କ୍ରାଇମ

ତୋ ସ୍ଵାମୀ ଆମ ସହ ଲାଗିଲା ଆମେ ତୋ ସହ ଖେଳିବୁ” ଏମିତି କିଛି କହି ଯୁବକ ମହିଳାଙ୍କ ସହ ଯାହା କଲେ ଶୁଣି ଆପଣଙ୍କ ରକ୍ତ ବି ହୋଇଯିବ ଗରମ… ଦେଖନ୍ତୁ Video

ତୋ ସ୍ଵାମୀ ଆମ ସହ ଲାଗିଲା ଆଉ ଆମେ ତୋ ସହ ଲାଗିବୁ । ତୋ ସ୍ଵାମୀ ଆମ ଉପରେ ରାଗିଲା ଆଉ ଆମେ ତୋ ସହ ଟିକେ ଖେଳିବୁ । ତୋ ସ୍ଵାମୀ କରିଲା ଭୁଲ ତୁ ପାଇବୁ ଦଣ୍ଡ । ତୋ ସ୍ଵାମୀ ଯେତେ ଜୋରରେ ଆମକୁ ବିରୋଧ କରିଛି ଆମେ ତୋ ସହ ସେମିତି ଖେଳିବୁ । ଦେଖିବା କିଏ ଆମର କଣ କରିବ ? ହଁ ଦର୍ଶକ ବନ୍ଧୁ ଏମିତି କିଛି କଥା କହି ଜଣେ ମହିଳାଙ୍କୁ ଗ-ଣ ଦୁ-ଷ୍କ- ର୍ମ କରିଛନ୍ତି କିଛି ଯୁବକ ।

ସ୍ଵାମୀଙ୍କ ଉପରେ ରାଗ ସୁଝାଇବାକୁ ଯାଇ ସ୍ତ୍ରୀ ଙ୍କ ଉପରେ ଗ-ଣ ଦୁ-ଷ୍କ-ର୍ମ କରିଛନ୍ତି ଯୁବକ ମାନେ । ଆଉ ଏଭଳି ଏକ ସଂବେଦନଶୀଳ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ସଦର ଥାନା ଅଞ୍ଚଳରେ । ଅ-ଭି-ଯୁ-କ୍ତ ମାନେ ଯେବେ ମହିଳାଙ୍କ ଘରେ କେହି ପୁରୁଷ ଲୋକ ନ ଥିଲେ ସେତେବେଳେ ପଶିଥିଲେ ଆଉ ତାଙ୍କ ଘରେ ଥିବା କାର କୁ ଭଙ୍ଗା ରୁଜା କରିଥିଲେ । ସେହି ସମୟ ଥିଲା ସନ୍ଧ୍ୟା ପ୍ରାୟ 6 ଟା ।

ଆଉ ବାହାରକୁ ଧାଇଁ ଆସିଲେ ତାଙ୍କୁ ପ୍ରତିବାଦ କରିଲେ । ଆଉ ତା ପରେ ଅଭାବନୀୟ ଘଟଣା ଘଟିଯିବା ପରେ ଥାନାର ଦ୍ଵାରସ୍ଥ ହୋଇଛନ୍ତି ମହିଳା ଜଣକ । ଅ-ଭି-ଯୋ-ଗ ହେଉଛି ଯେ ଗତ 2 ମାସ ତଳେ ସଦର ଗ୍ରାମର କିଛି ବ୍ୟକ୍ତି ନି-ସା-ସ-କ୍ତ ଅବସ୍ଥାରେ ଏକ ନିର୍ଦ୍ଦିଷ୍ଟ ଧର୍ମ କୁ ନେଇ ଗା-ଳି ଗୁ-ଲ-ଜ କରୁଥିଲେ । ଯାହାର ପ୍ର-ତି-ବା-ଦ କରିଥିଲେ ଉକ୍ତ ମହିଳା ଙ୍କ ସ୍ଵାମୀ । ଫଳରେ ଉଭୟଙ୍କ ମଧ୍ୟରେ ଝଗଡା ବି ହୋଇଥିଲା ।

ଆଉ ସେଦିନ ରାଗ ସୁଝାଇବାକୁ ଯାଇ କିଛି ଯୁବକ ଜୋ-ର ଜ-ବ-ର-ଦ-ସ୍ତ ସନ୍ଧ୍ୟା 6ଟା ସମୟରେ ଯେତେବେଳେ କେହି ପୁରୁଷ ଲୋକ ନ ଥିଲେ ସେତେବେଳେ ତାଙ୍କ ଘରକୁ ପଶି ସେ ମହିଳା ଙ୍କୁ ଗ-ଣ ଦୁ-ଷ୍କ-ର୍ମ କରିଛନ୍ତି । ଯାହାକୁ ନେଇ ମହିଳା ଜଣକ ଏବେ ଥାନାରେ ଏତାଲା ଦେଇଛନ୍ତି । ଆଉ ଏହି ଘଟଣାକୁ ନେଇ ଗାଁ ରେ ମଧ୍ୟ ଉତେଜନା ସୃଷ୍ଟି ହୋଇଛି । ଆଉ ଏ ସମ୍ପର୍କ ରେ ଖବର ପାଇବା ପରେ ସଦର ଥାନା ପୋଲିସ ତଦନ୍ତ ଆରମ୍ଭ ହୋଇଛି ।

ଏ ନେଇ ମହିଳା ଜଣକ କହୁଛନ୍ତି ଯେ “ପ୍ରାୟ 7 ଜଣ ଯୁବକ ଆସିଥିଲେ । ଆଉ ରବି ବିଅ ଆସିଥିଲା । ଯେବେ ଗାଡି ଭଙ୍ଗା ରୁଜା କରିଲେ ମୁଁ ଆସି ପଚାରିଲି କିଏ ତୁମେ ? ତା ପରେ ସେମାନେ କହିଲେ ତରାଲ ର ପୁଅ । ଏହା ପରେ ମୋ ଚୁଟି ଘୋଷାଡ଼ି ହାତ ଧରି ଛୁ-ରୀ ଧରି ମୋତେ ତଳେ ପକାଇଲେ । ରବି ର ପୁଅ ପ୍ରବୀଣ ଦିଗାଲ ମୋତେ ଗ-ଣ ଦୁ-ଷ୍କ-ର୍ମ କରିଛି” ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button