ଚାନ୍ଦ ଭଳି ସୁନ୍ଦର ଚେହେରା ପାଇବା ପାଇବା ପାଇଁ କଣ କରିବେ ?

ସାଧାରଣତଃ ସମସ୍ତେ ପ୍ରତିଦିନ ଦୈନଦିନ ଜୀବନରେ କିଛି ନା କିଛି କାମ କରିଥାନ୍ତି । ଯାହାର ପ୍ରଭାବ ଜୀବନ ଉପରେ ବିଶେଷ ଭାବରେ ପ୍ରଭାବ ପକାଇଥାଏ । ଆମେ ଜାଣିପାରି ନଥାଉ କିନ୍ତୁ ଆମେ କରୁଥିବା କାମ ହିଁ ଆମର ଭବିଉଷ୍ୟତ କୁ ଗଢି ତୋଳି ଥାଏ । ବନ୍ଧୁଆଗ୍ନ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏଅପରି କିଛି ଅମୃତ ବାଣୀ ଯାହା ଜାଣି ଆପଣ କାମ କଲେ ଆପଣଙ୍କ ଜୀବନର ଦୁଃଖ ସମସ୍ଯା ଗୁଡିକ ଅଧିକ ରୁ ଅଧିକ ଭାବରେ କମିଯିବ ଓ ଜୀବନ ସୁଖପୂର୍ଣ୍ଣ ହୋଇଯିବ ।
ବନ୍ଧୁଗଣ ପ୍ରାୟତଃ ସମସ୍ତେ ଡାଲି ଖାଇବାକୁ ଖୁବ ପସନ୍ଦ କରିଥାନ୍ତି, ଏବଂ ଏହା ଶରୀର ପାଇଁ ଖୁବ ଭଲ ମଧ୍ୟ ହୋଇଥାଏ । କିନ୍ତୁ ବନ୍ଧୁଗଣ ଡାଲି ମଧ୍ୟରେ ମଶୁର ଡାଲି ରବିବାର ଦିନ ଖାଇବା ଦ୍ଵାରା ମଧୁମେହ ରୋଗ ହେବାର ସମ୍ଭାବନା ରହିଥାଏ । ତାହାଛଡା ଶାସ୍ତ୍ର ଅନୁସାରେ ମଧ୍ୟ ମଶୁର ଡାଲି ରବିବାର ଦିନ ଖାଇବାକୁ ନିଷେଧ କରାଯାଇଛି ।
ବନ୍ଧୁଗଣ ପ୍ରାୟତଃ କିଛି ଲୋକଙ୍କର ସବୁବେଳେ ମୁଣ୍ଡ ବିନ୍ଧା ନହେଲେ ଅଧକପାଳି ଯନ୍ତ୍ରଣା ହେବାର ଦେଖା ଦେଇଥାଏ । ଏହାର ପ୍ରତିକାର ନିମନ୍ତେ ଯଦି କିଛି ଦିନ ଧରି ପ୍ରତିଦିନ ଏକ ସେଉ ଲୁଲ ଲଗାଇ ଖାଆନ୍ତି, ତେବେ ଆପଣ ଏହି ରୋଗ ରୁ ଖୁବ ଶୀଘ୍ର ରକ୍ଷା ପାଇଯିବେ ।
ବନ୍ଧୁଗଣ ମାଛ ସହ ଚିନି ଓ ଦହି ସହ କଦଳୀ ବା ବେଲ ଖାଇବା ଦ୍ଵାରା ଏହା ଶରୀରକୁ ଯାଇ ବିଷ ପ୍ରକୃତିର କାର୍ଯ୍ୟ କରିଥାଏ । ବନ୍ଧୁଗଣ କିଛି କଞ୍ଚା କ୍ଷୀରରେ ଫାଳେ ଲେମ୍ବୁ ଚିପୁଡି ଦେଇ ମୁହଁରେ ଲଗାଇବା ଦ୍ଵାରା ମୁହଁ ଚନ୍ଦ୍ର ଭଳି ଉଜ୍ଵଳ ମାନ ହୋଇ ଯାଇଥାଏ । ବନ୍ଧୁଗଣ ଶିବ ଲିଙ୍ଗ ଉପରେ ବେଲ ପତ୍ର ଚଢାଇବେ ସମୟରେ କିଛି ବିଶେଷ କଥା ଗୁଡିକ ଉପରେ ଖାସ ଗୁରୁତ୍ଵ ଦେବାକୁ ପଡିଥାଏ ।
ଯେପରିକି ପ୍ରଥମତଃ ଚଢାଉଥିବା ବେଲପତ୍ର ଗୁଡିକ ତ୍ରିଶାଖା ହୋଇଥିବା ଦରକାର । ଏହାପରେ ସେ ସବୁ ଗୁଡିକ ଅଖଣ୍ଡିତ ଓ ତାଜା ହୋଇଥିବା ଦରକାର । ଏହାସହ ବନ୍ଧୁଗଣ ଡେମ୍ଫ ସହ ବେଲ ପତ୍ର ଚଢାଇବା ଦ୍ଵାରା ସଂପୂର୍ଣ୍ଣ ଫଳ ପ୍ରାପ୍ତ ହୋଇ ନଥାଏ । ତେଣୁ ବେଲ ପତ୍ର ଚଢାଇବା ପୂର୍ବରୁ ଡେମ୍ଫ ମୂଳରୁ କିଛି ଅଂଶ ଛିଣ୍ଡାଇ ଚଢାଇବା ଉଚିତ । ବନ୍ଧୁଗଣ ଅଷ୍ଟମୀ ତିଥିରେ ନଡିଆ ଖାଇଲେ ଓ ତୃତୀୟା ତିଥିରେ ପୋଟଳ ଖାଇବା ଦ୍ଵାରା ମୂର୍ଖ ହେବାସହ ରୋଗଗ୍ରସ୍ତ ହୋଇଥାନ୍ତି ।
ଗର୍ଭବତୀ ମହିଳା ମାନେ ପଣସ, ତାଳ ଓ ସୁକୁଆ ଖାଇବା ପିଲା ମାନଙ୍କ ପାଇଁ ଭଲ ହୋଇ ନଥାଏ । ଏହାଛଡା ବନ୍ଧୁଗଣ ପିଲାଟି ଗର୍ଭରେ ଥିବା ସମୟରେ ଯଦି ଗର୍ଭବତୀ ମହିଳା ଟି କମଳା ବା କମଳା ରସ ପାନ କରିଥାଏ, ତେବେ ଜନ୍ମିତ ଶିଶୁ ଟି ସୁସ୍ଥ ଓ ସୁନ୍ଦର ହୋଇ ଜନ୍ମ ଗ୍ରହଣ କରିଥାଏ । ବ