ମନୋରଞ୍ଜନ

ଚପଲ ଚୋର ସାପ! ଆଶ୍ଚର୍ଯ୍ୟ ହେଲେ ବି ସତ, ସାପଟି ଚପଲ ନେଇ ପଳାଇ ଯାଉଥିବାର Video ଏବେ ହେଉଛି ଭାଇରାଲ

ଦର୍ଶକ ବନ୍ଧୁ, ଅନେକ ସମୟରେ ସୋସିଆଲ ମିଡିଆରେ ସାପ ମାନଙ୍କୁ ନେଇ ଅନେକ ପ୍ରକାରର ଭିନ୍ନ ଧରଣର ଭିଡିଓ ଭାଇରାଲ ହୋଇଥାଏ । ଯାହାକୁ ଦେଖିବା ପରେ ଲାଗେ କି ସାପ ମାନଙ୍କୁ ନେଇ ଏମିତି ବି ଭିଡୋ ଆସିପାରେ । ବର୍ତ୍ତମାନ ସମୟରେ ଠିକ ଆଶ୍ଚର୍ଯ୍ୟ ଚକିତ କରି ଦେଲା ଭଳି ଭିଡିଓ ସୋସିଆଲ ମିଡିଆରେ ନଜର ଆସୁଛି । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ବିସ୍ତାର ଭାବେ । ଦର୍ଶକ ବନ୍ଧୁ ଆଶ୍ଚର୍ଯ୍ୟ ! ଏ କଣ ଚାହୁଁ ଚାହୁଁ ଚପଲ ନେଇ ପଳାଉଛି ସାପ ।

ଏ କଥା ଆମେ ନୁହେଁ ବରଂ ଭିଡିଓ ରେ ଦେଖିବାକୁ ମିଳିଛି ।ଆପଣ ବି ଥରେ ନଜର ପକାନ୍ତୁ ଭିଡିଓ ଉପରେ କେମିତି ସାପ ଟି ଆସିଲା ଆଉଆ ଚପଲ ନେଇ ପଳେଇଲା । ଆଉ ୩୦ ସେକେଣ୍ଡ ର ଭିଡିଓ କୁ ନେଇ ଏବେ ସୋସିଆଲ ମିଡିଆରେ ଜୋର ଦାର ଚର୍ଚ୍ଚା ହେଉଛି । କିଏ ଏହାକୁ ସେୟାର କରୁଛି ତ ଆଉ କିଏ ଏହି ଭିଡିଓ କୁ ଦେଖି ହସୁଛି ତ ଆଉ କିଏ ଆଶ୍ଚର୍ଯ୍ୟ ହୋଇ ଯାଇଛି । କଥାରେ ଅଛି ଯାହା ନ ହୋଇଥିବ ଅନ୍ୟ ଯୁଗରେ ତାହା ହେବ କଳି ଯୁଗରେ । ତାହାର ସତ୍ୟତାର ପ୍ରମାଣ ହେଉଛି ଏହି ଭିଡିଓ ଟି ନିଶ୍ଚିନ୍ତ ।

ଚପଲ କୁ ସାପ ନେଉ ପଳାଉ ଥିବାର ଭିଡିଓ କୁ ନିଜର ଟ୍ଵିଟର ପେଜ ରେ ଆଇଏଫଏସ ଅଧିକାରି ପରବୀନ କାଶୱାନ ସେୟାର କରିଛନ୍ତି । ଏହି ଭିଡିଓ ସେୟାର ହେବା ପରେ ଗୋଟିଏ ମୋବାଇଲ ରୁ ଆଉ ଏକ ମୋବାଇଲ କୁ ଘୁରି ବୁଲୁଛି । ଭାଇରାଲ ହେଉଥିବା ଏହି ଭିଡିଓ କୁ ଦେଖିଲେ ବି ଆପଣ ହସି ହସି ବେଦମ ହେବେ । ସୂଚନା ଆନଯାୟୀ ସାପ ଟି ଖେଳୁଥିବା ବେଳେ ଜଣେ ବ୍ୟକ୍ତି ସାପ ଉପରକୁ ଚପଲ ଫୋପାଡି ଥିଲେ । ସାପ ଟି ରାଇ ଯାଇ ଚପଲ ନେଇ ପଳାଇ ଥିବାର ଭିଡିଓ ରେ ଦେଖିବାକୁ ମିଳିଛି ।

ସାପ ର ଚପଲ ରେ କଣ କାମ ତାହା ଏ ଯାଏଁ କାହାକୁ ଜାଣ ନାହି । ହେଲେ ଏହି ଭିଡିଓ ରୁ ଲକ୍ଷ ରୁ ଅଧିକ ଲୋକେ ଦେଖି ସାରିଲେଣି । ତେବେ ଆଇଏଫଏସ ଅଧିକାରୀ ନିଜର ଟ୍ଵିଟ ପେଜ ରେ ସେୟାର କରି କ୍ୟାପ୍ସନ ରେ ଲେଖିଛନ୍ତି କି “ମୁଁ ଆଶ୍ଚର୍ଯ୍ୟ ହେଉଛି ଚପଲ ନେଇ ସାପ କଣ କରିବା” ?

କିନ୍ତୁ ଭାଇରାଲ ହୋଇଥିବା ଏହି ଭିଡିଓ କୁ ନେଇ ଅନେକ ୟୁଜର୍ସ କମେଣ୍ଟ ଦେଉଛନ୍ତି । କିଏ ଏହାକୁ ପସନ୍ଦ କରୁଥିବା ବେଳେ ଆଉ କେହି ସାପ ଚପଲ ଫିଙ୍ଗିବା ଠିକ ନୁହେଁ ବୋଲି ମତ ଦେଇଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button