କ୍ରାଇମ

ପ୍ରେମିକକୁ କାଟି ବିରିୟାନୀ ରାନ୍ଧିଲା ପ୍ରେମିକା, ସମସ୍ତଙ୍କୁ ଖୁଆଇଲା ମଧ୍ୟ – ଜାଣନ୍ତୁ ପୁରା ଘଟଣା କଣ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେକାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ କହିବୁ ଏକ ହୃଦୟ ଥରେଇ ଦେଲା ଭଳି ଘଟଣା ବିଷୟରେ । ଏକ ଏଭଳି ପ୍ରେମ କାହାଣୀ ଯାହା ନା ଆପଣ କେବେ ଦେଖିଥିବେ ନା ଶୁଣିଥିବେ । ତେବେ ଆଜି କାଲୀର ପ୍ରେମ କାହାଣୀ ହେଉଛି ବହୁତ ନିଆରା । ଏମିତି କି ଆପଣ ବହୁତ ଲୋକ ପ୍ରେମରେ ନିଜ ଜୀବନ ଦେବା କଥା ତ ଆପଣ ଶୁଣି ଥିବେ ।

କିନ୍ତୁ କଣ କେବେ ଶୁଣିଛନ୍ତି ନିଜ ପ୍ରେମିକା ହିଁ ତାର ପ୍ରେମିକକୁ ମାରି ରାନ୍ଧି କି ଖାଇବା କଥା । ଆଜି ଆମେ ସେହି ଭଳି ଏକ ଘଟଣା ବିଷୟରେ ଆପଣଙ୍କୁ କହିବୁ ଯେଉଁଠି ଏକ ପ୍ରେମିକା ଟିଆର ପ୍ରେମିକକୁ ଟିକ ଟିକ କରି କାଟି ରାନ୍ଧି ଖାଇଛି ।

ଘଟଣା ଟି ହେଲା ଗୋଟେ ପ୍ରେମିକ କେବଳ ତା ପ୍ରେମିକକୁ ମାରି ନି ବରଂ ମାରିବା ପରେ ତାର ଶରୀରକୁ ମାଛ ବା ମାଂସ କାଟିଲା ଭଳି ଛୋଟ ଛୋଟ ଟୁକୁଡା ରେ କାଟି ସେଥିରେ ବିରିଆନୀ ରାନ୍ଧି ଲୋକ ମାନଙ୍କୁ ଖାଇବାକୁ ଦେଇଥିଲା । ତେବେ ଏଭଳି କରିବାର କାରଣ ହେଉଛି କି ସେହି ପ୍ରେମିକ ଜଣଙ୍କ ପ୍ରେମିକାକୁ ଧୋକା ଦେଇଥିଲେ ବୋଲି ପ୍ରେମିକାଙ୍କର କହିବା କଥା । ସେମାନଙ୍କର ଏହି ପ୍ରେମ ସମ୍ପର୍କ ଦୀର୍ଘ ୮ ବର୍ଷର ଥିଲା ।

ଏହି ଘଟଣା ହେଉଛି ମଧ୍ୟପ୍ରଦେଶ ର ଏକ ଛୋଟ ଗାଁ ର । ଯେଉଁଠି ଏହି ଦୁଇ ଜଣ ଶ୍ରମିକ ଭାବେ କାମ କରୁଥିଲେ । ତେବେ ୮ ବର୍ଷ ଧରି ଏହ ସମ୍ପର୍କରେ ଥିବା ବେଳେ ସେମାନକ ମଧ୍ୟରେ ବହୁତ କିଛି ହୋଇସାରିଥିଲା । କିନ୍ତୁ ହଟାତ ସେହି ପ୍ରେମିକ ତାର ପ୍ରେମିକାକୁ ବିବାହ ପାଇଁ ମନା କରିଦେଇଥିଲା ।

ସେହି ମହିଳାଙ୍କ କହିବା କଥା ସେ ଜାଣିବାକୁ ପାଇଥିଲା ଯେ ସେହି ଲୋକ ତାକୁ ଛାଡି ଅନ୍ୟ କାହାକୁ ବିବାହ କରିବାର ଯୋଜନା କରୁଥିଲା । ଯେତେବେଳେ ସେହି ମହିଳା ଜଣଙ୍କ ଏହି କଥା ଜାଣି ପାରିଲେ ସେ ତାଙ୍କର ପ୍ରେମିକଙ୍କ ସହ ବହୁତ ଝଗଡା କରିଥିଲେ ଓ ପରେ ସେ ସୋଇଥିବା ସମୟରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କର ହତ୍ୟା କରିଥିଲେ । କେବଳ ସେତିକି ନୁହେଁ ବରଂ ସେ ନିଜେ ପୋଲିୟେ ଆଗରେ ସ୍ଵୀକାର କରିଛନ୍ତି କି ସେ ତାଙ୍କ ପ୍ରେମିକର ମରୁତ ଶରୀରକୁ ଛୋଟ ଛୋଟ ପିସ ରେ କାଟି ତାର ବିରିଆନୀ ବନାଇ ସେଠାରେ କାମ କରୁଥିବା ଲୋକାଙ୍କୁ ଖାଇବାକୁ ମଧ୍ୟ ଦେଇଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button