ଓଡିଶା

ସ୍ଵାମୀ ନିଜ ସ୍ତ୍ରୀ ଫେସବୁକ ଆଇଡି ଖୋଲି ଦେଖିଲା ବେଳେ, ଏମିତି କିଛି ଦେଖିଲେ ଯାହା ଦେଖି ଚକିତ ହୋଇ ଗଲେ

ବର୍ତ୍ତମାନ ଇନ୍ଦୋରରୁ ଗୋଟେ ଚକିତ କରି ଦଉଥିବା ଖବର ସାମ୍ନା କୁ ଆସିଛି, ଯାହା ପରେ ଗୋଟେ ବାଇକ ଶୋରୁମ କର୍ମଚାରୀକୁ ଗିରଫ କରା ଯାଇଛି । କୁହା ଯାଉଛୁ ଯେ ଯୁବକଙ୍କ ଉପରେ ଜଣେ ଯୁବତୀ ଅଭିଯୋଗ କରିଛନ୍ତି, ଯୁବତୀଙ୍କ ଅନୁଯାଇ ଜଣେ ଯୁବକ ତାଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଭାଇରାଲ କରିଛନ୍ତି । ଯାହା ପରେ ପୋଲିସ ତଦନ୍ତ ଆରମ୍ଭ କଲା ଏବଂ ୱାଟସାପ ଦ୍ଵାରା ଫଟୋ ରିକବର କରିଛନ୍ତି ।

ରିଙ୍ଗ ରୋଡ ଜାଗା ଗୋଟେ ବାଇକ ଶୋରୁମ ରେ କାମ କରୁଥିବା ଯୁବତୀ ପୋଲିସକୁ ଆଗରୁ ମଧ୍ୟ ଅଭିଯୋଗ କରି ଥିଲେ ।

କିନ୍ତୁ ପୋଲିସ ଯୁବତୀଙ୍କୁ ଆଶ୍ଵାସନା ଦେଇ ପଠେଇ ଦେଇ ଥିଲେ, କିନ୍ତୁ ମହିଳାଙ୍କ ସ୍ଵାମୀ ଫଟୋ ଦେଖିଲେ ଏବଂ ଘର ଛାଡି ପଳେଇଲେ । ମହିଳା ଜଣେ ପୋଲିସ କୁ କହିଲେ ଯେ ଆକାଶ ନାମକ ଲୋକ ତାଙ୍କ ସହ ସମ୍ବନ୍ଧ ବନେଇବା ପାଇଁ ବ୍ଳାକମେଲ କରୁ ଅଛି, ଆକାଶ ୱାଟସଆପ ଏବଂ ଫେସବୁକ ରୁ ଯୁବତୀଙ୍କ ଫଟୋ ବାହାର କରି ଅଶ୍ଳୀଳ ଫଟୋ ବନେଇ ନିଜ ସମ୍ପର୍କୀୟ ଏବଂ ସାଙ୍ଗମାନଙ୍କୁ ଫଟୋ ପଠେଇ ଦେଇ ଛନ୍ତି ।

ସମ୍ଭବତଃ ଫଟୋ ଗୁଡିକ ଫୋଟୋଶପ ଦ୍ଵାରା ଏଡିଟ କରା ଯାଇଛି । ଏହି ଅଭିଯୋଗ ପରେ ପୋଲିସ ଶୁକ୍ରବାର ଦିନ ଆକାଶକୁ ଗିରଫତାର କରିଛନ୍ତି, ଆକାଶ କହିଛି ଯେ ଯୁବତୀ ତାର ସାଙ୍ଗ ଥିଲା । ଦୁହେଁ ମିଳା ମିସା କରନ୍ତି ସେହି ସମୟରେ ଝିଅର ଅଶ୍ଳୀଳ ଫଟୋ ସେ ଉଠାଇ ଥିଲା, ପୋଲିସକୁ ଆଶଙ୍କା ଅଛି ଯେ ଆକାଶ ସବୁ ଭିଡିଓ ୟୁଟୁବ ରେ ପକେଇଛନ୍ତି ।

ଏହା ସହ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ ଯେ ଏକାଉଣ୍ଟେଣ୍ଟ ସଞ୍ଜୟ ମଧ୍ୟ ଶୁକ୍ରବାର ଦିନ ଗିରଫତାର ହୋଇ ଛନ୍ତି । ପୀଡିତ ଯୁବତୀ ପୋଲିସକୁ କହିଲେ ଯେ ନିଜ ସ୍କୁଲ ରେ କାମ କରୁ ଥିଲା ବେଳେ ସଞ୍ଜୟ ସହ ଚିହ୍ନା ହେଲା, ଚାକିରି ଛାଡିଲା ପରେ ମଧ୍ୟ ଆରୋପି ଅଶ୍ଳୀଳ କଲ ଏବଂ ମେସେଜ କରୁ ଥିଲା ଯାହା ପରେ ଯୁବତୀଙ୍କ ସ୍ଵାମୀ ବୁଝେଇଲେ କିନ୍ତୁ ଆରୋପି ଯୁବତୀଙ୍କ ସ୍ବାମୀଙ୍କୁ ଧମକ ଦେଇ ଥିଲେ । ଏହିଭଳି ଘଟଣା ପାଇଁ ଝିଅମାନେ ବହୁତ ଜାଗାରେ ନିର୍ଜୟାତୀତ ହେଉଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button