ମନୋରଞ୍ଜନ

Dimple Kapadia ଙ୍କ ବଦଳରେ Hema Malini ଙ୍କୁ ନିଜ ମା’ ବନେଇବାକୁ ଚାହୁଁଥିଲେ Twinkle Khanna, ଜାଣନ୍ତୁ କଣ ଥିଲା ଏହା ପଛରେ କାରଣ ?

ବନ୍ଧୁଗଣ ଏହି କିଛିଦିନ ତଳେ ରୃଲିଜ ହୋଇଥିବା ୱେବ ସିରିଜ ‘ତାଣ୍ଡବ’ରେ ବଲିଉଡ ଅଭିନେତ୍ରୀ ଡିମ୍ପଲ କବାଡିଆ ନଜର ଆସିଥିଲେ । ଡିମ୍ପଲ ବର୍ତ୍ତମାନ ୭୩ ବର୍ଷର ହୋଇସାରିଛନ୍ତି ହେଲେ ସୁନ୍ଦରତା ମାମଲାରେ ତାଙ୍କ ଚର୍ଚା ବହୁତ ହେଉଛି । ସେ ନିଜ ଯୌବନ ସମୟରେ ମଧ୍ୟ ବହୁତ ଅଧିକ ସୁନ୍ଦର ନଜର ଆସୁଥିଲେ ସେଥିପାଇଁ ସେହି ସମୟରେ ବଲିଉଡର ଦିଗଜ ଅଭିନେତା ରାଜେସ ଖନା ଡିମ୍ପଲଙ୍କୁ ପ୍ରେମ କରିଥିଲେ ।

ଡିମ୍ପଲଙ୍କ ସୁନ୍ଦରତାକୁ ଦେଖି ରାଜେସ ଡିମ୍ପଲଙ୍କ ବାଳିକା ହେବାର ଅପେକ୍ଷା କରିପାରି ନଥିଲେ ଓ ରାଜେସ ୧୯୭୩ ମସିହାରେ ଡିମ୍ପଲ କପାଡିଆଙ୍କୁ ବିବାହ କରିଥିଲେ । ସେହି ସମୟରେ ଡିମ୍ପଲ କେବଳ ୧୬ ବର୍ଷ ବୟସର ଥିଲେ ।

ବିବାହ ପରେ ଡିମ୍ପଲ କେବଳ ୧୭ ବର୍ଷ ବୟସରେ ମା ହୋଇଯାଇଥିଲେ । ସେହି ସମୟରେ ସେ ନିଜର ପ୍ରଥମ ପୁତ୍ରୀ ସନ୍ତାନ ଟ୍ଵିଙ୍କଲ ଖନାଙ୍କୁ ଜନ୍ମ ଦେଇଥିଲେ । ଏହା ପରେ କିଛି ବର୍ଷ ପରେ ସେ ନିଜର ଦୁତୀୟ ଝିଅ ରିଙ୍କି ଖନାଙ୍କୁ ଜନ୍ମ ଦେଇଥିଲେ । ବନ୍ଧୁଗଣ ରିଙ୍କି ଜନ୍ମ ହେବାର କିଛି ବର୍ଷ ପରେ ଡିମ୍ପଲ ଓ ରାଜେସଙ୍କ ସମ୍ପର୍କରେ ବହୁତ ବିବାଦ ସୃଷ୍ଟି ହୋଇଥିଲା । ଯାହା ଫଳରେ ଡିମ୍ପଲ ବିନା ଡିଭୋର୍ସ ରେ ରାଜେସଙ୍କ ଠାରୁ ଅଲଗା ହୋଇ ଯାଇଥିଲେ ।

ଏହା ପରେ ୨୦୧୨ ମସିହାରେ କ୍ୟାନ୍ସର ରୋଗ ହେତୁ ରାଜେସ ଖନାଙ୍କର ପର ଲୋକ ହୋଇ ଯାଇଥିଲା । ଡିମ୍ପଲ ନିଜର ଦୁଇଟି ଝିଅଙ୍କୁ ବହୁତ ଅଧିକ ସ୍ନେହ କରନ୍ତି । ହେଲେ ତାଙ୍କ ବଡ ଝିଅ ଏକ ଇଣ୍ଟରଭ୍ୟୁ ମାଧ୍ୟମରେ ଏମିତି କିଛି କହିଥିଲେ ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସେ କହିଥିଲେ, ‘ହେମା ମାଳିନୀ ମୋର ମା ହୋଇଥିଲେ ଭଲ ହୋଇଥାନ୍ତା’ । ବନ୍ଧୁଗଣ ଟ୍ଵିଙ୍କଲ ଏହି କଥା କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।

ବନ୍ଧୁଗଣ ଏହି କଥା ବିଷୟରେ ଟ୍ଵିଙ୍କଲ ନିଜର ତୃତୀୟ ବହି ‘ପଜାମାସ ଓ ଫରଗିବିନ’ ର ରିଲିଜ ପରେ କହିଥିଲେ । ସେ ଏହି ବହିକୁ ନିଜ ମା ଡିମ୍ପଲ କପାଡିଆଙ୍କୁ ସମର୍ପିତ କରିଥିଲେ । ଯେତେବେଳେ ଏକ ଇଣ୍ଟରଭ୍ୟୁ ଦ୍ଵାରା ତାଙ୍କୁ ଏହାର କାରଣ ପଚରା ଯାଇଥିଲା ସେତେବେଳେ ସେ କହିଥିଲେ, ଏମିତି କେବଳ ମୁଁ ନୁହେଁ ମୋ ମା ମଧ୍ୟ ଭାବିଛନ୍ତି’ ।

ଟ୍ଵିଙ୍କଲଙ୍କ ମତରେ, ‘ଯେତେବେଳେ ମୁଁ ଏହି ବହି ମୋ ମା’ଙ୍କୁ ସମର୍ପିତ କରିଥିଲି ସେତେବେଳେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ, ହେଲେ ମୁଁ ଏହି ବହି ତାଙ୍କୁ ଏଥିପାଇଁ ଦେଇଥିଲି କାରଣ ସେ ମୋତେ କୌଣସି ଫିଲ୍ମ ପାଇଁ ମୋଟିଭେଟ କରି ନାହାନ୍ତି । ସେ ସବୁବେଳେ ମୋର ଭୁଲ ଉପରେ ଅଧିକ ଧ୍ୟାନ ଦିଅନ୍ତି ।’ ସେ ଆହୁରି ମଧ୍ୟ କହିଲେ କି ‘ସେହି ସମୟରେ ମୁଁ ବହୁତ ବିରକ୍ତ ହୋଇଯାଇଥିଲି ଓ ଭାବୁଥିଲି କି ଯଦି ମୋ ମା’ ହେମା ମାଳିନୀ ହୋଇଥାନ୍ତେ ଭଲ ହେଇଥାନ୍ତା’ ।

ଏମିତି କହିବା ପରେ ଟ୍ଵିଙ୍କଲ ପୁଣି ମଜାକ କରି କହିଲେ କି “ଯଦି ହେମା ମାଳିନୀ ମୋ ମା’ ହୋଇ ଥାନ୍ତେ ତ ମୋତେ ଫ୍ରୀ ରେ କେଣ୍ଟ ର ଆରୋ ମିଳି ଯାଇଥାନ୍ତା” । ଆପଣଙ୍କୁ କହି ଦେଉଛୁ କି ହେମା ମାଳିନୀ ବହୁତ ବର୍ଷରୁ କେଣ୍ଟ ଆରୋ ର ବ୍ରାଣ୍ଡ ଆମ୍ବାସାଡର ରହି ସାରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button