ଦେଶ ବିଦେଶ

ପୁଣି ଆକ୍ରମଣ କଲା ଚୀନ, India ଉପରେ କରିବାକୁ ଚାହୁଁଚି ନିୟନ୍ତ୍ରଣ, ଜାଣନ୍ତୁ ପୁରା ଘଟଣା

ଭାରତ ଉପରେ ଚୀନ ବହୁତ ବଡ଼ ଆକ୍ରମଣ କରିଛି । ଏହି ଆକ୍ରମଣରେ ଭାରତୀୟ ସାଟେଲାଇଟ କୁ ବଡ଼ ନିଶାନା ରେ ନିଆଯାଇଛି । ଏହି ଆକ୍ରମଣରେ ଭାରତକୁ କ୍ଷତି କେତେ ହୋଇଛି ଏବଂ ISRO ଏହି ସମ୍ବନ୍ଧୀୟ କଣ କହିଛି ଆଜି ଆମେ ଆପଣଙ୍କୁ କହିବୁ। ତେବେ ଚାଲନ୍ତୁ ଜାଣିବା । ବର୍ତମାନ ଚୀନ ସାମ୍ନାରେ ସବୁଠାରୁ ବଡ଼ ସଙ୍କଟ ରହିଛି ଭାରତ ଏବଂ ଆମେରିକା ର ଇନ୍ଟେଲିଜେନ୍ସ ର ଦୃଢ଼ ସମ୍ପର୍କ । ଚୀନ କୁ ଏହି ବିଷୟରେ ସେବେଠାରୁ ଡର ରହିଛି ଯେବେଠୁ ଭାରତ ଏବଂ ଆମେରିକା କୋମଆକ୍ସେସ ସାଇନ କରିଦେଇଥିଲେ ।

ଏହା ଦ୍ଵାରା ୨ ଟି ଦେଶ ନିଜ ଇନ୍ଟେଲିଜେନ୍ସ ସେୟାର କରିବେ ଯେମିତି କି ଯଦି ପ୍ରଶାନ୍ତ ମହାସାଗରରେ ବା ହିନ୍ଦୁ ମହାସାଗରରେ କୌଣସି ନେଭାଲ ସିପ ବା ଚୀନ ର ସୈନ୍ୟ ଆକ୍ଟିଭିଟି ଦେଖିବାକୁ ମିଳେ ଆମେରିକା କୁ ତେବେ ଆମେରିକା ବିନା ସେହି ସୂଚନା କୁ ଏଡିଟ କରି ବା ଫିଲ୍ଟର କରିବ ନାହିଁ ବରଂ ପୁରା ରଅ ଫାଇଲ ରେ ଭାରତ କୁ ସପ୍ଲାଏ କରିବ ଏବଂ ସେମିତି ଭାରତ ମଧ୍ୟ କରିବ।

ଆମେରିକା ଏବଂ ଭାରତ ନିଜର ଅତି ନିକଟତ୍ତର ବ୍ୟକ୍ତି ମାନଙ୍କ ସହିତ ଏମିତି କରିଥାଏ । କିନ୍ତୁ ଚୀନ ପାଇଁ ଘାତକ ହୋଇଥିଲା ଭାରତ ଏବଂ ଆମେରିକା ର ସାଟେଲାଇଟ ସମ୍ବନ୍ଧ । ଭାରତ ନିଜର ନାଭିକ ସିଷ୍ଟମ କରିସାରିଛି । ଚୀନ କୁ ଡର ଥିଲା କି ସେ ଯୁଦ୍ଧ ସମୟରେ ଯଦି ଆମେରିକା ର GPS ନଷ୍ଟ କରିଦେବ ତେବେ ବି ଭାରତ ଆମେରିକା ର ଗଟବନ୍ଧନ ରହିବ ଏବଂ ଭାରତ ଆମେରିକା ମିଶି ଚୀନ ବିରୁଦ୍ଧରେ କଡ଼ା ପଦକ୍ଷପ ନେଇପାରିବେ ।

ଆଜି କାଲି ଯୁଦ୍ଧରେ ସାଟେଲାଇଟ ର ବହୁତ ବଡ଼ ପଦକ୍ଷେପ ରହିଛି । ସାଟେଲାଇଟ ହିଁ ସବୁ ଦେଶର ଆଖି, କାନ ଏବଂ ନାକ ହୋଇଥାଏ । ଗୋଟେ ବହୁତ ବଡ଼ ଏଜେନ୍ସି ଯାହାର ନାମ ହେଉଛି CASI ଯାହା ଆମେରିକାର ବେଶ ଇନଷ୍ଟିୟୁଟ ଅଟେ। ଆମେରିକାର ଚିଫ ଅଫ ଷ୍ଟାଫ ତାଙ୍କୁ ଡାଇରେକ୍ଟ ରିପୋଟ କରେ । ଏହି ଇନଷ୍ଟିଚ୍ୟୁଟ ବହୁତ ବଡ଼ ଅଟେ ଏହା ସମୟରେ ସାଟେଲାଇଟ ପହଞ୍ଚାଇଥାଏ ଏବଂ ରିପୋଟ ଦେଇଥାଏ ।

ଏବେ ସେ ବହୁତ ବଡ଼ ରିପୋଟ ଦେଇଛି କି ୨୦୦୭ ରୁ ୨୦୧୭ ଭିତରେ ଚୀନ ଭାରତୀୟ ସାଟେଲାଇଟ କୁ ବାରମ୍ବାର ଆକ୍ରମଣ କରିଛି ଏବଂ ଏହି ଆକ୍ରମଣର ଉଦ୍ଦେଶ୍ୟ ସଟେଲାଇଟ କୁ ନଷ୍ଟ କରିବା ନୁହେଁ ବରଂ ସାଟେଲାଇଟ ଉପରେ ନିୟନ୍ତ୍ରଣ ପାଇବା ଥିଲା ମାନେ ଭାରତ ସାଟେଲାଇଟ ଉପରେ ଚୀନ ନିୟନ୍ତ୍ରଣ କରିବାକୁ ଚାହୁଁଥିଲା ଯେମିତି କି ଯୁଦ୍ଧ କ୍ଷେତ୍ରରେ ଭାରତ ତଳୁଆ ରହିଯିବ। ୨୦୧୭ ପରେ ମଧ୍ୟ ଚୀନ ନିଜର ଆକ୍ରମଣ କରି ଚାଲିଛି ।

ISRO କହିଛି କି ଏହି ପରି ଆକ୍ରମଣ ହୋଇଥାଏ କିନ୍ତୁ ଆମେ ଆମର ସାଟେଲାଇଟ କୁ ଏମିତି ତିଆରି କରିଛୁ କି ନା ସେ କୌଣସି ଇଣ୍ଟର୍ନେଟ ସହିତ ଯୋଡି ହୋଇଛି ନା ତାହା ଆଊ କୌଣସି ଜିନିଷ ସହିତ ଯୋଡ଼ି ହୋଇଛି ଏହା ପୁରା ଅଲଗା ପ୍ରକାରରେ ନିଜର କାମ କରିଥାଏ । ଆମ ସାଟେଲାଇଟ କୁ କେହି ହ୍ୟାକ କରିପାରିବେ ନାହିଁ ଏବଂ ନିୟନ୍ତ୍ରଣ କରିବା ତ ଦୂରର କଥା ISRO ସ୍ବୀକାର କରିଛି କି ଆକ୍ରମଣ ହୋଇଛି କିନ୍ତୁ ସେହି ଆକ୍ରମଣରୁ ଭାରତକୁ କୌଣସି କ୍ଷତି ହୋଇନାହିଁ ।

CASI କହିଛି କି ଚୀନ ଏପରି ସିଷ୍ଟମ ତିଆରି କରିବାରେ ଲାଗିପଡିଛି କି ଯାହା ଦ୍ଵାରା ସେ ଭାରତୀୟ ସାଟେଲାଇଟ ଉପରେ ନିୟନ୍ତ୍ରଣ କରିପାରିବ। ଭାରତ ନିଜର ସ୍ପେସିଆଲ ଟିମ ରେଡ୍ଡୀ କରିଛି ଏହି ମାମଲାକୁ ଦେଖିବାପାଇଁ । ଭାରତ ଖୁବ ଶୀଘ୍ର ଏଥି ପାଇଁ ମିଲିଟାରି ୱିଙ୍ଗ ତିଆରି କରିବାକୁ ଯାଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button