ମନୋରଞ୍ଜନ

ଜାଣନ୍ତୁ କେତେ କୋଟିର ମାଲିକ ଅଟନ୍ତି ମଜଦୁର ମାନଙ୍କ ମସିହା- ସୋନୁ ସୂଦ

ସୋନୁ ସୂଦକୁ ବର୍ତମାନ ପୁରା ଦେଶ ଠାରୁ ଭଲ ପାଇବା ପ୍ରାପ୍ତ ହେଉଛି, ସେ ହିନ୍ଦୀ, ତେଲୁଗୁ ଏବଂ ତାମିଲ ଚଳଚିତ୍ର ଦୁନିଆ ପ୍ରସିଦ୍ଧ ଅଭିନେତା ଅଟନ୍ତି, ଏବେ ବର୍ତମାନରେ ସୋନୁ ଲକଡାଉନ ମଧ୍ୟରେ ଗରିବ ଅସହାୟ ଲୋକଙ୍କୁ ନିଜ ସାହାଜ୍ଯ ଦ୍ଵାରା ତାଙ୍କ ଘରେ ପଠେଇବା କାମରେ ଲାଗି ରହିଛନ୍ତି, ତେବେ ଏହି ସମୟରେ ଅନ୍ୟ ଲୋକଙ୍କ ମନରେ ତାଙ୍କ ପାଇଁ ଗୋଟେ ପ୍ରଶ୍ନ ଅଟେ ଯେ ସୋନୁ ସୂଦ ଏତେ ଖର୍ଚ କେମିତି କରି ପାରୁଛନ୍ତି ।

Image Courtesy: Google

ରିପୋର୍ଟ ଅନୁଯାଇ ସୋନୁ ସୂଦଙ୍କ ପାଖରେ ୧୭ ମିଲିୟନ ଡଲାର ସମ୍ପତ୍ତି ଅଟେ, ତେବେ ଇଣ୍ଡିଆ ଟଙ୍କା ଅନୁଯାଇ ସୋନୁଙ୍କ ପାଖରେ ୧୩୦ କୋଟି ଟଙ୍କା ସମ୍ପତ୍ତି ଅଛି, ସୋନୁ ସୂଦ କେତେକ ହୋଟେଲ ମାଲିକ ଅଛନ୍ତି ଏବଂ ତାଙ୍କ ପାଖରେ ଏଡଭଟାଇଜ ରୋଜଗାର ଅଛି, ତେବେ ଚଳଚିତ୍ର ଦୁନିଆରେ ପ୍ରସିଦ୍ଧ ହବା ସହ ତାଙ୍କ ପାଖରେ କାମ କମ ନାହିଁ । ବଲୀଉଡ ବହୁତ ପ୍ରସିଦ୍ଧ ଚଳଚିତ୍ର ଦବଙ୍ଗ ଫିଲ୍ମ ଆପଣ ଦେଖିଥିବେ ତେବେ ଏହି ଫିଲ୍ମରେ ସୋନୁ ସୂଦ ଛେଦି ସିଂହ ଅଭିନୟ କରିଥିଲେ ଯାହା ପରେ ଲୋକ ତାଙ୍କୁ ବହୁତ ପସନ୍ଦ କରିବା ଆରମ୍ଭ କରିଥିଲେ ।

Image Courtesy: Google

ତେବେ ସାଉଥ ଚଳଚିତ୍ର ଦୁନିଆରେ ସୋନୁ ସୂଦ ବହୁତ ବଡ ନା ଅଟେ, ବହୁତ ଭଲ ଏବଂ ଦର୍ଶକମାନଙ୍କ ପସନ୍ଦିଦା ଅଟନ୍ତି ସୋନୁ ସୂଦ ଏବଂ ବର୍ତମାନ କରୋନା ଭଳି ସଙ୍କଟ ଠାରୁ ଗରିବ ଏବଂ ଅସହାୟ ଲୋକଙ୍କ ସାହାଜ୍ଯ ଦ୍ଵାରା ସୋନୁ ସୂଦ ଲୋକଙ୍କ ମନରେ ଅଲଗା ଜାଗା ବନେଇଛନ୍ତି । ବର୍ତମାନ ସୋନୁ ସୂଦ ପ୍ରବାସୀ ମଜୁରି ଲୋକଙ୍କ ପାଇଁ ସାହାଜ୍ଯ ହାତ ହୋଇଛନ୍ତି, ସେ ଲଗାତାର ପ୍ରବାସୀ ମଜୁରିଆ ଲୋକଙ୍କ ପାଇଁ ବସ ବ୍ୟବସ୍ଥା କରୁଛନ୍ତି ଏବଂ ତାଙ୍କୁ ଘରେ ପଠଉଛନ୍ତି, ସୋନୁ ସୂଦ କହିବା ଅନୁଯାଇ ଯେଉଁ ପର୍ଯ୍ୟନ୍ତ ଅନ୍ତିମ ପ୍ରବାସୀକୁ ଘରେ ନପଠେଇଛି ମୋ କାମ ପୂର୍ଣ ହବ ନାହିଁ ।

Image Courtesy: Google

ସୋନୁ ସୁଦଙ୍କ ଏହି କାମ ପାଇଁ ସମସ୍ତେ ତାଙ୍କ ପ୍ରଶଂସା କରୁଛନ୍ତି, ବଲୀଉଡ ଠାରୁ ଆରମ୍ଭ କରି ସାମାନ୍ୟ ଜନତା ତାଙ୍କ ଫ୍ୟାନ ହୋଇଯାଇଛନ୍ତି । ତେବେ ସୋନୁଙ୍କ ଏହି କାମ ଦ୍ଵାରା ବଲୀଉଡ ବଡ ବଡ ହସ୍ତୀ ମଧ୍ୟ ମଜୁରି ଲୋକଙ୍କୁ ସାହାଜ୍ଯ କରିବାକୁ ଆଗେଇଛନ୍ତି, ଅଜୟ ଦେବଗନ ପ୍ରତିଦିନ ସୋନୁଙ୍କ ପ୍ରଶଂସା ସୋଶିଅଲ ମିଡିଆରେ କରୁଛନ୍ତି ତେବେ ବଲୀଉଡ ଜଗତ ହସ୍ତୀ ଅମିତାବ ବଚନ ସୋନୁଙ୍କ କାମ ଦ୍ଵାରା ଏତେ ପ୍ରଭାବିତ ହୋଇଛନ୍ତି ଯେ ସେ ମଧ୍ୟ ପ୍ରବାସୀଙ୍କୁ ଘରେ ପଠେଇବା ପାଇଁ ବସ ବ୍ୟବସ୍ଥା କରିବାରେ ଲାଗିଛନ୍ତି ।

Image Courtesy: Google

ସୋନୁ ସୂଦ ନିଜଭଲ କାମ ଆରମ୍ଭ ଲକଡାଉନ ସହ କରିଥିଲେ ଯେତେବେଳେ ସେ ନିଜ ହୋଟେଲ ପେରାମେଡିକାଲ ଷ୍ଟାଫ ପାଇଁ ଫ୍ରି କରିଥିଲେ, ଏହା ପରେ ସେ ଗରିବ ଲୋକଙ୍କୁ ଖାଦ୍ଯ ଦେଲେ ଖାଇବା ପାଇଁ । ଏହା ପରେ ସୋନୁ ସୂଦ କିଛି ବସରେ ସରକାର ଅନୁମତି ନବା ପରେ ପ୍ରବାସୀ ମଜୁରିଆ ଲୋକଙ୍କୁ ତାଙ୍କ ଘରେ ଯିବା ପାଇଁ ସାହାଜ୍ଯ କରିବା ଆରମ୍ଭ କଲେ କିନ୍ତୁ ଧୀରେ ଧୀରେ ଲୋକ ତାଙ୍କୁ ସାହାଜ୍ଯ ମାଗିବାକୁ ଲାଗିଲେ ଓ ଲୋକ ବଢି ବଢି ଗଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button