କ୍ରାଇମ

ଲୁହାଭରା ଆଖିରେ ମମିତାଙ୍କ ମା-ବାପା ଙ୍କ ବଡ ବୟାନ, କହିଲେ ‘ଆମ ମନସ୍କାମନା ପୂରଣ ହେଲା ସେ ଯେପରି ଆମ ଝିଅକୁ କଲବଲ କରି…’

ବନ୍ଧୁଗଣ, ବହୁ ଚର୍ଚ୍ଚିତ ମମିତା ହତୟଆକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆ-ତ୍ମ-ହତୟଆ କରିଛି । ଏହାକୁ ନେଇ ମମିତା ଙ୍କ ବାପା ମା’ କହିଛନ୍ତି ଯେ ଆମର ମନୋସ୍କାମନା ସଂପୂର୍ଣ୍ଣ ହେଲା ଏବଂ ସେତିକି ଖୁସି ଅଛନ୍ତି । ଏହା ସହିତ ସେମାନେ କହିଛନ୍ତି ଯେ ପୋଲିସ ବାବୁ ମାନେ ତାଙ୍କ ସହିତ ଥିଲେ, ବର୍ତ୍ତମାନ ଯାହା ହେଲା ବହୁତ ଭଲ ହେଲା, ସେମାନେ ବହୁତ ଖୁସି ଅଛନ୍ତି ଏବଂ ତାଙ୍କର ଗୋଟିଏ ପୁଅ ଅଛି ଝିଅକୁ ଯେତେବେଳେ ଏତେ ପଇସା ଖର୍ଚ୍ଚ କରି ପାଠ ପଢାଇ ବଡ ମଣିଷ କରିଥିଲେ

ଏଣୁ ବର୍ତ୍ତମାନ ପୁଅକୁ ସରକାରୀ ଚାକିରୀଟିଏ ମିଳୁ ବୋଲି ଜଣାଇଛନ୍ତି । ତାଙ୍କ ଝିଅ କୁ ଯେତେବେଳେ ଛଟପଟ କରି ମାରିଛନ୍ତି ସେ ମଧ୍ୟ ଛଟପତ ହୋଇ ମରୁ ବୋଲି ଫାଶୀ ଦଣ୍ଡ ଦାବି କରିଥିଲେ ପରିବାର ଲୋକେ । ଗୋବିନ୍ଦ ସାହୁ ଆ-ତ୍ମ-ହତୟଆ କରିଛି କି କ’ଣ କରିଛି ତାହା କେହି ଜାଣି ନାହାଁନ୍ତି ମାତ୍ର ସେ ମରିଲା ସେତିକି ହିଁ ଚାହୁଁଥିଲେ ବୋଲି କହିଛନ୍ତି ମମିତା ଙ୍କ ମା’ ।

ମମିତା ଙ୍କ ବାପା ଏ ନେଇ କହିଛନ୍ତି ଯେ ସେ ସମସ୍ତଙ୍କୁ ଧନ୍ୟବାଦ କରୁଛନ୍ତି ଯେ ସମସ୍ତେ ତାଙ୍କର ସାଥ ଦେଲେ, ପୋଲିସ ଭାଇମାନେ ସମସ୍ତେ ସାହାର୍ଯ୍ୟ କରିଲେ ତଥା ମି-ଡି-ଆ ଭାଇମାନେ ମଧ୍ୟ ସମସ୍ତେ ସାହାର୍ଯ୍ୟ କରିଲେ । ଏହାକୁ ନେଇ ସେ ବହୁତ ଖୁସି ହେଲେ, ଆଉ ଆଜି ଗୋବିନ୍ଦ ସାହୁ ଯେଉଁଭଳି ଆ-ତ୍ମ-ହ- ତ୍ୟା କରିଛି, ମାତ୍ର କୋର୍ଟ ଯାହା ଦେଇଥାନ୍ତା ତାହା ଉପରବାଲା ଦେଇଦେଲା ।

କୋର୍ଟ ଯଦି ଫାଶୀ ଦଣ୍ଡ ଦେଇଥାନ୍ତେ ତେବେ ସେ ବହୁତ ଖୁସି ହୋଇଥାନ୍ତେ ବୋଲି କହିଥିଲେ । ଯେଉଁଭଳି ଭାବରେ ମମିତା ଙ୍କୁ ହତୟଆ କରାଯାଇଥିଲା ତାହା ଅତ୍ୟନ୍ତ ଦୁଃଖର ବିଷୟ । ମାଆ’ ବାପା ନିଜ ଝିଅ କୁ ହରାଇଛନ୍ତି ବର୍ତ୍ତମାନ ଯେତେ ଯାହା ହେଲେ ମଧ୍ୟ ତାଙ୍କ ଝିଅ ଆଉ ଫେରି ଆସିବ ନାହିଁ ।

କିନ୍ତୁ ଦୋଷୀ କୁ ଉଚିତ ଶାସ୍ତି ମିଳିବା ନିହାତି ଆବଶ୍ୟକ ଥିଲା ଏବଂ ବର୍ତ୍ତମାନ ଉଚିତ ଶାସ୍ତି ମଧ୍ୟ ମିଳିଛି ଏହାକୁ ନେଇ ମମିତା ଙ୍କ ମା’ ବହୁତ ଖୁସି ଅଛନ୍ତି । କିନ୍ତୁ ବଡ ପ୍ରଶ୍ନ ଏଠାରେ ଯେ ଗୋବିନ୍ଦ ର ଯଦି ଆ-ତ୍ମ-ହତୟଆ କରିବାର ଥାନ୍ତା ତେବେ ସେ ପ୍ରାୟ ଏକ ବର୍ଷ ଧରି ଜେଲରେ ରହିଲା କିଭଳି ?

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button