ବିଚାର

ଜନନେନ୍ଦ୍ରିୟ ସଂକ୍ରମଣ ହୋଇଛି କି ? ଏହି ପତ୍ର ଦେବ ଏଥିରୁ ମୁକ୍ତି

ଭାରତରେ ଯେତେ ବିଶ୍ୱାସ ଡାକ୍ତରଙ୍କ ଉପରେ ଲୋକମାନେ ରଖିନଥାନ୍ତି, ତା’ ଠାରୁ ଅଧିକ ବିଶ୍ୱାସ ଘରୋଇ ଉପଚାର ଉପରେ ରଖିଥାନ୍ତି। ଏହି ସବୁ ଉପାୟ ମଧ୍ୟ ଆମ କାମରେ ଆସିଥାଏ। ଆଜିପର୍ଯ୍ୟନ୍ତ ମଧ୍ୟ ଛୋଟ ଛୋଟ ସମସ୍ୟାର ସମାଧାନ ଘରୋଇ ଉପଚାରରେ ସମ୍ଭବ ହୋଇପାରୁଛି। ଏମିତି କିଛି ଉପଚାର ଆପଣ କଇଁଆ ପତ୍ରରେ ମଧ୍ୟ ଆପଣାଇପାରିବେ। କଇଁଆ ପତ୍ରରେ ଥିବା ଔଷଧୀୟ ଗୁଣ ଆପଣଙ୍କୁ ବିଭିନ୍ନ ପ୍ରକାର ସଂକ୍ରମଣ ଏବଂ ଘା, ଫୁଲିବା ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ।

କଇଁଆ ପତ୍ର ଜନନେନ୍ଦ୍ରିୟ ସଂକ୍ରମଣରୁ ରକ୍ଷା କରିବା ସହ ଏହି ସମସ୍ୟାରୁ ମୁକ୍ତି ଦେଇଥାଏ।

leave 1

କଇଁଆ ପତ୍ରରେ ଭିଟାମିନ ସି ଭରପୂର ମାତ୍ରାରେ ରହିଥାଏ। ଯାହା କୌଣସି ସୂକ୍ଷ୍ମଜୀବ ସଂକ୍ରମଣରୁ ମଧ୍ୟ ଶରୀରକୁ ରକ୍ଷା କରେ।

କଇଁଆ ପତ୍ରର ଔଷଧୀୟ ଗୁଣକୁ ଅଧିକ କରିବା ପାଇଁ ଅମୃତଭଣ୍ଡା, ଲୁଣ ଏବଂ ପାଣିରେ ମିଶାଇ ବ୍ୟବହାର କଲେ ଅଧିକ ଜଲଦି ଫଳ ମିଳିଥାଏ।

ସ୍କର୍ଭି ରୋଗ ଭିଟାମିନ ସି ଅଭାବ ଯୋଗୁଁ ହୋଇଥାଏ। କଇଁଆ ପତ୍ରରେ ଉଚ୍ଚ ଏସ୍କର୍ବିକ ଏସିଡ ସାମଗ୍ରୀ ରହିଥାଏ, ଯାହା ଆଣ୍ଟି ସ୍କର୍ବି ଭିଟାମିନ ରୂପେ କାର୍ଯ୍ୟ କରିଥାଏ।

1

ଯଦି ଆପଣଙ୍କର ଗଣ୍ଠି ଦରଜ ହୋଇ ଫୁଲିଥାଏ, ତେବେ କଇଁଆ ପତ୍ରକୁ ବାଟି ସେହି ସ୍ଥାନରେ ଲଗାଇବା ଦ୍ୱାରା ଫୁଲିବା କମ୍‌ ହୋଇଥାଏ।

କଇଁଆ ପତ୍ର ଖାଇବା ଦ୍ୱାରା ଶରୀରରେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରିତ ହେବାରେ ସହାୟକ ହୋଇଥାଏ। ଯାହା ମଧୁମେହ ରୋଗକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button