ମନୋରଞ୍ଜନ

୧୩୭ ଜଣ ପୁଅଙ୍କୁ ରିଜେକ୍ଟ କରି ସାରିଛନ୍ତି ଏହି Actress, ୨୭ ବର୍ଷ ବୟସରେ ଲାଗନ୍ତି ପୁରା ଅପ୍ସରା

ବନ୍ଧୁଗଣ ଉଭୟ ଟିଭି ଓ ବଲିଉଡ ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଆଗରୁ ଅଭିନେତ୍ରୀ ମାନଙ୍କର ଅଭିନୟ ଉପରେ ଅଧିକ ଗୁରୁତ୍ଵ ଦିଆଯାଉଥିଲା ହେଲେ ବର୍ତ୍ତମାନର ସମୟରେ ଅଭିନେତ୍ରୀ ମାନଙ୍କର ସୁନ୍ଦରତା ଉପରେ ଅଧିକ ଧ୍ୟାନ ଦିଆଯାଉଛି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଟିଭି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ଆଉ କେହୁ ନୁହେଁ ସେ ହେଉଛନ୍ତି ସୋନାରିକା ଭଦୋରିଆ । ବନ୍ଧୁଗଣ ସୋନାରିକା ନିଜ ହଟ୍ ନେସ ଓ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ସେ ଟିଭି ଇଣ୍ଡଷ୍ଟ୍ରିର ଅନେକ ସିରିଏଲରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସୋନାରିକା ବର୍ତ୍ତମାନ ପର୍ଯ୍ୟନ୍ତ ୧୩୭ଟି ପୁଅଙ୍କୁ ଋଜେକ୍ଟ କରିସାରିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସୋନାରିକା ଭଦୋରିଆଙ୍କ ବିଷୟରେ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ସୋନାରିକାଙ୍କୁ ଟିଭିର ଲୋକପ୍ରିୟ ଧାରାବାହିକ ‘ହର ହର ମହାଦେବ’ରେ ନିଶ୍ଚୟ ଦେଖିଥିବେ । ଏହି ଧାରାବାହିକରେ ସେ ପାର୍ବତୀଙ୍କ ସୁନ୍ଦର ଭୂମିକା ପଦର୍ଶନ କରିଥିଲେ । ଦର୍ଶକ ମାନଙ୍କୁ ତାଙ୍କ ସୁନ୍ଦରତା ଓ ତାଙ୍କ ଅଭିନୟ ବହୁତ ପସନ୍ଦ ଆସେ । ସୋସିଆଲ ମିଡିଆରେ ସୋନାରିକାଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି ।

ସୋନାରିକା ହେଉଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଏକ ପ୍ରସିଦ୍ଧି ଅଭିନେତ୍ରୀ । ସେ ଆସିଥିବା ଦିନରୁ ସୋସିଆଲ ମିଡିଆରେ ନିଜର ହଟ୍ ଫଟୋସ ସେୟାର କରନ୍ତି ଓ ତାଙ୍କର ସମସ୍ତ ଫଟୋସ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହୁଏ । ସୋନାରିକା ଟିଭି ଇଣ୍ଡଷ୍ଟ୍ରିରେ କାମ କରି ଲକ୍ଷ ଲକ୍ଷ ଟଙ୍କା ଅର୍ଜନ କରନ୍ତି । ସୋନାରିକାଙ୍କ ସଫଳତା ଓ ସୁନ୍ଦରତା ପାଇଁ ଅନେକ ବ୍ୟକ୍ତି ତାଙ୍କୁ ବିବାହ କରିବାର ଇଛା ରଖିଛନ୍ତି । ବହୁତ ଲୋକ ବିବାହ ପାଇଁ ତାଙ୍କ ଘରକୁ ପ୍ରସ୍ତାବ ନେଇ ମଧ୍ୟ ଆସିଛନ୍ତି ହେଲେ ସେ ବର୍ତ୍ତମାନ ବିବାହ କରିବାକୁ ଚାହୁଁ ନାହାନ୍ତି । ମିଡିଆ ରିପୋର୍ଟସ ଅନୁସାରେ ସୋନାରିକା ସମୁଦାୟ ୧୩୭ଟି ପୁଅଙ୍କୁ ବିବାହ ପାଇଁ ମନା କରିସାରିଛନ୍ତି ।


ସୋନାରିକାଙ୍କୁ ତାଙ୍କ କଲେଜ ଲାଇଫରୁ ହିଁ ବିବାହ ପ୍ରସ୍ତାବ ଆସୁଥିଲା । ହେଲେ ସଫଳତା ପାଇବା ପରେ ତାଙ୍କୁ ଦୁଇ ଗୁଣ ଅଧିକ ବିବାହ ପ୍ରସ୍ତାବ ଆସିବାକୁ ଲାଗିଲା । ବନ୍ଧୁଗଣ ସୋନାରିକାଙ୍କ ଜନ୍ମ ୩ ଡିସେମ୍ବର ୧୯୯୨ ମସିହାରେ ମୁମ୍ବାଇରେ ହୋଇଥିଲା ଓ ବର୍ତ୍ତମାନ ତାଙ୍କୁ ୨୭ ବର୍ଷ ବୟସ ହୋଇସାରିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button