ଜୀବନଶୈଳୀ

କ’ଣ ଆପଣ ପ୍ରେମରେ ପଡିଯାଇନାହାନ୍ତି ତ? ଏହି ଇସାରାରେ ଜାଣନ୍ତୁ ମନର କଥା

ଅନେକଥର ଏଭଳି ହୋଇଥାଏ ଲୋକମାନେ କିଛି ଖାସ୍‌ ଲୋକଙ୍କ ପ୍ରତି ଇମୋସନ୍ସ ଫିଲ୍‌ କରିଥାନ୍ତି ଏବଂ ସେ ଜାଣିପାରି ନଥାନ୍ତି କାହିଁକି ତାଙ୍କୁ ଏଭଳି ଅନୁଭବ ହେଉଛି। ଏହି ଅନୁଭବକୁ ବୁଝିବାକୁ ଯଦି ଡେରି ହୋଇଯାଏ ଏବଂ ସେ ଯଦି ଆଉ କାହାକୁ ନିଜର ମନ ଦେଇସାରିଥାନ୍ତି ତେବେ ଆପଣ ଡେରି ନକରି ବହୁତ ଜଲଦି ନିଜ ମନର ମଣିଷ ଜାଣି ପାରନ୍ତୁ ଯେ ତୁମକୁ ଲଭ୍‌ ହୋଇସାରିଛି।

love-ଭଲପାଇବା ହେବାପରେ ସର୍ବଦା ତୁମ ନଜର ସେହି ବ୍ୟକ୍ତିଙ୍କୁ ଖୋଜିଥାଏ ଏବଂ ଯେତେବେଳେ ସେହି ବ୍ୟକ୍ତି ସାମ୍ନାକୁ ଆସିଥାନ୍ତି ସେତେବେଳେ ତାଙ୍କ ସାମ୍ନାରୁ ନଜର ହଟାଇବା କଷ୍ଟକର ହୋଇପଡେ। କଣ କେବେ ଆପଣଙ୍କ ମନରେ ଜଣେ ବ୍ୟକ୍ତିଙ୍କ ପ୍ରତି ଭାବନା ଆସୁଛି କି? କଣ ଆପଣ ପୁଣି ଥରେ ତାଙ୍କ ସହ ଦେଖାକରିବା ପାଇଁ ଏବଂ କଥା ହେବା ପାଇଁ ସୁଯୋଗ ଚିନ୍ତା କରୁଛନ୍ତି କି? ଯଦି ହଁ ତେବେ ଏହାର ଅର୍ଥ ଆପଣଙ୍କୁ ଲଭ୍‌ ହୋଇପାରିଥାଏ। ବିଜ୍ଞାନ ଅନୁଯାୟୀ ଲଭ୍‌ରେ ପଡିବା ଦ୍ୱାରା ଶରୀରରେ Phenylethylamine ନାମକ ଏକ କେମିକାଲ ରିଲିଜ୍‌ ହୋଇଥାଏ, ଯାହା ପାଗଳାମୀର କାରଣ ସାଜିଥାଏ।

love fellingସାଧାରଣ ସାହାଯ୍ୟ ତ ସମସ୍ତେ ପରସ୍ପରଙ୍କୁ କରିଥାନ୍ତି କିନ୍ତୁ କେବେ ଯଦି ମାର୍କେଟିଂ ସମୟରେ ଘଣ୍ଟା ଘଣ୍ଟା ଧରି ସେହି ମଣିଷ ଆପଣଙ୍କ ସହ ବୁଲିଥାନ୍ତି ତେବେ ଏଭଳି କେବଳ ଭଲପାଇବା କ୍ଷେତ୍ରରେ ହିଁ ସୁନିଶ୍ଚିତ। ଭଲପାଇବା କ୍ଷେତ୍ରରେ ବ୍ୟକ୍ତିଙ୍କୁ ସର୍ବଦା ଲାଗିଥାଏ ସେ ତାଙ୍କ ସହିତ ଯେତେ ସମୟ ବିତାଇଲେ ମଧ୍ୟ କମ ଲାଗିଥାଏ। କେବଳ ଏତିକି ନୁହେଁ ପରସ୍ପର ଏକାଠି ସମୟ ବିତାଇବା ପାଇଁ ମଧ୍ୟ ସୁଯୋଗ ଖୋଜିଥାନ୍ତି ଏବଂ ଏଥିରେ ସଫଳ ହେବା ଦ୍ୱାରା ତାଙ୍କୁ ବହୁତ ଖୁସି ଅନୁଭବ ହୋଇଥାଏ। ଏଭଳି କାର୍ଯ୍ୟ କେବଳ ଲଭ୍‌ରେ ପଡିଥିବା ବ୍ୟକ୍ତିମାନେ ହିଁ କରିପାରିବେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button