-ଗା-ରେ-ଟ ରେ ସର୍ବଦା ସେବନ ଦ୍ଵାରା ଶୂକ୍ରାଣୁ ବନିବା କମ ହୋଇ ଯାଇଥାଏ । ଯାହା କାରଣରୁ ଏହାର ସିଧା ପ୍ରଭାବ ଆମ ଦାଂପତ୍ଯ ବନ ଓ ସନ୍ତାନ ଉତପନ କ୍ଷମତା ଉପରେ ପଡିଥାଏ ।

୪- ଅଧିକ ସମୟ ଯାଏଁ ସାଇକେଲ ସିଟ ଉପରେ ବସି ଯଦି ଚାଳଯାଏ ତେବେ ଏହା ଦ୍ଵାରା ଅଣ୍ଡା କୋଷ ର ସିର ଦାବି ଯାଇଥାଏ । ଯାହା କାରଣରୁ ଶୂକ୍ରାଣୁ ର ଉତପନ ବହୁତ ପ୍ରଭାବିତ ହୋଇଥାଏ । ଏମିତି କି ସନ୍ତାନ ଜାତ କରିବାର କ୍ଷମତା ହରାଇ ବସିଥାନ୍ତି । ଏଥିପାଇଁ ଏହି ଭୁଲ କୁ ଲମ୍ବା ସମୟ ଯାଏଁ କରନ୍ତୁ ନାହି ।

୫- ଅଣ୍ଡ କୋଷ କୁ ଯଦି ଅଧିକ ଗରମ ପହଞ୍ଚା ଯାଉଥାଏ ତେବେ ଶୂକ୍ରାଣୁ ବନୁଥିବା କ୍ରିୟା ବହୁତ କମ ହୋଇଥାଏ । ଏଥିପାଇଁ ଭୁଲରେ ବି ଆମର ଅଣ୍ଡ କୋଷକୁ ଗରମ ବସ୍ତୁ ର ସଂସ୍ପର୍ଶ ରେ ଆଣନ୍ତୁ ନାହି । ଯେମିତି କି ଗରମ ପାଣିରେ ଗାଧୋଇବା, ଲ୍ୟାପଟପ କୁ ଜଙ୍ଘ ଉପରେ ରଖି କାମ କରିବା ଇତ୍ୟାଦି ।

୬- ବିକିରଣ ବା ଏକ୍ସରେ ଆମ ଶୂକ୍ରାଣୁ ଉତପନ କ୍ଷମତା କୁ ଶେଷ କରିପାରେ । ତେଣୁ ଯେଉଁ ଯାଏଁ ଏହାର ଜରୁରୀ ହୋଇ ନ ଥାଏ ସେ ପର୍ଯ୍ଯନ୍ତ ଏହାର ସଂସ୍ପର୍ଶ ରେ ଆସିବା ଅନୁଚିତ୍ର ।

୭- ଅଧିକ ମୋଟା କାରଣରୁ ପୁରୁଷ ମାନଙ୍କର ହରମୋନ କମ ହେବାକୁ ଲାଗିଥାଏ ଯାହାର ସିଧା ପ୍ରଭାବ ଆମ ଶକ୍ତି ଉପରେ ପଡିଥାଏ । ଏଥିପାଇଁ ସର୍ବଦା ଫିଟ ରୁହନ୍ତୁ ଓ ବ୍ୟାୟମ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button