ବିଚାର

ବାଛନ୍ତୁ ଯେ କୌଣସି ଗୋଟିଏ ମାସ୍କ ଓ ଜାଣନ୍ତୁ ଆପଣଙ୍କ ପାଇଁ କଣ ଖୁସି ଖବର ଅଛି ( Personality Test )

ବନ୍ଧୁଗଣ ଏବେର ସମୟରେ ଲୋକ ମାନେ ଯେତିକି ପ୍ରଗତି କରୁଛନ୍ତି ଠିକ ସେମିତି ଅନ୍ଧବିଶ୍ଵାସରେ ମଧ୍ୟ ଆମ ସମାଜରେ ବୃଦ୍ଧି ହେବାରେ ଲାଗିଛି । ପ୍ରତେକ ବ୍ୟକ୍ତି ଖୁବ କମ ସମୟରେ ପ୍ରତେକ କାମକୁ ଶେଷ କରିବାକୁ ଇଚ୍ଛା ରଖିଥାନ୍ତି । ଦୁନିଆରେ ମେଇତି ବି ଲୋକ ଅଛନ୍ତି ଯେଉଁ ମାନେ ଭବିଷ୍ୟତର ଆକଳନ କରି ଲୋକଙ୍କୁ ଧୋକା ଦେଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ତିନୋଟି ଭିନ୍ନ ଭିନ୍ନ ମାସ୍କ ର ଚିତ୍ର ନେଇ ଆସିଛୁ। ଏଠି ମଧ୍ୟରୁ କୌଣସି ଗୋଟିଏ ମାସ୍କ କୁ ବାଛନ୍ତୁ ଏବଂ ନିଜର ଭବିଷ୍ୟତ ବିଷୟରେ ଜାଣିବାକୁ ପାଆନ୍ତୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ପ୍ରଥମ ମାସ୍କ;- ଯେଉଁ ବ୍ୟକ୍ତି ପ୍ରଥମ ମାସ୍କ କୁ ବାଛିଛନ୍ତି ସେହି ବ୍ୟକ୍ତିବିଶେଷ ମାନଙ୍କ ପାଇଁ ସୂଚନା ଏହାକି ଜେ, ଯାହା କିଛି ପାଇଁ ଆପଣମାନେ ଏତେ ପରିଶ୍ରମ କରିଥିଲେ, ଯାହା କିଛି ପାଇବାକୁ ଆଶା କରିଥିଲେ, ସେହି ସଫଳତା ଆପଣମାନେ ନିହାତି ଭାବରେ ପାଇବା ପାଇଁ ଯାଉଛନ୍ତି । ଆପଣମାନେ ପାଠ ପଢୁଥିଲେ, ପଢାରେ ସଫଳତା ପାଇବେ ।

ଦିତୀୟ ମାସ୍କ:- ଯେଉଁ ବ୍ୟକ୍ତି ମାନେ ଦିତୀୟ ମାସ୍କ କୁ ଚୟନ କରିଛନ୍ତି ସେମାନେ ବହୁତ କୋମଳ, ସିମ୍ପଲ, ବିନା କାରୁକାର୍ଯ୍ୟ ଥିବା ଚାବିକୁ ବାଛିଛନ୍ତି । ବିନା କାରୁକାର୍ଯ୍ୟ ଥିବା ଚାବି ବହୁତ ପ୍ରଭାବଶାଳୀ ଅଟେ । କୌଣସି ଡୋରକୁ ଓପନ କରିବା ପାଇଁ । ଏହାର ଅର୍ଥ ଆପଣ ବୁଦ୍ଧିମାନ ଓ ବିବେକବାନ ବ୍ୟକ୍ତି ଅଟନ୍ତି । କିନ୍ତୁ ପ୍ରାୟତ ନିଜକୁ ଦୁର୍ବଳ ଅନୁଭବ କରୁଛନ୍ତି । ଆପଣଙ୍କ ଜୀବନରେ ଖୁସିର ଲହରୀ ଖେଳିବାକୁ ଯାଉଛି।

ତୃତୀୟ ମାସ୍କ:- ଯଦି ଆପଣ ତୃତୀୟ ମାକ୍ସ ବାଛିଛନ୍ତି ତେବେ ଜାଣି ନିଅନ୍ତୁ ଯେ ଆପଣ ବହୁତ ସୁନ୍ଦର ବ୍ୟକ୍ତତ୍ଵ ସମ୍ପନ୍ନ ବ୍ୟକ୍ତି ଅଟନ୍ତି । ଆପଣ ଅନ୍ୟର ମନ ମୋହିଲା ଭଳି କଥା କହିଥାନ୍ତି ଓ ଦେଖିବାକୁ ଖୁବ ସୁନ୍ଦର ଏବଂ ଚତୁର ମଧ୍ୟ । ସମାଜରେ ଆପଣ ଜଣେ ଖ୍ୟାତିସମ୍ପନ୍ନ ବ୍ୟକ୍ତି ଅଟନ୍ତି । ଆପଣ ଅତୀତରେ ବହୁତ ଦୁଃଖଭୋଗ କରି ଆସିଛନ୍ତି କିନ୍ତୁ ଏବେ ଠାରୁ ଆପଣଙ୍କ ଜୀବନରେ ଆଉ କୌଣସି ଦୁଃଖ ଆସିବ ନାହିଁ । ତେବେ ଆପଣ କେଉଁ ମାସ୍କ ବାଛିଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button