ଦେଶ ବିଦେଶ

ଦିଲ୍ଲୀ ପହଞ୍ଚିଲେ ବାଇଡେନ – Utkal Mail


ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ଦିଲ୍ଲୀ ପହଞ୍ଚିଛନ୍ତି । ବାଇଡେନ ତାଙ୍କ ସରକାରୀ ବିମାନ ‘ଏୟାରଫୋର୍ସ ୧’ ରେ ପାଲମ ଏୟାରପୋର୍ଟରେ ପହଞ୍ଚିଥିବା ଜଣାପଡ଼ିଛି । କେନ୍ଦ୍ରମନ୍ତ୍ରୀ ଜେନେରାଲ ବିକେ ସିଂହ ତାଙ୍କ ସ୍ୱାଗତ କରିଛନ୍ତି ।


Related Articles

Leave a Reply

Your email address will not be published. Required fields are marked *

Back to top button