ଜୀବନଶୈଳୀ

ଦେଖନ୍ତୁ ଭିଡିଓ, ଖେଳୁ ଖେଳୁ ଜଙ୍ଗଲରେ ପହଞ୍ଚିଥିବା ଛୁଆଙ୍କ ଉପରେ ଅଜଗର କଲା ଆକ୍ରମଣ, ତାପରେ ଯାହା ହେଲା …

ସମସ୍ତଙ୍କୁ ନିଜର ପିଲାଦିନ ମନେପଡିଥାଏ । ଆମେ ସମସ୍ତେ ଆମ ପିଲାଦିନ କଟାଇଛୁ । ଏମିତି କେହି ଥିବେ, ଯାହାକୁ ନିଜର ପିଲାଦିନ ମନେ ପଡୁନଥିବ । ପିଲାଦିନ ଜୀବନର ସବୁଠାରୁ ସୁନ୍ଦର ମୁହୂର୍ତ ଅଟେ । ଏହା ସେହି ସମୟ ହୋଇଥାଏ ଯେତେବେଳେ ଆମର ଗୋଟିଏ ଅଲଗା ଦୁନିଆ ହୋଇଥାଏ । ନା ଜୀବନର ବ୍ୟସ୍ତତା ଏବଂ ନା କିଛି ଜିନିଷର ଚିନ୍ତା । ପିଲାଦିନର ମିଠା ଭାବନାରେ ମାତାପିତା, ଭାଇ ଭଉଣୀ, ସାଙ୍ଗ ସାଥି, ସ୍କୁଲ ର ଦିନ ସହିତ ଦୁଷ୍ଟାମି ଇତ୍ୟାଦି ସମସ୍ତଙ୍କର ମନେ ଅଛି ।

ପିଲାଦିନର ଅନ୍ୟ ନାମ ଦୁଷ୍ଟାମି ହିଁ ହୋଇଥାଏ । ପାଟି ତୁଣ୍ଡ କରିଥାନ୍ତି, ଚିଲାଉଥିବା ପିଲା ସମସ୍ତଙ୍କୁ ଲୋଭ ଦେଖେଇଥାନ୍ତି ଓ ଆମ ସମସ୍ତଙ୍କୁ ଆମ ପିଲାଦିନର କଥା ମନେ ପକାଇଦିଅନ୍ତି ।

ଯେତବେଳେ ପିଲାଦିନ କଥା ମନେପଡିଥାଏ ତ କିଛି ସମୟ ପାଇଁ ମନ ଚାହେଁ କି ସେ ପିଲାଦିନ ଫେରିଆସୁ । ଆଜି ଆମେ ଆପଣଙ୍କୁ ଏମିତି ୨ ଜଣଙ୍କ ବିଷୟରେ କହିବୁ ଯାହାର ଏତେ ସାହାସ ଯାହା କେବେ ଆପଣ ଦେଖିଥିବେ ନା କେବେ ପିଲାଦିନରେ ଭାବିଥିବେ ।ସୋସିଆଲ ମିଡିଆରେ ବହୁତ ସାରା ଭିଡିଓ ଭାଇରାଲ ହେଉଛି ତା ଭିତରୁ କିଛି ଭିଡିଓ ଏମିତି ହୋଇଥାଏ ଯାହାକି ବହୁତ ମନୋରଞ୍ଜନ ହୋଇଥାଏ ଯାହା ଫଳରେ ଲୋକମାନେ ତାକୁ ଶେୟର କରିଥାନ୍ତି ଯେଉଁଥି ପାଇଁ ତାକୁ ଭାଇରାଲ ହେବା ପାଇଁ ଅଧିକ ସମୟ ଲାଗିନଥାଏ ।  

ଆଜିବି ବି ସୋସିଆଲ ମିଡିଆରେ ସେମିତି କିଛି ଭିଡିଓ ସାମ୍ନାକୁ ଆସିଛି ଓ ଭାଇରାଲ ହେବାକୁ ଲାଗିଛି ଏହା ସହ ଆପଣଙ୍କୁ ଦେଖାଇବୁ କି ଏହି ଭିଡିଓରେ ଆପଣ ଗୋଟେ ଜାଗା ଯେଉଁଠି ପିଲାମାନେ ଏକ ବିଲରେ ଖେଳୁଥିବାର ଦେଖିବେ । ସେଠି ଥିବା ଦୁଇଟି ପିଲା ଅଛନ୍ତି ଓ ତାଙ୍କ ହାତରେ କିଛି ଜିନିଷ ଅଛି ।

ଯାହା ଦ୍ଵାରା ସେମାନେ ବିଲରେ ଖେଳୁ ଖେଳୁ ମସ୍ତିରେ ମାଟି ଖୋଲିବା ଆରମ୍ଭ ଦେଇଥିଲେ । କେବଳ ଏତିକି ନୁହେଁ ସେହି ଲୋକ ଯେଉଁ ଜାଗାକୁ ଯାଇ ଖୋଲିବା ଆରମ୍ଭ କାଲେ ସେଥିରୁ ଲାଗିଲା ସେମାନେ କିଛି ଜିନିଷକୁ ସେହି ବିଲରେ ଖୋଜୁଛନ୍ତି । କିଛି ସମୟ ପରେ ସେ ଖୋଳୁ ଖୋଳୁ ଏକ ବଡ ସାପ ଦେଖିଲେ ଜିଏକି ଅନ୍ୟ କୋଉ ଜାଗରୁ ନୁହେଁ ସେଇଠୁ ହିଁ ବାହାରିଲା ଯୋଉଠି ସେମାନେ ଖୋଳୁ ଥିଲେ । ସେମାନେ ସେ ସାପକୁ ଦେଖି ଜମାବି ଡରିନଥିଲେ ।

ସେମାନେ ତାକୁ ନିଜ ହାତରେ ଧରି ବାହାରକୁ ଚାଲିଗଲେ ଏବଂ ବହୁତ ଦୂରରେ ଛାଡି ଆସିଲେ । ଏହି ଭିଡିଓ କୋଉଠାର ତାହା ବର୍ତମାନ ଜାକେ ଜଣା ପଡିନି । ଏପରି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥାଏ । ଏପରି କାମ କରିବା କାହା ପାଇଁ ବି ଖାତରନାକ ହୋଇପାରେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button