ବିଚାର

ଯଦି କେଉଁ ଝିଅ ଅଲଗା ହେବା ସମୟରେ ତୁମକୁ ବୁଲିକି ଚାହିଁ ଦେଇଥାଏ, ତ ମିଳିଥାଏ ଏହି ସଂକେତ

ଯଦି ଆପଣଙ୍କୁ କେହି ପୁରା ମନ ପ୍ରାଣ ତାର ହୃଦୟରୁ ଭଲ ପାଏ ସେ କେବେ ହେଲେ ଆପଣଙ୍କୁ ଛାଡି ଯିବ ନାହିଁ କାରଣ ସେ ଆପଣଙ୍କୁ ସେତିକି ଭଲ ପାଉଥିବ ଓ ସେତିକି ଆପଣଙ୍କର ସଂମ୍ମାନ କରୁଥିବ । ଯାହା ଦ୍ଵାରା ସେମାନେ ଏପରି ଏକ ବନ୍ଧନରେ ବାନ୍ଧି ହୋଇଥାନ୍ତି ସେମାନେ କେବେହେଲେ ଆପଣଙ୍କୁ ଛାଡି ଯାଇପାରନ୍ତି ନାହିଁ । କିନ୍ତୁ ଏପରି କିଛି ପିଲା ବା ଲୋକ ଥାନ୍ତି ସେମାନେ କେବେ ହେଲେ କାହାକୁ ନିଜ ହୃଦୟରୁ ପ୍ରେମ କରିନଥାନ୍ତି । ସେମାନେ କେବଳ ଦେଖାଇ ହେବାପାଇଁ ଉପର ମନରେ ଭଲ କଥା କହିଥାନ୍ତି ।

ଭଲ କାମ ଆରମ୍ଭ କରିବା ପାଇଁ ହେଲେ କେବେ ବଡ ବା ମହାନ ହେବା ଦରକାର ନାହିଁ । କିନ୍ତୁ ମହାନ ହେବା ପାଇଁ ହେଲେ ଆପଣଙ୍କୁ ଏକ ଭଲ କାମ କରି ସେଥିରେ ଆଗକୁ ବଢିବାର ଅଛି ଯାହା ଫଳରେ ଲୋକ ନିଜର ବହୁତ ପ୍ରଶଂସା କରିବେ ।

ସବୁବେଳେ ବହୁତ ଲୋକଙ୍କ ପାଖରେ ପ୍ରିୟ ହୋଇରହିବେ । ଯେଉଁ ଲୋକ ମାନେ ବହୁତ ପ୍ରେମ କରିଥାନ୍ତି ସେମାନେ କେବେ ହେଲେ କାହାକୁ ଛାଡିଯାନ୍ତି ନାହିଁ କାରଣ ସେମାନେ ଜାଣିଥାନ୍ତି ଭଲ ପାଇବା କଣ ହୋଇଥାଏ ତାଙ୍କ ପାଇଁ ସେଥିପାଇଁ ସେମାନେ କେବେ ହେଲେ ତାଙ୍କୁ ଛାଡି ନଥାନ୍ତି ସେମାନେ ସବୁବେଳେ ତାଙ୍କର ଭଲ ଚିନ୍ତା କରିବା ସହିତ ତାଙ୍କ କଥା ସବୁ ମାନିଥାନ୍ତି ।

ଆପଣ ଯାହାକୁ ନିଜ ଜୀବନ ଠାରୁ ବେଶି ଭଲ ପାଉଛନ୍ତି ତାଙ୍କୁ କେବେ ହେଲେ ଖୋଜନ୍ତୁ ନାହି ସେ ସବୁ ସମୟରେ ଆପଣଙ୍କ କଥା ଭାଉଥିବ ଓ ସେ ନିଜେ ଆପଣଙ୍କ ପାଖକୁ ଟାଣି ହୋଇ ଆସିବ । ଯଦି କେହି ଆପଣଙ୍କ ଉପରେ ରା-ଗି-ଥା-ଏ ତେବେ ତାଙ୍କୁ କେବେ ଗା-ଳି କରନ୍ତୁ ନାହିଁ ତାଙ୍କ ସହିତ ସବୁ ସମୟରେ ହସି କରି କଥା ହୁଅନ୍ତୁ ଦେଖିବେ ସେ ଖୁବ ଶୀଘ୍ର ବଦଳିଯିବେ ଓ ଆପଣଙ୍କୁ ଭଲ ପାଇବେ ।

କିଛି ଲୋକ ଥାନ୍ତି ଏପରି ଭାବିଥାନ୍ତି କି ତାଙ୍କ ଦାମାଦ ଭଲ କାରଣ ସେ ତାଙ୍କ ବୋହୁକୁ ବହୁତ ଭଲରେ ଓ ଖୁସିରେ ରଖୁଛି କିନ୍ତୁ ସେହି ପୁଅ ଯଦି ତାର ସ୍ତ୍ରୀଙ୍କୁ ଖୁସିରେ ରଖିଲା ତେବେ ସେମାନେ କହିବେ କି ପୁଅ ଖରାପ । ଏହା କହିବା ବା କରିବା ଭୁଲ ଅଟେ କାରଣ ସେ ତାଙ୍କ କର୍ତବ୍ୟ ଠିକ ଭାବରେ ଲିଭାଉଛନ୍ତି କିନ୍ତୁ ଆପଣ ତାଙ୍କୁ ଭୁଲ ବୁଝୁଛନ୍ତି ।

ନିଜ ଜୀବନରେ ବହୁତ କିଛି ସମସ୍ଯା ଦେଖା ଦେବା କିନ୍ତୁ ଆପଣ ସେଥିରେ ବିଚଳିତ ନହୋଇ ଧାର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ ସେଥିରେ ନିଶ୍ଚୟ ସଫଳତା ହାସଲ କରିବେ । ଯଦି ଆପଣ ଜିତି ଯାନ୍ତି ଏହାପରେ ଲୋକେ ଆପଣଙ୍କ ପଛରେ ଆସିବେ କିନ୍ତୁ ଯଦି ହାରିଯିବେ ତେବେ ଲୋକେ ଆପଣଙ୍କୁ ଛାଡିଦେବେ । ତେବେ ଆପଣ ବିଚାର କରିବେ ନିଜେ କେଉଁ ରାସ୍ତାରେ ଯିବା ଦରକାର ।

ଯଦି କେହି ଝିଅ ଆପଣଙ୍କୁ ଛାଡି ଚାଲି ଯିବା ସମୟରେ ପଛକୁ ବୁଲି ଅନାଇଥାଏ ତେବେ ଆପଣ ବୁଝିଯିବେ କି ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ତାଙ୍କ ମନରେ ଆପଣଙ୍କ ପାଇଁ ଏବେବି କେଉଁଠି ନା କେଉଁଠି ଜାଗା ଅଛି କିନ୍ତୁ କୌଣସି ଏକ କାରଣ ଯୋଗୁଁ ସେ ଆପଣଙ୍କୁ ଛାଡି ଚାଲି ଯାଉଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button