ଜୀବନଶୈଳୀ

ନିଜ ଜୀବନର ସବୁଠୁ ବଡ ଦୁଃଖ ବିଷୟରେ କହିଲେ Anubhav Mohanty, ଆପଣଙ୍କ ଆଖିରେ ବି ଲୁହ ଆସିଯିବ, ଦେଖନ୍ତୁ video

ଦର୍ଶକ ବନ୍ଧୁ ସେ ସୁପର ଷ୍ଟାର ହୁଅନ୍ତୁ କି ସୁପର ମ୍ୟାନ ତଥାପି ତାଙ୍କ ଜୀବନରେ ଅନେକ ଦୁଃଖ ଥାଏ । ଅଭିନେତା ଅନୁଭବ ମହାନ୍ତି ଙ୍କ ଜୀବନରେ ଏମିତି ଏକ ଦୁଖଦ ଘଟଣା ଘଟିଛି ଯାହାକୁ ସେ କେବେବି କହିବାକୁ ଚାହାନ୍ତି ନାହି । ଆଉ କହୁ କହୁ କୁଛନ୍ତି ମୋର ବାକ ସ୍ଵାଧୀନତା ନାହି । ମୋତେ ଏଠାକୁ କହିବାକୁ ବାରଣ କରାଯାଇଛି କାରଣ ସେ କଥା ମୁଁ ମନେ ପକାଇଲେ ଆଖିରୁ ଲୁହ ଚାଲି ଆସିବ । ତଥାପି ଆଜି ମୁଁ ଖୁସି ଅଛି ।

କାରଣ ଏ ସମୟରେ ମୋ ବାପା-ମା ଙ୍କ ପାଇଁ 2ଟା ପାସ୍ପୋର୍ଟ କରିପାରିଛି । ମୋ ବାପା-ମା ଙ୍କୁ ଦୁନିଆ ବୁଲାଇବୀ ମୋର ଭାରି ଇଚ୍ଛା ହେଉଛି । ଶ୍ରବଣ କୁମାର ଭଳି ବାପା-ମା ଙ୍କୁ କାନ୍ଧେଇ ପାରିବିନି ତଥାପି ବାପା-ମା ଙ୍କୁ ଟିକେ ତୀର୍ଥ କରାଇବାକୁ ନେବି । ଆକାଶରେ ଆମେ ସାଙ୍ଗ ହୋଇ ଉଡିବୁ ସେଥିପାଇଁ ଆଜି ଦୁଇଟା ପାସପୋର୍ଟ କରିଛି । ହେଲେ ଏହି ପାସପୋର୍ଟ ଆଜି ମୋ ଆଖିରେ ଅନେକ ଲୁହ ନେଇ ଆସୁଛି ।

ଦର୍ଶକ ବନ୍ଧୁ ବାପା-ମା ଙ୍କୁ କଷ୍ଟ ଦେଇ କେହି କେବେ ମଣିଷ ହୁଅନ୍ତି ନାହି । ଏ କଥା ବୋଧ ହୁଏ ଅନୁଭବ ବୁଝିଛନ୍ତି ବୋଲି ବୁଝେଇବାକୁ ଚାହୁଁଛନ୍ତି । ସେଥିପାଇଁ ତାଙ୍କ ବାପା-ମା ଙ୍କୁ ଭିଡିଓ ସେୟାର କରନ୍ତି । ଆଉ ଆଜି ଏକ ଭିଡିଓ ସେୟାର କରି କହିଛନ୍ତି ଅନୁଭବ ମୋ ବାପା-ମା ଙ୍କ ପାଇଁ ମୁଁ ଏତିକି କରିପାରିଛି । ଆଉ ଅଧିକ କିଛି ପରିପାରିବି ନାହି । ଆଉ ଦୁଇଟା ପାସପୋର୍ଟ ଧରିଲା ବେଳେ ମୋ ବାପା-ମା ଖୁବ ଖୁସି ହେଲେ ।

ମୋ ଜୀବନର ସବୁଠୁ ବଡ ଦୁଃଖ ହେଉଛି ଯେଉଁ ଦିନ ମୁଁ ରାଜ୍ୟସଭାରେ ସାଂସଦ ଭାବେ ଶପଥ ପାଠ ଗ୍ରହଣ କରିବି ଆଉ ଶପଥ ପାଠ କରିବା ପାଇଁ ଦିଲ୍ଲୀ ଯିବୀ ଆଉ ସେଦିନ ମୋ ପାଇଁ ଖୁସି ଆସିବ । ଜୀବନରେ କେବେବି ପ୍ଲେନରେ ବସି ଆକାଶରେ ଉଡି ନ ଥିବା ମୋ ବାପା-ମା ତାଙ୍କର ପ୍ରଥମ ବିମାନ ଯାତ୍ରା କରିବେ । ସାରା ଓଡ଼ିଶାକୁ ପ୍ରତିନିଧିତ୍ଵ କରିବି । ବିଜୁ ଜନତା ଦଳର ସଫଳତା କହିବି ସନସାଦ ଭାବେ ।

ଆଉ ମଞ୍ଚ ତଳେ ମୋ ବାପା-ମା ବସିଥିବେ । ଅନୁଭବଙ୍କ ଶପଥ ପାଠ ଉଶ୍ଚବରେ ତାଙ୍କ ବାପା, ମା, ଭାଇ ରହିଲେ ସତ କିନ୍ତୁ ତାଙ୍କ ସହ ପ୍ଲେନରେ ବସି ଯାତ୍ରା କରିପାରିଲେ ନାହି । ଆଉ ଏ ଘଟଣା ପଚରା କାରଣ ହେଉଛି ବଡ ଯାହାକୁ ଅନୁଭବ କହିବାକୁ ଚାହୁଁ ନାହାନ୍ତି । ଏ ଯାହା ବି ହେଉ ନା କାହିଁକି ଅନୁଭବଙ୍କ ବାପାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଅଛି । ଆଉ ତାଙ୍କର ଅସ୍ତ୍ରୋପୋଚାର ହେବାରେ ଅଛି । ଆଉ ଅପରେସନ ପରେ ଅନୁଭବ ତାଙ୍କ ବାପା-ମା ଙ୍କୁ ଧରି ପ୍ଲେନରେ ଯିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button