ମନୋରଞ୍ଜନ

ଯେତେବେଳେ ରୋମାଣ୍ଟିକ ସୀନ ସୁଟିଙ୍ଗ କରିବା ସମୟରେ ନିଜ ଉପରେ କଣ୍ଟ୍ରୋଲ ହରାଇଲେ TV ଇଣ୍ଡଷ୍ଟ୍ରି ର ଏହି ୪ ଟି ଯୋଡି, ବାରମ୍ବାର କଟ କହିବାକୁ ପଡିଥିଲା ଡାଇରେକ୍ଟରଙ୍କୁ

ବନ୍ଧୁଗଣ ସିନେମା ରେ ରୋମାଣ୍ଟିକ ଦୃଶ୍ୟ ଏବେ ସାମାନ୍ୟ ହୋଇଗଲାଣି କି ଏହା ବିନା ସିନେମା ଭଲ ଲାଗୁନାହିଁ। ଏବେ ଏହାକୁ ଦେଖି ଓ ପ୍ରଭାବିତ ହୋଇ ଏବେ ଟିଭି ଧାରାବାହିକ ରେ ମଧ୍ୟ ରୋମାଣ୍ଟିକ ଦୃଶ୍ୟ ପ୍ରସାରଣ କରାଗଲାଣି। କିନ୍ତୁ ମେକେର୍ସ ମାନେ ଭୁଲି ଯାଉଛନ୍ତି କି ଏହି ଧାରବାହିକ କୁ ପୁରା ପରିବାର ଏକାଠି ହୋଇ ଦେଖୁଛନ୍ତି ଏବଂ ଯେବେ ଏପରି କିଛି ଦୃଶ୍ୟ ଆସେ ସେତେବେଳେ ସେମାନେ ଟିକେ ଅସହଜ ହୋଇ ପଡ଼ନ୍ତି।

ଏବଂ ସେଠି ଯେଉଁ ଅଭିନେତା ଓ ଅଭିନେତ୍ରୀ ମାନେ ଏହି ଦୃଶ୍ୟ କୁ ସୁଟ କରିଥାନ୍ତି ସେମାନେ ନିଜର ନିୟନ୍ତ୍ରଣ ହରେଇ ଦିଅନ୍ତି। ଏବଂ ସେମାନଙ୍କୁ ସମ୍ଭାଳିବା ଓ ଅଟକେଇବା ପାଇଁ ଧାରବାହିକ ର ମେକେର୍ସ ମାନଂକୁ ଆସିବାକୁ ପଡ଼ିଥାଏ। ଆଜି ଆମେ ସେହିପରି କିଛି ଯୋଡି ଙ୍କ ବିଷୟରେ ଆଲୋଚନା କରିବା।

୧- ପ୍ରଥମ ଯୋଡି ହେଉଛି ଅରହାନ ଭେଲ ଓ ପୂଜା ଗୋଡ଼। ଷ୍ଟାର ପ୍ଲସ ରେ ପ୍ରସାରିତ ଧାରବାହିକ ପ୍ରତିଜ୍ଞା ରେ ଏମାନେ ମୁଖ୍ୟ ନାୟକ ଓ ନାୟିକା ଭାବେ କାମ କରିଥିଲେ। ଏହି ଧାରବାହିକ ଟି ଖୁବ ଲୋକପ୍ରିୟ ହୋଇଥିଲା ଏବଂ ଲୋକମାନେ ଏହି ଦୁଇ ଜଣଙ୍କ ଯୋଡି କୁ ଖୁବ ପସନ୍ଦ ମଧ୍ୟ କରିଥିଲେ।

ଏହି ଧାରବାହିକ କୁ ଆହୁରି ଲୋକପ୍ରିୟ କରାଇବା ପାଇଁ ଏଥିରେ ଏକ ରୋମାଣ୍ଟିକ ଦୃଶ୍ୟ ପ୍ରସାରଣ କରାଯାଇଥିଲା। ଏବଂ ଏହି ଦୃଶ୍ୟ କୁ କରିବା ସମୟରେ ଏହି ଦୁଇ ଜଣ ଏତେ ହଜି ଯାଇଥିଲେ କି ସେମାନଙ୍କୁ ଅଲଗା କରିବା ପାଇଁ ଧାରବାହିକ ର ମେକର୍ସ ମାନଂକୁ ଆସିବାକୁ ପଡ଼ିଥିଲା।

୨- ଦ୍ୱିତୀୟ ଯୋଡି ହେଉଛି ଅଦନାନ ଖାନ ଏବଂ ଇଶା ସିଂହ। ଜ଼ି ଟିଭି ରେ ପ୍ରସାରିତ ହେଉଥିବା ଧାରାବାହିକ ଇସ୍କ ଶୁଭାନଆଲ୍ହା ଏକ ଲୋକ ପ୍ରିୟ ଧାରବାହିକ। ଏଥିରେ ଇସଲାମ ଧର୍ମ କୁ ଅଲଗା ଅଲଗା ନଜର ରେ ମାନୁଥିବା ବ୍ୟକ୍ତି ମାନଙ୍କ ବିଷୟରେ ଦେଖାଯାଇଛି। ଏଥିରେ ଏହି ଯୋଡି କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥିଲେ। ଏହି ଧାରବାହିକ ରେ କିଛି ଅଲଗା ଆଣିବା ପାଇଁ ଯେବେ ରୋମାଣ୍ଟିକ ଦୃଶ୍ୟ ଦେଖାଗଲା, ଯେଉଁ ସମୟରେ ଏହି ଦୁଇ ଜଣ ନିଜ ନିୟନ୍ତ୍ରଣ ହରେଇ ଦେଇଥିଲେ ଏବଂ ସେମାନଙ୍କୁ ଅଟକେଇବା ପାଇଁ ମେକର୍ସ ମାନଙ୍କୁ ଆସିବାକୁ ପଡିଥିଲା

୩- ତୃତୀୟ ଯୋଡି ହେଉଛି ନକୁଲ ମେହେତା ଓ ସୁରଭି ଚନ୍ଦନା। ଷ୍ଟାର ପ୍ଲସ ରେ ପ୍ରସାରିତ ହେଉଥିବା ଧାରବାହିକ ଇସ୍କବାଜ ରେ ଅନିକା ଓ ଶିବାୟ ର ଚରିତ୍ରରେ ଅଭିନୟ କରିଥିବା ଏହି ଦୁଇ କଳାକାର ଅଳ୍ପ ସମୟ ରେ ଲୋକମାନଙ୍କ ର ପ୍ରିୟ ହୋଇଯାଇଥିଲେ। ଏବଂ ଏହି ଧାରବାହିକ ମଧ୍ୟ ଲୋକପ୍ରିୟ ହୋଇଯାଇଥିଲା। ଯେବେ ଏହି ଧାରବାହିକ ରେ ଏକ ରୋମାଣ୍ଟିକ ଦୃଶ୍ୟ ସମୟରେ ଏମାନେ ଏତେ ହଁଜି ଯାଇଥିଲେ କି ସେମାନଂକୁ ଅଲଗା କରିବାକୁ ପଡିଥିଲା।

୪- ଚତୁର୍ଥ ଯୋଡି ହେଉଛି ବିବୀୟନ ଡ଼ିସୁଜା ଓ ଦ୍ରିଷ୍ଟି ଧାମୀ। କଲର୍ସ ଚ୍ୟାନେଲ ରେ ପ୍ରସାରିତ ଧାରବାହିକ ମଧୁବାଲା ରେ ଏହି ମାନେ ମୁଖ୍ୟ କଳାକାର ଭାବେ ନଜର ଆସିଥିଲେ। ଲୋକମାନେ ଏହି ଯୋଡି କୁ ଖୁବ ପସନ୍ଦ କରିଥିଲେ ଏବଂ ଏହି ଧାରବାହିକ କୁ ବି ମଧ୍ୟ ବହୁତ ଭଲ ପାଇବା ମିଳିଥିଲା। ଏହି ଧାରବାହିକ ରେ ଯେବେ ଏମାଙ୍କର ଏକ ରୋମାଣ୍ଟିକ ଦୃଶ୍ୟ କରାଗଲା ସେବେ ଏମାନେ ଏତେ ହଁଜି ଯାଇଥିଲେ କି ସେମାନଙ୍କୁ ଅଲଗା କରିବାକୁ ପଡିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button