ମହିଳା ମାନେ ଏଭଳି ସ୍ନାନ କରିବା ଉଚିତ ହୋଇ ନଥାଏ

ଆପଣ ମାନେ ଏହା ଜାଣିଛନ୍ତି ଯେ ପ୍ରତି ଦିନ ଗାଢେଇବା ବହୁତ ଆବଶ୍ୟକ ଅଟେ, ସମସ୍ତେ ଘର ବାହାରକୁ ଯିବା ଆଗରୁ ଗାଧୁଆ ପାଧୁଆ କରନ୍ତି, କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ଯେ ଏମିତି ବି ଗୋଟେ ପ୍ରକାର ଗାଧୁଆ ଅଛି ଯାହା ମହିଳା ମାନେ କଲେ ଘର ଉପରେ ଖରାପ ପ୍ରଭାବ ପଡିଥାଏ, ଆଜି ଆମେ ଆପଣଙ୍କୁ ଗାଧେଇବାର ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣ କେବେ ଭାବି ନଥିବେ ଯେ ଏହି ଭଳି ଗାଧେଇଲେ ଆପଣଙ୍କ ଘରେ ଅସୁବିଧା ହୋଇଥାଏ ।

୧. ଅନ୍ୟ ବସ୍ତ୍ର :
ତେବେ ଗାଧେଇବା ପରେ କେବେ ବି ଭୁଲରେ ଅନ୍ୟ କାହା ବସ୍ତ୍ର ବା ଟାଉଲରେ ଦେହ ପୋଛନ୍ତୁ ନାହିଁ, ଏହା କରିବା ଦ୍ଵାରା ଆପଣଙ୍କ ଦେହକୁ ବହୁତ ପ୍ରକାର ରୋଗ ବଇରାଗ ମାଡି ଯାଇଥାଏ ସେଥିପାଇଁ କେବେ ଭୁଲରେ ବି ଅନ୍ୟ କାହା ଗାମୁଛା ବା ଟାଉଲ ବ୍ୟବହାର କରନ୍ତୁ ନାହିଁ ସବୁବେଳେ ନିଜ ପାଇଁ ଟାଉଲ ବା ଗାମୁଛା ଅଲଗା ରଖନ୍ତୁ ଓ ଅନ୍ୟ କାହାର ବ୍ୟବହାର କରନ୍ତୁ ନାହିଁ । ତେବେ କେବଳ ଟାଉଲ ବା ଗାମୁଛା ନୁହ ଅନ୍ୟ କାହା ବସ୍ତ୍ର ମଧ୍ୟ ପିନ୍ଧିବା ଆପଣଙ୍କ ଭାଗ୍ୟ ପାଇଁ ଉଚିତ ନୁହ ।

୨. ଅଧା ସଫାସୁତୁରା :
ଆପଣ ଭାବୁଥିବେ ଯେ ଅଧା ସଫାସୁତୁରା ଅର୍ଥ କଣ ତେବେ ଯଦି ଆପଣଙ୍କୁ କେହି କହିବ ଯେ ଆପଣ ଅଧା ଗାଧୋଇଛନ୍ତି ବା ଭଲରେ ସଫା ହୋଇ ନାହାନ୍ତି ତେବେ କଣ ଆପଣ ମାନିବେ କିନ୍ତୁ ୮୦% ଲୋକ ଭଲ ଭାବରେ ଗାଧୋଇ ନଥାନ୍ତି, କିଛି ଲୋକ ଶୀଘ୍ର ଗାଧାନ୍ତୀ ଓ ଶୀଘ୍ର ଶୀଘ୍ର କାମ କରିବା ଚକରରେ ଭଲ ଭାବରେ ଗାଧୋଇ ନଥାନ୍ତି । ଏହି ଭଳି ଅଧା କାମ କେବେ ବି କରନ୍ତୁ ନାହିଁ କାହିଁକିନା ଏହାର ଖରାପ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିଥାଏ ।

୩. ନିର୍ବସ୍ତ୍ର :
ତେବେ ବହୁତ ଲୋକଙ୍କର ନିର୍ବସ୍ତ୍ର ହୋଇ ଗାଧୋଇବା ଅଭ୍ଯାସ ଥାଏ, ଏହା ଭଲ ଅଭ୍ଯାସ ନୁହ ବିଶେଷ କରି ମହିଳାଙ୍କ ପାଇଁ ତେବେ ଗୋଟେ ବସ୍ତ୍ର ନିଜ ଦେହରେ ଯାହା ହେଲେ ରଖିବା ଉଚିତ ନଚେତ ଏହା ଦ୍ଵାରା ଆପଣଙ୍କ ଘରେ ରୋଗ ବଇରାଗ ଏବଂ ସବୁ ପ୍ରକାର ଅସୁବିଧା ଆସିଥାଏ ।
୪. ପ୍ରଥମେ ମୁଣ୍ଡରେ ପାଣି ଦିଅନ୍ତୁ ନାହିଁ :
ତେବେ ବୈଜ୍ଞାନିକ ମାନଙ୍କ ଅନୁଯାଇ ମଧ୍ୟ ଗାଧୋଇବା ସମୟରେ ପ୍ରଥମେ ମୁଣ୍ଡ ଉପରେ ପାଣି ଦବା ଉଚିତ ନୁହ, ମୁଣ୍ଡରେ ପାଣି ଆଗ ପଡିଲେ ଏହା ଦ୍ଵାରା ରକ୍ତ ଚାପ ହୋଇଥାଏ ଯାହା ଫଳ ସ୍ୱରୂପ ହାର୍ଟ ଅଟାକ ବା ପାରାଳାଇଜ ଭଳି ସମସ୍ଯା ହୋଇଥାଏ ସେଥିପାଇଁ କେବେ ବି ମୁଣ୍ଡରେ ପ୍ରଥମେ ପାଣି ଦିଅନ୍ତୁ ନାହିଁ ।



