ସ୍ୱାସ୍ଥ୍ୟ

Health Tips- କେବଳ 30 ଦିନରେ ସଫା କରନ୍ତୁ ଶରୀରର ସମସ୍ତ ବନ୍ଦ ଶିରାପ୍ରଶିରା, ଜୀବନରେ କେବେ ବି ହେବେ ନାହିଁ ହାର୍ଟ ରୋଗ

ବନ୍ଧୁଗଣ, ଶିର ମାନଙ୍କରେ ବ୍ଲକେଜ କିଭଳି ଭାବରେ ହୋଇଥାଏ ? ସର୍ବ ପ୍ରଥମେ ଏହା ଉପରେ ବିଶେଷ କଥା କିଛି ଜାଣିନେବା । ଶିରା ମାନଙ୍କରେ ଥିବା ଲେୟାର ଯାହାକୁ ଏଣ୍ଡୋଥିଲିଆନ କୁହାଯାଇଥାଏ, ଏହା ମଧ୍ୟରେ ଅନେକ ସମୟରେ ଇମ୍ପ୍ଳାମେସନ ହୋଇଯାଇଥାଏ । ତେବେ ଯେତେବେଳେ ଇମ୍ପ୍ଳାମେସନ ହୋଇଯାଇଥାଏ ସେତେବେଳେ ସେଥିରେ ସ୍କାର୍ଫ ଫରମେସନ ହୋଇଯାଇଥାଏ ।

ଏହା ପରେ ଏଥିରେ କ୍ୟାଲସିୟମର ପାର୍ଟ ଆସି ଡିପୋଜିଟ ହେବାକୁ ଲାଗିଥାଏ, ଏହା ସହିତ ଆପଣଙ୍କର କୋଲେଷ୍ଟ୍ରୋଲ ମଧ୍ୟ ଜମା ହେବାକୁ ଲାଗିଥାଏ । ଏହିସବୁ ଜିନିଷ ଯେତେବେଳେ ଜମା ହୋଇଥାଏ ତେବେ ତାହା ଗୋଟିଏ ଜାଗାରେ ଜମା ହୋଇଯାଇଥାଏ । ସର୍ବ ପ୍ରଥମେ ଆମ୍ଭ ଶରୀର ମଧ୍ୟରେ ଇନସୁଲିନ ଅଧିକ ହାଇ ହେବା ଉଚିତ ନୁହେଁ । ଏହା ଆମ୍ଭ ଶରୀର ମଧ୍ୟରେ ଯେତେ କଣ୍ଟ୍ରୋଲ ରେ ରହିବ ତଥା ଯେତେ ଅଧିକ ନର୍ମାଲ ଲେବଲ ରେ ରହିବ ତାହା ସେତେ ଅଧିକ ଆମ୍ଭ ନିମନ୍ତେ ଉତ୍ତମ ହେବ ।

ଏହା ମୋଟ ଉପରେ ଏକ ହରମୋନ ହୋଇଥାଏ, ଯାହା କାର୍ବୋ ହାଇଡ୍ରେଟ ଯୋଗୁଁ ଆମ୍ଭ ଶରୀରରେ ଯେଉଁ ସୁଗର ଯାଇଥାଏ, ତାହାକୁ କମ କରିବା କାମ କରିଥାଏ । ମାତ୍ର ଏହା ଏକ ଉତ୍ତମ ଜିନିଷ ଅଟେ ଡାଇବେଟିସ କୁ ଅଟକାଇବା ନିମନ୍ତେ ତଥା ସୁଗାର ର ଲେବଲ କୁ ମେଣ୍ଟେନ ରଖିବା ନିମନ୍ତେ କିନ୍ତୁ ଇନସୁଲିନର ଏକ ସାଇଡ ଇଫେକ୍ଟ ମଧ୍ୟ ହୋଇଥାଏ । ତା

ହା ଅଟେ ଯେ ଇନସୁଲିନ ବହୁତ ଅଧିକ ଇମ୍ପ୍ଳାମେଣ୍ଟାରୀ ହୋଇଥାଏ । ଅର୍ଥାତ ଆମ୍ଭ ଶରୀର ମଧ୍ୟରେ ଫୁଲା ଉତ୍ପନ୍ନ କରିବାର କାମ ଆରମ୍ଭ କରିଥାଏ । ତେବେ ଆମ୍ଭ ଶରୀର ମଧ୍ୟରେ ଯେତେବେଳେ କାର୍ବୋହାଇଡ୍ରେଟ ରହିଥାଏ ତେବେ ଆମ୍ଭ ଶରୀର ଇନସୁଲିନ ର ପ୍ରଡକସନ ବଢାଇଦେଇଥାଏ ଯାହା ଫଳରେ ଆମ୍ଭ ସୁଗାର ନର୍ମାଲ ଲେବଲ ରେ ରହିଥାଏ ।

ଏହାଫଳରେ ସିରା ମଧ୍ୟରେ ଇନପ୍ଲାମେସନ ହେବା ଆରମ୍ଭ ହୋଇଯାଇଥାଏ । ଇନସୁଲିନ ଲେବଲ କମ ରହିବା ନିମନ୍ତେ ଆପଣଙ୍କୁ ସର୍ବ ପ୍ରଥମେ ଆପଣଙ୍କ ଶରୀରରୁ କାର୍ବୋ ହାଇଡ୍ରେଟକୁ ବାହାର କରିବାକୁ ପଡିଥାଏ । ମାତ୍ର ଆପଣନାକ ସମସ୍ୟା ଯଦି ଅଧିକ ତେବେ ଆପଣ ନିଜ ଡାଏଟ ରେ ସୁଗାର ର ମାତ୍ରାକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରିଦିଅନ୍ତୁ । ଦ୍ଵିତୀୟ ଗୁରୁତ୍ଵପୂର୍ଣ୍ଣ ଜିନିଷ ହେଉଛି ଭିଟାମିନ K2, ଆପଣଙ୍କୁ ଆପଣଙ୍କ ଡାଏଟରେ ଏଭଳି ଜିନିଷ ସାମିଲ କରିବା ଆବଶ୍ୟକ ଯାହା ଭିଟାମିନ K2 ର ସୋର୍ସ ହେଇଥିବ ।

ଏହା ବିଶେଷ କରି ଆମ୍ଭ ସିରା ମଧ୍ୟରେ ଯେଉଁ କ୍ୟାଲସିୟମ ର ଡିପୋଜିଟସ ରହିଥାଏ, ତାହାକୁ ବ୍ରେକ ଡାଉନ କରିବାର କାର୍ଯ୍ୟ କରିଥାଏ ଏହି କାରଣ ହେତୁ ଯଦି ଆପଣଙ୍କ ମଧ୍ୟ ପ୍ଲାକିଙ୍ଗ ରହିଅଛି ଅଥବା ଯଦି ଶିରା ରେ କାଲ୍ସିଫିକେସନ ହେଉଅଛି ତେବେ ଏହି କାରଣରୁ ଆପଣଙ୍କୁ ବହୁତ ସାହାର୍ଯ୍ୟ ତଥା ଆରାମ ମିଳିଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button