ମନୋରଞ୍ଜନ

ଆପଣ ଯାହା ପାଇଁ ତଡପୁଛନ୍ତି ତାଙ୍କ ନାମ ଭାବି ବାଛନ୍ତୁ ଯେ କୌଣସି ଗୋଟିଏ ଫୁଲ ଓ ଜାଣନ୍ତୁ ସେ ଆପଣଙ୍କ ପାଇଁ କଣ ଭାବୁଛନ୍ତି- Tarot Card Reading

ବନ୍ଧୁଗଣ କେମତି ଅଛନ୍ତି ଆପଣ ମାନେ ଆମେ ଆଶା କରୁଛୁ ଆପଣ ମାନେ ବହୁତ ଭଲରେ ଆଉ ବିନ୍ଦାସ ରେ ଥିବେ ନିଜ ଲାଇଫ ରେ । ତେବେ ଆଜି ଆମେ ଆପଣଙ୍କ ପାଇଁ ଏକ ଟ୍ଵିଷ୍ଟ ଭଳି ଗେମ ନେଇ ଆସିଛୁ । ଆପଣ ଯାହା ପାଇଁ ବିଚଳିତ ହେଉଛନ୍ତି ତାଙ୍କ ନା ଚିନ୍ତା କରି ଆମେ ଆଣିଥିବା ଯେ କୌଣସି ଗୋଟିଏ ଫୁଲ । ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ୫ ପ୍ରକାରର ରଙ୍ଗର ଫୁଲ । ଆପଣ ଏଥି ମଧ୍ୟରୁ ନିଜର ସାଥିଙ୍କର ନାଁ ଭାବି ବାଛନ୍ତୁ ଆଉ ଜାଣନ୍ତୁ କିଛି ଖାସ କଥା । ତେବେ କଣ ଆପଣ ମାନେ ଜବାବ ଜାଣିବା ପାଇଁ ରେଡି ଅଛନ୍ତି ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ମଜାଦାର ଗେମ ।

୧- ପ୍ରଥମ ଫୁଲ : ଯଦି ଆପଣ ପ୍ରଥମ ଫୁଲ ଚୟନ କରିଛନ୍ତି ତେବେ ଆପଣ ଯାହା ପାଇଁ ବି ବିଚଳିତ ହେଉଛନ୍ତି ସେ ମଧ୍ୟ ଆପଣଙ୍କ ପାଇଁ ସେତିକି ବିଚଳିତ ଅଛନ୍ତି ଆଉ ଆପଣଙ୍କୁ ମିସ କରୁଛନ୍ତି । ସେ ଆପଣଙ୍କ ପାଇଁ ଏତେ ତଡପୁଛନ୍ତି କି ଆପଣଙ୍କ ବିନା ରହି ପାରୁ ନାହାନ୍ତି ।

୨- ଦ୍ଵିତୀୟ ଫୁଲ : ଯେଉଁ ମାନେ ଦ୍ଵିତୀୟ ଫୁଲ ଚୟନ କରିଛନ୍ତି ସେମାନେ ଯାହାକୁ ମାନେ ପକାଇ ବିଚଳିତ ଅଛନ୍ତି ତେବେ ସେ ନିଜର କାମରେ ଏବେ ବ୍ୟସ୍ତ ରେ ଅଛନ୍ତି । ସେ ଆପଣଙ୍କୁ ଜମା ବି ମିସ କରୁ ନାହାନ୍ତି ।

୩- ତୃତୀୟ ଫୁଲ : ଯଦି ଆପଣ ତୃତୀୟ ଫୁଲ ଚୟନ କରିଛନ୍ତି ତେବେ ଆପଣ ଯାହା ପାଇଁ ବି ବିଚଳିତ ଅଛନ୍ତି ତେବେ ସେ ମଧ୍ୟ ଆପଣଙ୍କ ପାଇଁ ସେତିକି ବିଚଳିତ ଅଛନ୍ତି । ଆପଣ ଦୁହେଁ ପରସ୍ପର ପାଇଁ ଚିନ୍ତା ରେ ଅଛନ୍ତି ।

୪- ଚତୁର୍ଥ ଫୁଲ : ଯଦି ଆପଣ ଚତୁର୍ଥ ଫୁଲ ଚୟନ କରିଛନ୍ତି ତେବେ ଆପଣ ଯାହା ପାଇଁ ବିଚଳିତ ହେଉଛନ୍ତି ତାଙ୍କୁ ଆପଣଙ୍କର ଚିନ୍ତା ରହିଛି । ସେ ଆପଣଙ୍କୁ ବହୁତ ମିସ କରୁଛନ୍ତି । ସେ ଆପଣଙ୍କ ବିନା ଗୋଟେ ମୂହୁର୍ତ୍ତ ବି ବଞ୍ଚି ପାରିବେ ନାହି । କାରଣ ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି ।

୫- ପଞ୍ଚମ ଫୁଲ : ଯଦି ଆପଣ ପଞ୍ଚମ ଫୁଲ ଚୟନ କରିଛନ୍ତି ତେବେ ଆପଣ ଯାହା ପାଇଁ ବି ବିଚଳିତ ଅଛନ୍ତି ତେବେ ସେ ଆପଣଙ୍କ ପାଇଁ ଜମା ବି ବିଚଳିତ ନୁହନ୍ତି । ସେ ଆପଣଙ୍କୁ ଏକଦମ ଭୁଲି ସାରିଛନ୍ତି । ସେ ନିଜ ଜୀବନରୁ ଆପଣଙ୍କୁ ଦୂରେଇ ଦେଇ ଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button