ବିଚାର

ପୁରୁଣା ରୁ ପୁରୁଣା କାଶ 5 ମିନିଟରେ ମୂଳରୁ ଶେଷ ହୋଇଯିବ ସବୁଦିନ ପାଇଁ, କେବଳ କରନ୍ତୁ ଏହି ସହଜ ଘରୋଇ ଉପାୟ

ଆମେ ଆଜି ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ସମ୍ବନ୍ଧରେ ଜଣାଇବୁ ଯାହାର ସେବନ ଦ୍ଵାରା ଆପଣଙ୍କ କାଶ ଭଳି ସମସ୍ୟା ବହୁତ୍ ଶୀଘ୍ର ଏବଂ ସବୁଦିନ ପାଇଁ ଦୂରେଇ ଯିବ । ଛୋଟ ଠାରୁ ଆରମ୍ଭ କରି ବଦଲୋକ ଓ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏହାକୁ ଏବଂ କରିପାରିବେ । ଏହାର କୌଣସି ସାଇଡ୍ ଇଫେକ୍ଟ୍ ନାହିଁ । ଏହି ଉପାୟ ଟିକୁ ବାନାଇବା ସଂପୂଣ୍ଣ ସହଜ ଅଟେ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ଓ ସେବନ ପ୍ରକ୍ରିୟା ।

ଖଣ୍ଡେ ଅଦା ନିଅନ୍ତୁ ଏବଂ ଏହାକୁ ୪ ରୁ ୫ ଖଣ୍ଡ କରି କାଟି ଦିଅନ୍ତୁ । ଫୁଲ ଲାଗିଥିବା ଲବଙ୍ଗ ୪ ରୁ ୫ ଟି ନିଅନ୍ତୁ । ଏହା ସହିତ ୧୦ ଟି ଗୋଲମରିଚ ମଧ୍ୟ ନିଅନ୍ତୁ । ଏହି ତିନୋଟି ସାମଗ୍ରୀରେ ହିଁ ଆମେ ଏହି ଘରୋଇ ଔଷଧ ପ୍ରସ୍ତୁତ କରିପାରିବା । ତେବେ ପ୍ରଥମେ ଆପଣ ଏକ ତାୱା ଗରମ କାରିନିଆନ୍ତୁ । ସେଥିରେ ଲବଙ୍ଗ ଓ ଗୁଜୁରାତି ପକାଇ ଭାଜି ନିଅନ୍ତୁ ।

ଆପଣ ଏହାକୁ କଲା ପଡ଼ିବା ପର୍ଯ୍ୟନ୍ତ ଭାଜନ୍ତୁ ଯେପରି ସେ ଭାଜି ହୋଇ ସେଥିରୁ ଧୁଆଁ ବାହାରିବ । ପରେ ଏହାକୁ ଏକ ପାତ୍ରକୁ କାଢି ନିଅନ୍ତୁ । ବର୍ତ୍ତମାନ ଚୁଲା ବନ୍ଦ କରି ଦିଅନ୍ତୁ ଏବଂ ଗରମ ଅବସ୍ଥାରେ ଥିବା ତାୱ ଉପରେ ଅଦାକୁ ସେକି ନିଅନ୍ତୁ । ୨ ପାର୍ଶ୍ଵ କୁ ହାଲୁକା ଭାବେ ସେକି ଏକ ପାତ୍ରରେ କାଢି ନିଅନ୍ତୁ ।

ପରେ ଲବଙ୍ଗ ଓ ଗୋଲମରିଚ କୁ କୁଟି ଏହାର ପାଉଡର ବା ଗୁଣ୍ଡ ପ୍ରସ୍ତୁତ କରନ୍ତୁ ଠିକ୍ ସେହିଭଳି ଅଦାକୁ ମଧ୍ୟ ଛେଚି ନିଅନ୍ତୁ ବର୍ତ୍ତମାନ ଆମର ଦୁଇଟି ଜିନିଷ ପ୍ରସ୍ତୁତି ହୋଇଯାଇଛି । ତେବେ ଆସନ୍ତୁ ଜାଣିବା ଏହାକୁ କିପରି ସେବନ କରିବେ । ୬ ମାସରୁ ୧ ବର୍ଷ ଶିଶୁ ମାନଙ୍କ ପାଇଁ- ଆପଣ ଏକ ଚିମୁଟା ଲବଙ୍ଗ ଗୋଲମରିଚ ଗୁଣ୍ଡ ନିଅନ୍ତୁ ସେଥିରେ ୧ଚାମଚ ମହୁ ମିଶାଇ ଛୋଟ ଶିଶୁଙ୍କୁ ଚଟାଇ ଦିଅନ୍ତୁ ଓ ପରେ ଉଷୁମ ପାଣି ପିଇବା ପାଇଁ ଦିଅନ୍ତୁ ।

୨୦ ବର୍ଷରୁ ୯୦ ବର୍ଷ ପର୍ଯ୍ୟନ୍ତ ଲୋକଙ୍କ ପାଇଁ – ଆପଣ ୧/୨ ଚାମଚ ଲବଙ୍ଗ ଓ ଗୋଲମରିଚ ପାଉଡର ରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଅଦା ଛେଚା ରୁ ୫ ରୁ ୧୦ ବୁନ୍ଦା ରସ ଓ ସେଥିରେ ୧ ଚାମଚ ମହୁ ମିଶାଇ ଏହାକୁ ଭଲଭାବେ ଫେଣ୍ଟି ନିଅନ୍ତୁ ଏବଂ ଥରେ ସେବନ କରି ଆପଣଙ୍କ ପୁରୁଣା କାଶ ପାଇଁ ଆପଣ କେତେ ଉପଶମ ପାଉଛନ୍ତି ଆମକୁ କମେଣ୍ଟ ମାଧ୍ୟମରେ ଆମକୁ ନିଶ୍ଚୟ ଜଣାନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button