ବିଚାର

ମକର ସଂକ୍ରାନ୍ତି ଦିନ ଜୀବନ ଚାଲିଗଲେ ବି କାହା ଠାରୁ ନିଅନ୍ତୁ ନାହିଁ ଏହି 1 ଜିନିଷ, ଅନ୍ୟ ମାନଙ୍କ ଦୁଃଖ କଷ୍ଟ ଆପଣଙ୍କ ଘରକୁ ଆସିବ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସଂସାର ରେ ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷ ଶାସ୍ତ୍ର କୁ ପ୍ରାୟତଃ ସମସ୍ତେ ବିଶ୍ୱାସ କରିଥାନ୍ତି।ଏଥିରେ ଲେଖା ଯାଇଥିବା ଅଧିକାଂଶ କଥା ସତ୍ୟ ପ୍ରମାଣିତ ମଧ୍ୟ ହୋଇଥାଏ।ତେବେ ଏଥିରେ କିଛି ଏହି ପରି ଲେଖା ଯାଇଥାଏ କି ଯାହାକୁ ପଢିବା ଓ ଜାଣିବା ଦ୍ଵାରା ଲୋକମାନେ ବହୁତ ହୋଇଥାନ୍ତି।ଏହାକୁ ଜାଣିବା ଦ୍ଵାରା ଲୋକ ମାନେ ସର୍ବଦା ସତର୍କ ହୋଇ ରହିଥାନ୍ତି।ନିଜର ଖରାପ ସମୟ ଆସିବା ପୂର୍ବରୁ ସେମାନେ କିଛି ସଂକେତ ପାଇଁ ଯାଇ ଥାଆନ୍ତି।ଶାସ୍ତ୍ର ରେ କିଛି ଜିନିଷ କୁ କରିବାକୁ ବାରଣ କରାଯାଇଛି।କିନ୍ତୁ ଆପଣ ଯଦି ଏହାକୁ ନ ମାନି କରି ଚଳନ୍ତି ତେବେ ଆପଣଙ୍କୁ ଭବିଷ୍ୟତରେ ବହୁତ ବଡ଼ ସଙ୍କଟ ଦେଖା ଦେଇଥାଏ।

ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି ଶାସ୍ତ୍ର ରେ ଲେଖା ହୋଇଥିବା ପ୍ରତ୍ୟେକ କଥା ସତ ହୋଇଥାଏ। ଯେଉଁ ମାନେ ଏହାକୁ ମାନିକରି ଚାଲିଥାନ୍ତି ସେମାନେ ଭବିଷ୍ୟତରେ ବହୁତ ଖୁସି ରେ ଓ ସୁଖ ଶାନ୍ତି ରେ ଜୀବନ ଅତିବାହିତ କରିଥାନ୍ତି।ଭଗବାନ ଶିବ କହିଛନ୍ତି ଯଦି ଆପଣ ଏହି ଜିନିଷ କୁ ମକର ଦିନ ଅନ୍ୟ କାହା ଠାରୁ ଆଣୁଛନ୍ତି।ତେବେ ଆପଣ ବହୁତ ଦୁଃଖ କଷ୍ଟ ର ସମ୍ମୁଖୀନ ହେବାକୁ ଯାଉଛନ୍ତି।

ଭବିଷ୍ୟତରେ ଆପଣଙ୍କ ଘରେ ବିଭିନ୍ନ ପ୍ରକାର ଅଭାବ ଅନାଟନ ଦେଖିବାକୁ ମିଳିବ।ଅର୍ଥ ର ଘୋର ଅଭାବ ରହିବ।ତେବେ ଏହି ସବୁ ଜିନିଷ ରୁ ସତର୍କ ରୁହନ୍ତୁ।ତେବେ ବନ୍ଧୁଗଣ ଆସନ୍ତୁ ସେହି ସବୁ ଜିନିଷ ସମ୍ପର୍କରେ ଆଲୋଚନା କରିବା ଓ ଜାଣିବା ଏବଂ ଏହି କାର୍ଯ୍ୟ ଠାରୁ ସଦାସର୍ବଦା ପାଇଁ ଦୁର ରେ ରହିବା।ତେବେ ଆସନ୍ତୁ ଦେଖିବା ତାହା କଣ ଅଟେ।

ବନ୍ଧୁଗଣ ମକର ସଂକ୍ରାନ୍ତି ଦିନ ତେଲ,କମ୍ବଳ, ଗୁଡ଼ ଇତ୍ୟାଦି ଦାନ କରିବା ଉଚିତ।ଏହାକୁ ଦାନ କରିବା ଦ୍ୱାରା ଶନି ଦେବ ବହୁତ ଖୁସି ହୋଇଥାନ୍ତି ଓ ଆପଣଙ୍କ ସମାସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି।ମକର ସଂକ୍ରାନ୍ତି ରେ ଖେଚୁଡ଼ି ମଧ୍ୟ ଦାନ କରିବା ଉଚିତ।ଏହାକୁ ଦାନ କରିବା ଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ।ତେଲ,ଗୁଡ଼ ଦାନ କରିବା ଦ୍ୱାରା ମାନ ସମ୍ମାନ ର ବୃଦ୍ଧି ଘଟିଥାଏ।ଏହି ସବୁ ଦାନ କରିବା ଦ୍ୱାରା ଆପଣଙ୍କର ବେପାର ବଣିଜ ମଧ୍ୟ ବୃଦ୍ଧି ଘଟିଥାଏ।

ମକର ସଂକ୍ରାନ୍ତି ରେ ବିଶେଷ ଭାବରେ ଲୁଣ ଦାନ କରିବା ଉଚିତ।ଲୁଣ ଦାନ କରିବା ଦ୍ୱାରା ଘରେ ଥିବା ଦମସ୍ତ ନକରାତ୍ମକ ଦୃଷ୍ଟି ର ଅନ୍ତ ଘଟିଥାଏ।ଏହା ପରେ ଆପଣ ସୁଖ ଶାନ୍ତି ରେ ନିଜର ଜୀବନ ଅତିବାହିତ କରିବେ।ଏହି ପରି ସମସ୍ତ ବସ୍ତୁ କୁ ମକର ସଂକ୍ରାନ୍ତି ରେ ଗରିବ ଲୋକଙ୍କୁ ଦାନ କରିବା ଉଚିତ ଯାହା ଫଳରେ ଆପଣଙ୍କ ଘରେ ଶୁଭ ଦୃଷ୍ଟି ରହିବ ଓ ଅଶୁଭ ଦୃଷ୍ଟି ଦୁରେଇ ଯିବ।

ତେବେ ବନ୍ଧୁଗଣ ଆମେ ଜାଣି ପାରିଲେ ଯେ କେଉଁ ସବୁ ବାସ୍ତୁ ଦାନ କରିବା ଉଚିତ। ବର୍ତ୍ତମାନ ଜାଣିବା କେଉଁ ସବୁ ଵସ୍ତୁ ଦାନ କରିବା ଉଚିତ ନୁହେଁ।ବନ୍ଧୁଗଣ ଆମେ କହି ରଖୁଛୁ ଯେ ଆମେ ଯେଉଁ ଜିନିଷ କୁ ଦାନ କରିଥାଉ ତାହାକୁ ହିଁ ଆମେ ଅନ୍ୟ ଠାରୁ ଦାନ ସ୍ୱରୂପ ନେବା ଉଛୁଟ ନୁହେଁ।ଆମେ ଜଣଙ୍କୁ ଦାନ ଦେଇଥାଉ କାରଣ ଆମ ପାଖରେ ତାହା ଥାଏ କିନ୍ତୁ ଯାହାକୁ ଦାନ କରିଥାଉ ତା ପାଖରେ ଏ ସବୁ ନଥାଏ।କିନ୍ତୁ ଯଦି ଆମ ପାଖରେ ସେହି ଵସ୍ତୁ ଥାଇକି ମଧ୍ୟ ଆମେ ଅନ୍ୟ ଠାରୁ ଦାନ ସ୍ୱରୂପ ତାହାକୁ ନେବା ତେବେ ତାହା ଦ୍ୱାରା ଆମର ବହୁତ କ୍ଷତି ହେବ।

ଉଦାହରଣ ସ୍ୱରୂପ ଯଦି ଆପଣ ଅନ୍ୟ କାହା ଠାରୁ ତେଲ ଆଣୁଛନ୍ତି ତେବେ ଆପଣ ମଧ୍ୟ ତିଳ ତିଳ ହୋଇ ମୃତ୍ୟୁ ମୁଖରେ ପଡିବେ।ଏହାର ମାନେ ହେଉଛି ଆପଣ ମୃତ୍ୟୁ ସମୟରେ ତାର ସମସ୍ତ ତେଲ ର ମୂଲ୍ୟ ସୁଝାଇ କରି ହିଁ ମୃତ୍ୟୁ ବରଣ କରିବେ।ତେଣୁ ଯଦି ବି ଆପଣ ଏହି ସବୁ ଜିନିଷ ଅନ୍ୟ ଥତୁ ନେଉଛନ୍ତି ତେବେ ଏହାର ଉପଯୁକ୍ତ ମୂଲ୍ୟ ଦେଇ କରି ନିଅନ୍ତୁ।ଏହା ଦ୍ବାରା ଆପଣଙ୍କର କୌଣସି କ୍ଷତି ହେବ ନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button