ଡାକିଲେ Anubhav ଓ ଦିଲ୍ଲୀରୁ ଦୌଡି ଆସିଲେ ବାନ୍ଧବୀ Jagrati Shukla, ଏମିତି ୱେଲକମ୍ କଲେ ଅନୁଭବ, ଦେଖନ୍ତୁ video

ବନ୍ଧୁଗଣ ଦିଲ୍ଲୀ ରୁ ଦୌଡି ଆସିଛନ୍ତି ଜାଗୃତି ଶୁକ୍ଲା । ଆଉ ଏପଟେ ୱେଲକମ କରିଛନ୍ତି ସୁପର ଷ୍ଟାର ଅନୁଭବ ମହାନ୍ତି । ଏ ଦେଖନ୍ତୁ ଆପଣ ମାନେ ବି ଏ ଦୃଶ୍ୟ ସିଧା ଆସିଲେ ଆଉ ଜାଗୃତି ଙ୍କ ସହ ହାତ ମିଶାଇଲେ ଅନୁଭବ ମହାନ୍ତି । ହଁ ଆଜ୍ଞା ଯେମିତି ଆପଣ ଜାଣିଥିବେ ଯେମିତି କିଛି ଦିନ ପୂର୍ବରୁ ଅନୁଭବ ଓ ତାଙ୍କ ସ୍ତ୍ରୀ ମାନେ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନି ଙ୍କ ମାମଲା ଚାଲୁ ହୋଇଥିଲା ଅନୁଭାବରେ ଚିନ୍ତାରେ ଥିଲେ ।
ଠିକ ସେହି ସମୟରେ ଜାଗୃତି ଏକ ଭିଡିଓ ପୋଷ୍ଟ କରିଥିଲେ ସୋସିଆଲ ମିଡିଆରେ । ଅନୁଭବଙ୍କ ମାନସିକ ଅବସ୍ଥାକୁ ନେଇ ଜାଗୃତି ପୋଷ୍ଟ କରିଥିଲେ ଭିଡିଓ ଆଉ କହିଥିଲେ ଗୋଟେ ପୁରୁଷ ହେଲେବି ତାର ଆଖିରେ ଲୁହ ଥିଲେ ବି ଦୁନିଆ ବେଳେବେଳେ ବୁଝିପାରେ ନାହି । ଆଜି ଜାଗୃତି ଶୁକ୍ଲା ଆସି ଓଡିଶାରେ ପହଞ୍ଚି ଯାଇଛନ୍ତି ଆଉ ଅନୁଭବ ମହାନ୍ତିଙ୍କ ସହ କିଭଳି ମିସୁଛନ୍ତି ତାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ ।
ଆଉ ଅନୁଭବ ମହାନ୍ତି ବି ଛାଡି ନାହାନ୍ତି । ସିଧା ୱେଲକମ କରିଛନ୍ତି ନିଜର ବାନ୍ଧବୀ ଜାଗୃତିଙ୍କୁ ଅନୁଭବ । ଆଉ ଏବେ ଚର୍ଚ୍ଚା ହେଉଛି ଜାଗୃତି ଓ ଅନୁଭବ ମହାନ୍ତିଙ୍କର ବହୁତ ସୁନ୍ଦର ସମ୍ପର୍କ ଟି ରହିଛି । ଦର୍ଶକ ବନ୍ଧୁ ଏଠାରେ କହିବାକୁ ଚାହିଁବୁ ଏ ଥିଲା ବସନ୍ତ ନାୟକଙ୍କ ଜନ୍ମ ଉଶ୍ଚବରେ ପହଞ୍ଚି ଥିବା ସମୟର ଦ୍ରୁଶ୍ଯ । ଯେଉଁଠି ଓଲିଉଡ ଷ୍ଟାର ସମସ୍ତେ ପହଞ୍ଚି ଥିଲେ ସେଠାରେ ଅନୁଭବ ମଧ୍ୟ ପହଞ୍ଚିଥିଲେ ।
ଦିଲ୍ଲୀ ରୁ ଆସିଥିଲେ ଜାଗୃତି ଶୁକ୍ଲା । ତେବେ କିଭଳି ଓଡିଆ ଫିଲ୍ମ ଜଗତରେ ପାଦ ଦେବା ସମୟରେ ବସନ୍ତ ନାୟକ ଅନୁଭବଙ୍କୁ ବାଟ ଦେଖାଇଥିଲେ ଆଉ ଆଜି ଅନୁଭବ ମହାନ୍ତି କେମିତି ଏତେ ଦୂର ସଫର କରି ଆସି ପାରିଲେ ତାହା ସବୁ କହି ଭାବ ବିବାଲ ହୋଇ ଯାଇଥିଲେ ଅନୁଭବ ମହାନ୍ତି । ଏ ନେଇ ଗଣମାଧ୍ୟମରେ ଅନୁଭବ ମହାନ୍ତି ନିଜର ରାୟ ଦେଇ କହିଛନ୍ତି ଯେ ” ଯିଏ ବହୁତ ବଡ କ୍ରୀଏଟର, ଜଣେ ପ୍ରଡ୍ୟୁସର, ଡିଷ୍ଟ୍ରିବ୍ୟୁଟର ।
ଏବଂ କେତେ ସେ ତିଆରି କରିଛନ୍ତି କଳାକାରଙ୍କୁ ତାର ହିସାବ ନାହି ॰ 2004ରେ ମୁଁ “ଆଇ ଲଭ ୟୁ” ଫିଲମରେ ତାଙ୍କ ଜରିଆରେ ଅଭିନୟ କରିବାର ସୁଯୋଗ ପାଇଥିଲି । ଏ କଥାକୁ 19 ବର୍ଷ ପୁରିଲାଣି । 19 ବର୍ଷର ଯାତ୍ରା ତାଙ୍କ ବିନା କେମିତି ସମ୍ଭବ କେହି କହିପାରିବେ ନାହି । ଆଉ ତାଙ୍କ ସ୍ମୂରତି ରେ ବସନ୍ତ ନାୟକଙ୍କ ଜୟନ୍ତୀରେ ତାଙ୍କ ପରିବାର ଆଜି ପାର୍ଟି ରଖିଛନ୍ତି । ସେଥିପାଇଁ ମୁଁ ଅତ୍ୟନ୍ତ ମାତ୍ରାରେ ଖୁସି ।
ସେ ଯେଉଁଠି ବହୁତ ଭଲରେ ରୁହନ୍ତୁ ଆଉ ସେ ଖୁସି ହେଉଥିବେ ଦେଖିକି ତାଙ୍କ ପିଲା ମାନେ ଏତେ ସୁନ୍ଦର ଭାବେ ଆୟୋଜନ କରିବାର ଦେଖିକି । ସବୁ ଇଣ୍ଡଷ୍ଟ୍ରି ଏକାଠି ଅଛୁ” । ଯଦି ଜାଗୃତି ଦିଲ୍ଲୀରୁ ଆସି ଅନୁଭବଙ୍କ ପାଇଁ ଓଡିଶାରେ ପହଞ୍ଚିପାରୁଛନ୍ତି ତେବେ ବନ୍ଧୁତ୍ଵର ସମ୍ପର୍କ କେତେ ପବିତ୍ର ତାହା ଜଣାପଡୁଛି ।