ଜୀବନଶୈଳୀ
ସ୍ଵାମୀ ପ୍ରେମ ଆଉ ଭଲ ଲାଗୁନି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ଵାମୀ ପ୍ରେମ ଆଉ ଭଲ ଲାଗୁନି ! ସ୍ତ୍ରୀ କରୁଛି ପର ପୁରୁଷ ସହ ପରକୀୟା ପ୍ରୀତି ! ଯାହାକୁ ଖୁଲମଖୁଲା ଦିନ ଦିପହର ସମୟରେ ଧରି ନେଇଛି ସ୍ଵାମୀ ! ତେବେ ସୂଚନା ମୁତାବିକ ଏପରି ଏକ ଖବର ଆସି ପହଞ୍ଚିଛି । ତେବେ ବନ୍ଧୁଗଣ ବିବାହ ପରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଏକ ପବିତ୍ର ସମ୍ପର୍କ ଗଢି ଉଠିଥାଏ । ଯେଉଁଠାରେ କି ସ୍ଵାମୀ ଓ ସ୍ତ୍ରୀ ଉଭୟ ଉଭୟଙ୍କର ସବୁ କିଛି ବୋଲି ମାନି ନେଇଥାନ୍ତି ।

ସେ ସ୍ଵାମୀ ହେଉ ଅବା ସ୍ତ୍ରୀ ନିଜ ସ୍ଵାମୀ କିମ୍ବା ସ୍ତ୍ରୀ କୁ ଛାଡି ଅନ୍ୟ କାହାକୁ ଆଖି ଉଠାଇ ଅନାଇବା ମଧ୍ୟ ତାଙ୍କ ପାଇଁ ପାପ ହୋଇଥାଏ । ହେଲେ ଏଠାରେ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠାରେ କି ଖୁଲମଖୁଲା ନିଜ ଶାଶୁ ଘରେ ବୋହୁ ଜଣଙ୍କ ଏପରି କିଛି କାଣ୍ଡକାରନାମା ରଚିଛନ୍ତି । ତେବେ ଏହାପୁଣି ଦିନ ଦିପହରରେ ଘରେ କେହି ନଥିବା ବେଳେ ଘରର ବୋହୁ ଏକ ପର ପୁରୁଷକୁ ଘରକୁ ଡାକି ଆଣିଥିଲା ।




