ମନୋରଞ୍ଜନ

ଖଣ୍ଡଗିରି ଯାତ୍ରା ରେ Rani Pandaଙ୍କୁ କରାଗଲା ସମ୍ମାନିତ, ଭାବବିହ୍ଵଳ ହୋଇ ରାନୀ କହିଲେ କିଛି ଏମିତି…. ଦେଖନ୍ତୁ Video

ଦର୍ଶକ ବନ୍ଧୁ, ଆପଣ ମାନେ ଯାତ୍ରୀ ଅଭିନ ଏତରୀ ତଥା ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ବେସ ଭଲ ଭଲ ଭାବେ ଜାଣିଥିବେ । ସେ ତାଙ୍କର ଅଭିନୟ ପାଇଁ ଯେତିକି ଚର୍ଚ୍ଚା ରେ ନ ରୁହନ୍ତି ତା ଠାରୁ ଆଦିକ ସେ ନିଜର ଭାଷାଣ ଓ ସାହାଜ୍ଯ ପାଇଁ ଅଧିକ ଚର୍ଚ୍ଚା ରେ ରହିଥାନ୍ତି । ତେବେ ସେ ଗରିବ ଲୋକ ମନାଙ୍କୁ ଅସହାୟ ସମୟରେ ସାହାଯ୍ୟର ହାତ ବଢାଇଥାନ୍ତି ଯାହା ପାଇଁ ସେ ଲୋକ ମାନାଙ୍କ ଠାରୁ ପ୍ରଶଂସା ସାଉଁନ୍ଟି ଥାନ୍ତି ।

ତେବେ ଆପଣ ଏମାନେ ଜାଣିଥିବେ ରାନୀ ପଣ୍ଡା ଅନେକ ସାରା ଯାତ୍ରା ରେ ନିଜର ଚମତ୍କାର ଅଭିନୟ ପ୍ରଦର୍ଶନ କରିଥାନ୍ତି । ତାଙ୍କର ଅହିଣ୍ୟ କୁ ଦର୍ଶକ ଏମାନେ ବେସ ପ୍ରଶଂସା ମଧ୍ୟ କରିଥାନ୍ତି । ତାଙ୍କର ଅଭିନୟ ଏତେ ହୃଦୟ ସ୍ପଶରୀ ଯାହା ଦର୍ଶକ ଙ୍କ ମନକୁ ଆକର୍ଷିତ କରିଥାନ୍ତି । ତେବେ ଆପଣ ମାନେ ଜାଣିଥିବେ ନିକଟରେ ଖଣ୍ଡଗିରୀ ରେ କୁମ୍ଭ ମେଳା ଅନୁସ୍ଥିତି ହେଉଥିଲା । ଆଉସ ଏଥିରେ ଅନେକ ସାରା ଯାତ୍ରା ପେଣ୍ଡା ପଡିଥିଲା ।

ତେବେ ଯାତ୍ରା ମଞ୍ଚ କୂଅ ଆସିଥିଲେ ବିବାଦିତ ଅଭିନେତ୍ରୀ ରାନୀ ପଣ୍ଡା । ଆଉ ସେଠାରେ ତାଙ୍କୁ ସମ୍ମାନିତ କାର ଯାଇଛି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାଇରାଲ ଭିଡିଓ ଊ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଭାଇରାଲ ଭିଡିଓ ରେ ଯାତ୍ରା ମଞ୍ଚାର ର କିଛି ସହ କର୍ମୀ ଓ କର୍ତ୍ତୁଇଅପକ୍ଷ ରାନୀ ପଣ୍ଡା ଙ୍କୁ ସମ୍ମାନିତ କରୁଛନ୍ତି ଆଉ ତା ଙ୍କର ପ୍ରଶଂସା ମଧ୍ୟ କରୁଛନ୍ତି ।

ରାନୀ ପଣ୍ଡା ମଧ୍ୟ ନିଜ ଭାଷଣ ରେ ଅନେକ କିଛି କହିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରାନୀ ପଣ୍ଡା ନିଜ ଭାଷଣରେ ଦର୍ଶକ ମାନଙ୍କୁ ବହୁତ ସାରା ତାରିଫ କରିଛନ୍ତି । ଆଉ ତାଙ୍କୁ ଏତେ ବଡ ସମ୍ମାନିତ କରାଯାଇ ଥିବାରୁ ସେ ବହୁତ ଖୁସି ଆଉ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ।

ତେବେ ରାନୀ ପଣ୍ଡା ଯାତ୍ରା ପେଣ୍ଡାଲ କୁ ଆସିଲେ ଯାତ୍ରା ପେଣ୍ଡାଲ ପୁରା ହଲଚଲ ହୋଇଯାଏ ତାହା ଆପଣ ମାନେ ନିଶ୍ଚୟ ଜାଣିଥିବେ । ସେ ଯାହା ବି ହେଉ ରାନୀ ପଣ୍ଡା ଙ୍କୁ ସମ୍ମାନିତ କରାଯାଇଆ ଥିବାରୁ ତନକର ପ୍ରଶଂସକ ମାନେ ବେସ ଆଗ୍ରହ ପ୍ରକାଶ କରିଛନ୍ତି । ଖଣ୍ଡଗିରୀ କୁମ୍ଭ ମେଳା ରେ ଯୋଗ ଦେଇ ରାନୀ ପଣ୍ଡା ବହୁତ ଖୁସି ଥିବାର ନଜର ଆସୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button