ଜୀବନଶୈଳୀ

ହାଇଦ୍ରାବାଦରେ ପହଞ୍ଚି କାହିଁକି ନଣ୍ଡା ହେଲେ Pintu Nanda ? ସ୍ପଷ୍ଟ ହେଲା ନଣ୍ଡା ହେବାର କାରଣ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ପିଣ୍ଟୁ ନନ୍ଦଙ୍କ ଅବସ୍ତା ଓଡିଶାବାସୀଙ୍କ ମନରେ ବହୁତ ଦୁଃଖ ଆଣିଦେଉଛି ସମସ୍ତେ ଭଗବାନଙ୍କ ପାଖରେ ତାଙ୍କ ଆରୋଗ୍ୟ ପାଇଁ ପ୍ରାଥନା କରୁଥିବା ବେଳେ ପିଣ୍ଟୁଙ୍କ ଅବସ୍ତା ଅଧିକ ରୁ ଅଧିକରୁ ଗୁରୁତର ହେବାକୁ ଲାଗିଛି । ଲାଗୁଛି ଯେମିତି ଭଗବାନ କାହାର ପ୍ରାଥନା ଶୁଣୁନାହାନ୍ତି । ଏହା କହିବାର ଅର୍ଥ ହେଉଛି ପିଣ୍ଟୁ ନନ୍ଦ ଦିଲ୍ଲୀ ରୁ ହାଇଦ୍ରାବାଦ ଯିବାର କାରଣ ଆଉ ସେଠାକୁ ଯାଇ ତାଙ୍କ ନଣ୍ଡା ହେବା ପଛର କାରଣ ସ୍ପଷ୍ଟ ସୂଚନା ଦେଉଛି । ତେବେ କାହିଁକି ତାଙ୍କୁ ହାଇଦ୍ରାବାଦ ନିଆଗଲା କାହିଁକି ତାଙ୍କୁ ନଣ୍ଡା କରାଯାଇଛି ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ସୂଚନା ଅନୁଯାୟୀ ପିଣ୍ଟୁ ନନ୍ଦ ଦୁଇ ଦିନ ପୂର୍ବରୁ ଦିଲ୍ଲୀ ମେଡିକାଲ ରୁ ହାଇଦ୍ରାବାଦ ଆସିଛନ୍ତି । ଦିଲ୍ଲୀ ମେଡିକାଲରେ ଥିବା ସମୟରେ ପିଣ୍ଟୁ ନନ୍ଦଙ୍କ ଲିଭର ରୁ ରକ୍ତ ଶ୍ରାବ ହୋଇଥିଲା । ଏହି କାରଣ ପାଇଁ ଦିଲ୍ଲୀର ଡାକ୍ତର ସିଧା ହାଇଦ୍ରାବାଦ ରେଫର କରିଥିଲେ । ହାଇଦ୍ରାବାଦରେ ଯଶୋଦା ମେଡିକାଲରେ ପିଣ୍ଟୁ ନନ୍ଦ ପହଞ୍ଚିବା ପରେ ତାଙ୍କର ଏକ ଭିନ୍ନ ରୂପ ଦେଖୁବା ପାଇଁ ମିଳିଛି ।

ଆଜ୍ଞା ହଁ ତାଙ୍କୁ ସେଠାରେ ନଣ୍ଡା କରାଇ ଦିଆଯାଇଛି । କିଛି ଦିନ ପୂର୍ବରୁ ଡାକ୍ତର କହିଥିଲେ କି ତାଙ୍କ ଲିଭର ୮୦ ପ୍ରତିଶତ ଖରାପ ହୋଇଯାଇଛି । ତେଣୁ ଅନୁମାନ କରିବା ପାଇଁ ଗଲେ ହୁଏତ ଏହା ବର୍ତ୍ତମାନ ସମୟରେ ବଢିଯାଇଥାଇ ପାରେ । ଆଉ ୬ ଦିନ ପୂର୍ବରୁ ଲିଭରରୁ ରକ୍ତ ମଧ୍ୟ ବାହାରୁ ଥିଲା ।

ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ହେବା ହେବା ଦ୍ଵାରା ରୋଗୀର ପାଚନ କ୍ରିୟା ଉପରେ ତାହାର ପ୍ରଭାବ ପଡିଥାଏ । ତେଣୁ ଶରୀରକୁ ଆବଶ୍ୟକ ଥିବା ପୋଷଣ ପହଞ୍ଚି ପାରୁ ନାହିଁ । ଏଥିପାଇଁ ରୋଗୀ ଦୁର୍ବଳ ହେବା ସହ ପତଳା ମଧ୍ୟ ହେବାକୁ ଲାଗନ୍ତି । ଆଉ ମୁଣ୍ଡରୁ ବହୁତ ଅଧିକ ଚୁଟି ମଧ୍ୟ ଝଡିବା ପାଇଁ ଲାଗିଥାଏ ।

ତେଣୁ ଏହି ଚୁଟି ଝଡିବା କାରଣ ହିଁ ଏକମାତ୍ର କାରଣ ଯେଉଁଥି ପାଇଁ ତାଙ୍କ ଚୁଟି କଟାଯାଇଛି ବୋଲି ଅନୁମାନ ଲଗାଯାଉଛି । ଖବର ଅନୁଯାୟୀ ଏବେ ପର୍ଯ୍ୟନ୍ତ ମଧ୍ୟ ଡୋନର ମିଳିପାରୁ ନାହିଁ । ଆଉ ଏପଟେ ପିଣ୍ଟୁ ନନ୍ଦଙ୍କ ସ୍ୱାସ୍ଥ୍ୟ ଅବସ୍ତା ଧୀରେ ଧୀରେ ଖରାପ ହେବାରେ ଲାଗିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button