ବର ଗାଡି ରେ ଫଳିଛି ପରିବା, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ବରଗାଡିର Video

ନମସ୍କାର ବନ୍ଧୁଗଣ । ସମୟ ବଦଳିବା ସହ ଲୋକ ମାନଙ୍କର ରୁଚି ମଧ୍ୟ ବଦଳିବା ଆରମ୍ଭ ହୋଇଛି । ଦିନକୁ ଦିନ ନୂଆ ଟ୍ରେଣ୍ଡ ରେ ମତୁଆଲା ହେଉଛନ୍ତି ଲୋକେ । ଆପଣ ମାନେ ଦେଖିଥିବେ ଆଗରୁ ବର ଗାଡି କହିଲେ ଏକ ଭିନ୍ନ ଧାରଣା ମନରେ ସୃଷ୍ଟି ହେଉଥିଲା । ବର ଗାଡି ରେ ଭିନ୍ନ ଭିନ୍ନ ଧରଣର ଫୁଲ ସଜା ଯାଉଥିଲା ଖୁବ ସୁନ୍ଦର ଦେଖା ଯାଉଥିଲା ମଧ୍ୟ ।
କିନ୍ତୁ ବର୍ତ୍ତମାନ ସମୟରେ ସମୟ ଯେତିକି ଗାଡି ଯାଉଛି ଲୋକ ମାନଙ୍କର ଚିନ୍ତାଧାରା ମଧ୍ୟ ପରିବର୍ତ୍ତନ ହେବାରେ ଲାଗିଛି । ଯାହାକୁ ନେଇ ଲୋକ ମାନେ ନୂଆ ଚିନ୍ତାଧାରା ମନରେ ଆଣୁଛନ୍ତି ଆଉ ତାକୁ କାମରେ ଲଗାଉ ଛନ୍ତି । ବର୍ତ୍ତମାନ କିଛି ସମୟ ହେବ ବର ଗାଡି ର ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଛି । ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।
ବର ଯିବାକୁ ଥିବା କାର କୁ ଗୋଲାପ, ମନ୍ଦାର, ଗେଣ୍ଡୁ ଫୁଲ ଆଦି ରେ ସଜାଯିବା ସହ ବିଭିନ୍ନ ଗଛର ପତ୍ର ଦ୍ଵାରା ସୁନ୍ଦର ଭାବେ ସଜା ଯାଉଥିଲା । ହେଲେ ଏବେ ଆଉ ଫୁଲ ର ଆବଶ୍ୟକତା ପଡୁ ନାହି । ଏ ଦେଖୁ ନାହାନ୍ତି ଏବେ ଆଉ ଏକ ନୂଆ ଟ୍ରେଣ୍ଡ ବାହାରିଛି ବର ର ଗାଡି ସଜାଇବା । ତାହା ପୁଣି ଫୁଲ ନୁହେଁ ପରିବାର ରେ । ଗାଡି ର ଚାରି ପାଖରେ ଫୁଲକୋବି, ଗାଜର, ବାଇଗଣ, ବିଲାତି ଆଦି ବେସ ସୁନ୍ଦର ଭାବେ ସଜା ଯାଇଛି ।
ସତେ ଏମିତି ଏହା ଏକ ପରିବାର କ୍ଷେତ । ଯାହାର ଭିଡିଓ ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏହି କାର ଟି ଦେଖିବାକୁ ମଧ୍ୟ ଖୁବ ଆକର୍ଷିତ ହୋଇଛି । କିଛି ନୂଆ କରିବାରେ କନସେପ୍ଟ ହିଁ ଏହି ଫଳ ଅନାଇ ଦେଇଛି ବୋଲି ଡିଜାଇନର କହିଛନ୍ତି ।
ତେବେ ଏହି କନସେପ୍ଟ ଲୋକ ମାନଙ୍କୁ ଅଧିକ ଆକର୍ଷିତ କରୁଥିବା ହେଲେ ପରିବାର ଦୋକାନୀ କର ମଧ୍ୟ ଭଲ ଦୁଇ ପଇସା ରୋଜଗାର ହେଉଛି । ତେବେ ଏହି ଭିଡିଓ କୁ ଦେଖିଲେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଆପଣ ମାନେ ବି ଏହି ନୂଆ ଟ୍ରେଣ୍ଡ ଦେଖିଲେ ନିଶ୍ଚୟ ଖୁସି ହେବେ ।