ଦେଶ ବିଦେଶ

ବଡ ଖବର: ପାକିସ୍ତାନରୁ ଫେରିବା ପରେ ଅଭିନନ୍ଦନଙ୍କ ସହ କଣ କଲା ଭାରତୀୟ ସେନା ? ଜାଣନ୍ତୁ ପୁରା ଘଟଣା – ଅଭିନନ୍ଦନଙ୍କ ପାଇଁ ଗୋଟେ ସେୟାର କରନ୍ତୁ

ପାକିସ୍ତାନରେ ଥିବା ଆମ ଦେଶର ବୀର ଘରକୁ ଫେରି ଆସିଛନ୍ତି ସତ ହେଲେ ତାଙ୍କ ସହ ଭାରତୀୟ ସେନା କଣ କଲେ ସେ ବିଷୟରେ ଆସନ୍ତୁ ଜାଣିବା । ଅଭିନନ୍ଦନ ବାଘା ବୋର୍ଡରେ ଠାରେ ପହଞ୍ଚିବା ପରେ ସେ ତାଙ୍କ ପୁରା ପରିବାର ଏବଂ ଏୟାର ଫୋର୍ସର ସମସ୍ତ ଅଫିସରଙ୍କ ସହ ସାକ୍ଷାତ କରିଥିଲେ । ଏହା ପରେ ଅଭିନନ୍ଦନ ଙ୍କର ରେଡକ୍ରୋସ ସୋସାଇଟି ଦ୍ବାରା ଚେକପ କରାଯାଇଥିଲା ଏବଂ ତାଙ୍କ ସହ ପାକିସ୍ତାନ ସେନା କଣ ବ୍ୟବହାର କରାଯଇଥିଲା ତାହା ଉପରେ ଗୋଟିଏ ରିପୋର୍ଟ ବନାଯାଇଥିଲା ।

ବିର କମାଣ୍ଡର ଭାରତ ବୋର୍ଡ ଠାରେ ଆସିଲା ପରେ ସର୍ବ ପ୍ରଥମେ ଭାରତୀୟ ବାୟୁସେନା ଅଫିସରଙ୍କ ସହିତ ସାକ୍ଷାତ କରିଲେ । କମାଣ୍ଡର ଭାରତୀୟ ବାୟୁସେନା ଙ୍କ ସହ ସାକ୍ଷାତ କରିବା ପରେ ତାଙ୍କୁ ଦିଲ୍ଲୀ ଏୟାରପୋର୍ଟ ପାଇଲଟ ଏରିଆ ମଧ୍ୟରେ ନିଆ ଯାଇଥିଲା । ତାପରେ ପାକିସ୍ତାନ ସୀମା ରେ ସେ କେମିତି ପହଞ୍ଚିଥିଲେ ଓ ତାଙ୍କ ସହ କଣ ସବୁ ହୋଇଥିଲା ସେ ବିଷୟରେ କଥାବାର୍ତ୍ତା କରାଯାଇଥିଲା । ଅଭିନନ୍ଦନ ଠିକ ଭାବରେ ଠିକ ଅଛନ୍ତି କି ନାହିଁ ତାଙ୍କର ଶରୀର ମଧ୍ୟରେ କୈଣସି ଆଘାତ ଦିଆଯାଇଛି କି ନାହିଁ ତାଙ୍କୁ ଡ୍ରପ ଦିଆଯାଇଛି କିନାହିଁ ତାହାର ସମସ୍ତ ଚେକପ କାରାଯାଇଥିଲା ଏବଂ ପାକିସ୍ତାନ ସହ ଆଲୋଚନା କରିବା ପରେ ଅଭିନନ୍ଦନଙ୍କୁ ସିପ୍ଟ କରାଯାଇଥିଲା ।

ତେବେ ଆସନ୍ତୁ ଜାଣିବା କି ଅଭିନନ୍ଦନ ତାଙ୍କ ଅଫିସଙ୍କ ସହ କଣ କଥା ବାର୍ତ୍ତା ହେଲେ ଏବଂ 10 ଘଣ୍ଟା ପର୍ଯ୍ୟନ୍ତ ଭାରତୀୟ ବାୟୁସେନା କଣ କଲା । ଅଭିନନ୍ଦନଙ୍କ ସହ କଣ ସବୁ ହୋଇଥିଲା ପାକିସ୍ତାନ ରେ ସେ ସବୁ ବିଷୟରେ ସେ ଭାରତୀୟ ସେନାଙ୍କ ଆଗରେ କହିଥିଲେ । ଏବଂ ପାକିସ୍ତାନ ମେଜର ତାଙ୍କ ସହ କେଉଁ କେଉଁ ପ୍ରଶ୍ନ କରିଥିଲେ ଏବଂ ସେ ତାହାର କଣ ଉତ୍ତର ଦେଇଚନ୍ତି ତାହା ମଧ୍ୟ ସେ କହିଛନ୍ତି । ତେବେ ଆସନ୍ତୁ ଜାଣିବା ଅଭିନନ୍ଦନ ଙ୍କ ସହ ମେଜର କଣ କଣ ପ୍ରଶ୍ନ କରିଥିଲେ ।

1 – ପାକିସ୍ତାନ ମେଜରଙ୍କର ପ୍ରଶ୍ମ ଥିଲା ..ତୁମର ନାମ କଣ ?

ଉ. ଅଭିନନ୍ଦନ ..ମୋର ନାମ ବିଙ୍ଗ କମାଣ୍ଡର ଅଭିନନ୍ଦନ

2 – ମେଜର .ତୁମକୁ ପାକିସ୍ତାନ ଚର୍ଚ୍ଚା ଭଲ ଲାଗୁଥିବ ଆମେ ଆଶାକରୁଛୁ ?

ଉ..କମାଣ୍ଡର .ହଁ ତୁମ୍ଭମାନଙ୍କର ଏହି ବ୍ୟବହାର ମୋତେ ଉତ୍ତମ ଲାଗୁଛି । ମୁଁ ଚାହେଁ ଭାରତ ମଧ୍ୟ ତୁମମାନଙ୍କ ସହ ଏହିପରି ବ୍ୟବହାର କରୁ ।

3 – ମେଜର ..ତୁମେ କେଉଁଠାରେ ବସବାସ କର?

ଉ. ଅଭିନନ୍ଦନ . ମୁଁ ମୋର ନାମ କହିଲି କିନ୍ତୁ ତୁମର ଚର୍ଚ୍ଚାର ଉତ୍ତମ ତାହା ମଧ୍ୟ କହିଲି କିନ୍ତୁ ଏହାର ଯବାବ ମୁଁ ଆପଣଙ୍କୁ ଦେଇପାରିବିନି ।ଖାଲି ଜାଣନ୍ତୁ ମୁଁ ଦକ୍ଷିଣ ଏସିଆର ଲୋକ

4 – ପାକ ମେଜର : କଣ ତୁମେ ବାହା ହୋଇଛ ?

ଉତ୍ତର – ଅଭିନନ୍ଦନ: ହଁ, ମୁଁ ବାହା ହୋଇଛି ।

 

ପ୍ରଶ୍ନ -5 ପାକ ମେଜର : ଚା’ ପସନ୍ଦ ହେଲା ?

ଉତ୍ତର – ଅଭିନନ୍ଦନ: ବହୁତ ଭଲ ଥିଲା । ଥ୍ୟାଙ୍କ ୟୁ ।

ପ୍ରଶ୍ନ -6 ମେଜର : କେଉଁ ବିମାନ ଉଡାଉଥିଲ ?

ଉତ୍ତର – କମାଣ୍ଡର . ଅଭିନନ୍ଦନ ଏହାର କୌଣସି ଉତ୍ତର ଦେଇନଥିଲେ । ସେ କହିଥିଲେ ଏହାର ଯବାବ ଆପଣ ମାନେ ଏୟାର ର୍ଦୁଘଟଣାରେ ଗଳି ପଡିଥିବା ପରେ ଜାଣିପାରିଥିବେ ।

ପ୍ରଶ୍ନ -7 ପାକ ମେଜର : ତୁମର ମିସନ କଣ ଥିଲା ?

ଉତ୍ତର – ଅଭିନନ୍ଦନ: ସରି ମେଜର, ମୁଁ ଏହା ମଧ୍ୟ କହି ପାରିବି ନାହିଁ

ଅଭିନନ୍ଦନ ଙ୍କ ସହ ଏହି ଆଲୋଚନା ଭାରତୀୟ ବାୟୁସେନା, ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି, ବିଦେଶ ମନ୍ତ୍ରାଳୟ ସ୍ବସମା ସ୍ବରାଜ, ଅଭିନନ୍ଦନଙ୍କ ସହ ଆଲୋଚନା କରିବା ପରେ ଅଭିନନ୍ଦନ ଙ୍କୁ ମିଡିଆ କିଛି ଲାଇଫ ଟେଲିକାଷ୍ଟ ଦ୍ବାରା ତାଙ୍କସହ ପଚାରା ଉଚାରା କରାଯାଇଥିଲା ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button