ଦୀର୍ଘ 35 ବର୍ଷ ପରେ ଶନିଙ୍କ ରାଶି ପରିବର୍ତ୍ତନ, 12 ନଭେମ୍ବର 5ଟି ରାଶି ଜୀବନରେ ଆସିବ ଜବରଦସ୍ତ ହଲଚଲ…

ବନ୍ଧୁଗଣ ନମସ୍କାର, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭଗବାନ ଶନିଦେବ ହେଉଛନ୍ତି ନ୍ୟାୟ ର ଦେବତା ଅଟନ୍ତି । କୌଣସି ବ୍ୟକ୍ତି ର କର୍ମ ଅନୁଯାୟୀ ହିଁ ଶନି ଦେବ ସେହି ବ୍ୟକ୍ତି କୁ ଫଳ ପ୍ରଦାନ କରିଥାନ୍ତି । ଯଦି କୌଣସି ବ୍ୟକ୍ତି ନିଜ ଜୀବନରେ ଭଲ କର୍ମ କରିଥାଏ ତେବେ ଶନିଦେବ ସେହି ବ୍ୟକ୍ତି ଙ୍କୁ ନିଶ୍ଚିତ ଭଲ ଫଳ ପ୍ରଦାନ କରିଥାନ୍ତି ଏବଂ ଯେଉଁ ବ୍ୟକ୍ତି ନିଜ ଜୀବନରେ ଖରାପ କର୍ମ କରିଥାଏ ସେହି ବ୍ୟକ୍ତି ଙ୍କୁ ଶନିଦେବ ତାର କର୍ମ ଅନୁସାରେ ନିଶ୍ଚିତ ଦଣ୍ଡିତ କରିଥାନ୍ତି ।

ତେବେ ଦୀର୍ଘ ବର୍ଷ ପରେ ଗ୍ରହ ମାନଙ୍କ ଚଳନ ରେ ପରିବର୍ତ୍ତନ ହେବାକୁ ଯାଉଛି ଏବଂ ଶନିଦେବ ଙ୍କ ସାଢ଼େସାତି ସମାପ୍ତ ହୋଇଛି । ଆସନ୍ତା ସମୟରେ ରାଶିଚକ୍ର ର ୬ଟି ରାଶି ଙ୍କ ଜୀବନ ରେ ଘଟିବ ବଡ଼ ପରିବର୍ତ୍ତନ । ଶନିଦେବ ଙ୍କ କୃପା ରୁ ଏହି ରାଶି ଥିବା ବ୍ୟକ୍ତି ବିଶେଷ ଙ୍କ ଜୀବନ ରେ ଅନେକ ପ୍ରକାର ପରିବର୍ତ୍ତନ ହେବ । ତେବେ ଆସନ୍ତୁ ଜାଣିବା ସେହି ରାଶି ଏବଂ ତାଙ୍କ ଜୀବନରେ ହେବାକୁ ଥିବା ପରିବର୍ତ୍ତନ ସମ୍ବନ୍ଧରେ ବିସ୍ତାର ରୂପରେ ।
ମେଷ ରାଶି- ଏହି ରାଶି ଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଭଗବାନ ଶନିଦେବ ଙ୍କ କୃପାଦୃଷ୍ଟି ଲାଭ ହେବ । ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜ ଜୀବନରେ ଥିବା ସମସ୍ତ ପ୍ରକାର ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ । କୌଣସି ଯାନବାହନ କ୍ରୟ କରିବାର ସମ୍ଭାବନା ରହିଛି । ଯେଉଁମାନେ ପ୍ରେମ ସମ୍ବନ୍ଧରେ ଅଛନ୍ତି ସେମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିବ । ଏହି ରାଶିର ବ୍ୟକ୍ତି ମାନଙ୍କ ଆସୁଥିବା ସମୟ ଅତ୍ୟନ୍ତ ଆନନ୍ଦ ଦାୟକ ରହିବ ।

କର୍କଟ ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କୁ ସମସ୍ତ କ୍ଷେତ୍ରରେ ଲାଭ ପ୍ରାପ୍ତ ହେବ ଏବଂ ଏମାନେ ଉନ୍ନତି ହାସଲ କରିବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ବହୁତ ଉପଯୋଗୀ ରହିବ । ଛାତ୍ରଛାତ୍ରୀ ମାନେ ପରୀକ୍ଷା ରେ ସଫଳତା ହାସଲ କରିବେ ଏବଂ ଏହା ସହିତ ପ୍ରତିଯୋଗିତା ଓ ଖେଳକୁଦ ରେ ମଧ୍ୟ ଉନ୍ନତି ହାସଲ କରିବେ । କୌଣସି ଗୁପ୍ତ ଧନ ଲାଭ ହେବାର ସମ୍ଭାବନା ରହିଛି । ଏମାନଙ୍କ ମନ ପାଠରେ ଲାଗି ରହିବ । ସମସ୍ତ କାର୍ଯ୍ୟ ସଫଳ ଭାବରେ ସମ୍ପାଦନ ହେବ ।
ବିଚ୍ଛା ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କ ଭାଗ୍ୟରେ ବିଦେଶ ଯାତ୍ରା ର ଯୋଗ ରହିଛି ଏବଂ ଏହା ସହିତ କୌଣସି ଧାର୍ମିକ ଅନୁଷ୍ଠାନ କୁ ମଧ୍ୟ ଏମାନେ ଯାତ୍ରା କରି ପାରିବେ । କୋର୍ଟ କଚେରୀ ମାମଲାରେ ନିଷ୍ପତ୍ତି ଆପଣଙ୍କ ପକ୍ଷ ରେ ରହିବ । ଧର୍ମ କର୍ମ କାର୍ଯ୍ୟ ରେ ରୁଚି ବଢ଼ିବ । ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ରହିଛି । ଆପଣଙ୍କୁ ମାନସିକ ଶାନ୍ତି ମିଳିବ ଏବଂ ଜୀବନ ରେ ଥିବା ସମସ୍ତ ବାଧା ବିଘ୍ନ ଦୁର ହେବ । ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଘର ଓ ପରିବାର ରେ ଶାନ୍ତି ର ବାତାବରଣ ରହିବ ଏବଂ ଏମାନଙ୍କ ଜୀବନ ଧନଧାନ୍ୟ ରେ ପୂର୍ଣ ହୋଇଯିବ ।

ଧନୁ ରାଶି- ଏହି ରାଶି ଥିବା ବ୍ୟକ୍ତି ବିଶେଷ ଙ୍କ ଦୀର୍ଘ ଦିନ ଧରି ଅଟକି ରହି ଯାଇଥିବା କାର୍ଯ୍ୟ ବର୍ତ୍ତମାନ ପୂର୍ଣ୍ଣ ହେବ । କାରବାର ରେ ଲାଭ ହାସଲ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ଓ ମଧୁର ହେବ । ଧନ ହାସଲ କରିବାର ବିଭିନ୍ନ ସୁଯୋଗ ଆସିବ । ଏହି ରାଶିର ବ୍ୟକ୍ତି ବିଶେଷ ଏହି ସମୟରେ କୌଣସି ନୂତନ କାର୍ଯ୍ୟ ର ଆରମ୍ଭ ମଧ୍ୟ କରି ପାରିବେ ।
କୁମ୍ଭ ରାଶି- ଏହି ରାଶି ଅନ୍ତର୍ଗତ ବ୍ୟକ୍ତି ମାନଙ୍କ ଉପରେ ଶନି ମହାରାଜ ଅତ୍ୟନ୍ତ ପ୍ରସନ୍ନ ରହିବେ । ଆପଣଙ୍କ ଜୀବନରେ ସବୁ ପ୍ରକାର ର ବାଧା ଗୁଡ଼ିକ ଦୂର ହୋଇଯିବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ରୁ ମୁକ୍ତି ପାଇବେ ଏବଂ ଏହା ସହିତ ଆପଣଙ୍କ ଶରୀର ନିରୋଗ ରହିବ । ଆପଣଙ୍କ ଜୀବନ ସୁଖମୟ ହେବ ।
ତୁଳା ରାଶି- ଏହି ରାଶି ଅନ୍ତର୍ଗତ ବ୍ୟକ୍ତି ଙ୍କ ଜୀବନ ରେ ବହୁତ କିଛି ପରିବର୍ତ୍ତନ ଆସିବ । ବିଶେଷ କରି ଧନ ସମ୍ବନ୍ଧୀୟ ମାମଲା ଆପଣଙ୍କ ଦୂର ହେବ । ପୈତୃକ ସମ୍ପତ୍ତି ହାସଲ କରିବେ । ବୈବାହିକ ଜୀବନ ରେ ଥିବା ସମସ୍ୟା ଦୂର ହୋଇଯିବ ଏବଂ ଆପଣଙ୍କ ଜୀବନରେ ସୁଖ ଓ ଶାନ୍ତି ପ୍ରତିଷ୍ଠା ହେବ ।