ଘରେ ନିଶ୍ଚିତ ରଖନ୍ତୁ ମୟୂର ପଙ୍ଖ ବଦଳିଯିବ ଭାଗ୍ୟ, 10 ଗୁଣ ବଢି ଥାଏ ଧନ- Morpankh Totke

ନମସ୍କାର ବନ୍ଧୁଗଣ ତେବେ ପୌରାଣିକ ଗ୍ରନ୍ଥ ରେ ମୟୁର ପରର ବିଶେଷ ମହତ୍ତ୍ୱ ରହିଛି । ମୟର ପର ଶ୍ରୀକୃଷ୍ଣ ଙ୍କ ମୁକୁଟ ରେ ଶୋଭା ପାଇଥାଏ ଏବଂ ଏହା ସହିତ ଇନ୍ଦ୍ର ଦେବ ମୟୁର ପର ରେ ନିର୍ମିତ ସିଂହାସନ ରେ ବିରାଜ ମାନ ହୁଅନ୍ତି । ପ୍ରାଚୀନ କାଳରେ ମୁନୀ ଋଷି ମାନେ ମଧ୍ୟ ଲେଖିବା ପାଇଁ ମୟର ପର କୁ ବ୍ୟବହାର କରୁଥିଲେ । ଏହି ସବୁ କାରଣରୁ ସମସ୍ତ ଗ୍ରନ୍ଥ, ଶାସ୍ତ୍ର, ବାସ୍ତୁ ଆଦି ରେ ମୟୁର ପର କୁ ବିଶେଷ ସ୍ଥାନ ପ୍ରଦାନ କରା ଯାଇଅଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ମୟୁର ପର ର ୨୦ଟି ଖାସ ବିଶେଷତା ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ ।

ଯେଉଁ ବ୍ୟକ୍ତି ନିଜ ଘରେ ଦୁଇଟି ମୟୁର ପର ରଖିଥାଏ, ସେହି ଘରେ କେବେବି କୌଣସି ସଦସ୍ୟ ଅଲଗା ହୁଅନ୍ତି ନାହିଁ । ସର୍ବଦା ଏକତ୍ରିତ ହୋଇ ରୁହନ୍ତି । ଯେଉଁ ବ୍ୟକ୍ତି ସର୍ବଦା ନିଜ ପାଖରେ ମୟୁର ପର ରଖିଥାଏ ସେହି ବ୍ୟକ୍ତି ର ସର୍ବଦା ମଙ୍ଗଳ ସାଧନ ହୋଇଥାଏ ଏବଂ ସେହି ବ୍ୟକ୍ତି କୌଣସି ଦୁର୍ଘଟଣା ର ଶିକାର ମଧ୍ୟ ହୋଇନଥାଏ । ଯେଉଁ ବ୍ୟକ୍ତି ନିଜ ଘରେ ମୟୁର ପର ରଖିଥାଏ ସେହି ଘରେ ସକରାତ୍ମକ ଉର୍ଜା ସୃଷ୍ଟି ହୋଇଥାଏ ଏବଂ ନକରାତ୍ମକ ଉର୍ଜା ନଷ୍ଟ ହୋଇଥାଏ ।
ଯଦି ଆପଣଙ୍କ ଛୁଆ ପାଠପଢ଼ା ରେ କମଜୋର ଅଛନ୍ତି ଅଥବା ତାଙ୍କ ମନ ପାଠପଢ଼ା ରେ ଲାଗୁ ନାହିଁ ତେବେ ଆପଣ ତାଙ୍କ ସ୍କୁଲ ବ୍ୟାଗ ରେ ଏକ ମୟୁର ପର ରଖି ଦିଅନ୍ତୁ । ଏହାଦ୍ବାରା ସେ ବୁଦ୍ଧିମାନ ହୋଇଯିବେ । ଯଦି ଆପଣ ନିଜ ପର୍ସ ବା ଡାଏରୀ ରେ ମୟୁର ପର ରଖିଥାନ୍ତି ତେବେ ଆପଣଙ୍କ ରାହୁ ଦୋଷ କଟିଥାଏ । ମୟୁର ର ପ୍ରିୟ ଆହାର ସାପ ହୋଇଥାଏ । ତେଣୁ ଯେଉଁଠାରେ ମୟୁର ପର ଥାଏ ସେହି ସ୍ଥାନକୁ କେବେବି ସାପ ଆସି ନଥାଏ । ତେଣୁ ସବୁବେଳେ ନିଜ ପାଖରେ ମୟୁର ପର ରଖନ୍ତୁ ।
ବେଳେବେଳେ ମୟୁର ପର କୁ ମୁଣ୍ଡ ରେ ଧାରଣ କରିବା ଦ୍ୱାରା ଭଲ ବୁଦ୍ଧି ହୋଇଥାଏ । ଯଦି ଘରର ମୁଖ୍ୟ ଦ୍ୱାର ରେ ବାସ୍ତୁ ଦୋଷ ରହିଛି ତେବେ ମୁଖ୍ୟ ଦ୍ୱାର ରେ ୩ଟି ମୟୁର ପର ରଖି ଦିଅନ୍ତୁ ଏବଂ ମୟୁର ପର ତଳେ ଭଗବାନ ଗଣେଶ ଙ୍କ ପ୍ରତିମା ବା ମୂର୍ତ୍ତି ସ୍ଥାପନ କରନ୍ତୁ । ଏହାଦ୍ବାରା ବସ୍ତୁଦୋଷ ଦୁର ହୋଇଥାଏ ।

ଯଦି ଘରେ ସବୁବେଳେ ଅସୁବିଧା ଦେଖିବାକୁ ମିଳୁଛି ତେବେ ନିଜ ବେଡ଼ ରୁମ ରେ ଅଗ୍ନି କୋଣରେ ମୟୁର ପର ରଖନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଦାମ୍ପତ୍ୟ ଜୀବନ ରେ କଳହ ସୃଷ୍ଟି ହୋଇଥିଲେ, ଦୁଇଟି ମୟୁର ପର କୁ ଆଣି ନିଜ ବିବାହ ର ଆଲବମ ରେ ରଖି ଦିଅନ୍ତୁ । ଏହାଦ୍ବାରା ପତି ପତ୍ନୀ ଙ୍କ ମଧ୍ୟରେ କେବେବି ଝଗଡ଼ା ହୋଇନଥାଏ ।
ରାତି ସମୟରେ ଗୋଟିଏ ମୟୁର ପର କୁ ଆଣି ଘର ବାହାରେ ରଖି ଦିଅନ୍ତୁ । ଏହାଦ୍ବାରା ନକରାତ୍ମକ ଉର୍ଜା ର ବିନାଶ ହୋଇଥାଏ । ଯେଉଁ ବ୍ୟକ୍ତି ନିଜ ପାଖରେ ମୟୁର ପର ରଖିଥାଏ ସେହି ବ୍ୟକ୍ତି କେବେବି ଅସଫଳ ହୋଇନଥାଏ ବରଂ ଜୀବନର ସଫଳତା ର ମାର୍ଗ ରେ ଅଗ୍ରସର ହୋଇଥାଏ ।
ରାତିରେ ଶୋଇବା ସମୟରେ ଗୋଟିଏ ମୟୂର ପର କୁ ନିଜ ମୁଣ୍ଡ ତଳେ ରଖି ଶୁଅନ୍ତୁ । ଏହାଦ୍ୱାରା କେବେବି ଭୟଙ୍କର ସ୍ବପ୍ନ ଆସିନଥାଏ ଏବଂ ଏହା ସହିତ ଦିନ ର ଆରମ୍ଭ ମଧ୍ୟ ଭଲ ରେ ହୋଇଥାଏ । ମୟୁର ପର କୁ କେବେବି ତଳେ ପକାଇବା ଉଚିତ ନୁହେଁ । ଏହାକୁ ତଳେ ପକାଇବାର ଅର୍ଥ ଭଗବାନ କୃଷ୍ଣ ଙ୍କ ଅପମାନ କରିବା ସହିତ ସମାନ ଅଟେ । ଏପରି କରିବା ଦ୍ୱାରା ଆପଣଙ୍କ ଉନ୍ନତି କ୍ଷେତ୍ରରେ ବାଧା ସୃଷ୍ଟି ହୋଇଥାଏ ।

ଯଦି କେହି ଜଣେ ଆପଣଙ୍କୁ ଅଜାଣତରେ ମୟୁର ପର ଦେଇଥାଏ ତେବେ ଆପଣଙ୍କ ଜୀବନ ର ସମସ୍ତ ସଫଳତା ର ମାର୍ଗ ଖୋଲି ଯାଇଥାଏ । ମୟୁର ପର ଭାଙ୍ଗିବା ପରେ ମଧ୍ୟ ଏହା ଜୀବିତ ରହିଥାଏ । ଏହି କାରଣରୁ ଏହା ସର୍ବଦା କାର୍ଯ୍ୟକାରୀ ହୋଇଥାଏ । ଯେବେବି ଆପଣ ମୟୁର ପର କିଣୁଛନ୍ତି କୌଣସି ଶୁଭ ମୁହୂର୍ତ୍ତରେ ହିଁ କିଣନ୍ତୁ । ଏହା ଦ୍ଵାରା ଆପଣ ଜୀବନ ରେ ସଫଳ ହେବେ ।
ଘରର ଦକ୍ଷିଣ ପୂର୍ବ ଦିଗରେ ମୟୁର ପର ଲଗାଇବା ଦ୍ଵାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ କେବେବି ଧନର ଅଭାବ ହୋଇନଥାଏ । ମୟୁର ପର କିଣିବା ସମୟରେ ଏହା ଧ୍ୟାନ ରଖନ୍ତୁ ଯେପରି ତାହା ଯେପରି ଭାଙ୍ଗି ନଥାଉ । ଏହା ଅଶୁଭ ହୋଇଥାଏ । ମୟୁର ପ୍ର ଘରକୁ ଆଣିବା ସମୟରେ ଭଗବାନ ଶ୍ରୀକୃଷ୍ଣ ଙ୍କ ନାମ ନିଶ୍ଚିତ ଭାବରେ ଉଚ୍ଚାରଣ କରନ୍ତୁ । ଏପରି କରିବା ଦ୍ୱାରା ଆପଣ ଜୀବନ ର ସମସ୍ତ କ୍ଷେତ୍ରରେ ସଫଳ ହୁଅନ୍ତି ଏବଂ ଆପଣଙ୍କ ସମସ୍ତ କାର୍ଯ୍ୟ ସମୟରେ ପୂରଣ ହୋଇଥାଏ ।



