ଜୀବନଶୈଳୀ

ପାଣିର ଏହି ଉପାୟ ଚମକାଇଦେବ ଆପଣଙ୍କ ଭାଗ୍ୟ, ଘରେ ବସି ବନାଇଦିଏ ଧନବାନ

ଆମେ ସମସ୍ତେ ଜାଣିଛନ୍ତି ଯେ ପାଣି ବିନା ଜୀବନ ଅସମ୍ଭବ। ଶାସ୍ତ୍ର ମଧ୍ୟ ଜଣାଇଛି ଯେ ଆମ ଶରୀରର ନିର୍ମାଣ ଯେଉଁ ପାଞ୍ଚଟି ତତ୍ତ୍ୱ ସହିତ ମିସିକି ହୋଇଛି ସେଥିମଧ୍ୟରୁ ସବୁଠାରୁ ମହତ୍ୱପୂର୍ଣ୍ଣ ଜଳ ତତ୍ତ୍ୱକୁ ହିଁ ଧରାଯାଏ। ଏହାବ୍ୟତୀତ ଜ୍ୟୋତିଷ ଶାସ୍ତ୍ରରେ ପାଣିକୁ ନେଇ କିଛି ଚମତ୍କାରୀ ଉପାୟ କୁହାଯାଇଛି ଯାହାଦ୍ୱାରା କୌଣସି ବି ଲୋକ ନିଜ ମନସ୍କାମନାକୁ ବହୁତ ସହଜରେ ପୂରା କରିପାରିବେ। ତାହେଲେ ଆସନ୍ତୁ ଜାଣିବା ପାଣିକୁ ନେଇ ସେହି ଚମତ୍କାରୀ ଉପାୟ।

ପାଣିର ଯାଦୁଗରୀ ଚମତ୍କାରୀ ଉପାୟ

-ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯେଉଁ ଘରେ ଉତ୍ତର ପୂର୍ବ ଦିଶା ମଝିରେ ଏକ ପାତ୍ରରେ ଗଙ୍ଗାଜଳ ରଖାଯାଏ। ସେହି ଘରେ କେବେବି ଧନର ଅଭାବ ରହିବ ନାହିଁ।

water-ଘରର ମୁଖ୍ୟ ଦ୍ୱାରରେ ସୁଦ୍ଧଜଳର ପାତ୍ର ରଖିବା ଦ୍ୱାରା ଘରେ କୌଣସି ପ୍ରକାର ନକରାତ୍ମକ ଶକ୍ତି ପ୍ରବେଶ କରିପାରିନଥାଏ। ଏମିତି କରିବା ଦ୍ୱାରା ଘରେ ସବୁବେଳେ ସକାରାତ୍ମକ ବାତାବରଣ ଲାଗିକି ରହିଥାଏ।

-ଯଦି କୌଣସି ଘରେ କଳି ଝଗଡା କିମ୍ବା ଅନ୍ୟ କିଛି ସମସ୍ୟା ଶେଷ ହେବାର ନା ଧରୁନାହିଁ ତେବେ ଏକ ଗ୍ଲାସ ଶୁଦ୍ଧଜଳରେ ଗଙ୍ଗାଜଳ କିମ୍ବା ଅନ୍ୟ କୌଣସି ତୀର୍ଥ ଜଳ ମିଶାଇ ୨୪ ଥର ଗାୟତ୍ରୀ ମନ୍ତ୍ର ଜପ କରି ଅଭିମନ୍ତ୍ରିତ କରି ପୂରା ଘରେ ଛିଞ୍ଚିବା ଦ୍ୱାରା ଘର, ପରିବାରର ସମସ୍ତ ସମସ୍ୟା କିଛି ଦିନରେ ଶେଷ ହୋଇଯାଇଥାଏ। ଏହି ଉପାୟକୁ ୭ ଥର ଘରର ମୁଖୀଆଙ୍କୁ କରିବାକୁ ହେବ।

glass-ଘରେ ନିୟମିତ ଶୁଦ୍ଧଜଳରେ ଭଗବାନ ଶିବଙ୍କୁ ଅଭିଷେକ କରାଇବା ଦ୍ୱାରା ଉଭୟ ବାସ୍ତବିକ ଏବଂ କାଳ୍ପନିକ ସମସ୍ୟା ଦୂର ହୋଇଯାଇଥାଏ।

-ଯେଉଁ ଲୋକଙ୍କ ଘରେ ପାଣିର ଅପବ୍ୟବହାର ହୋଇଥାଏ କିମ୍ବା ବିନା କାରଣରେ ପାଣି ନଷ୍ଟ ହୋଇଥାଏ ସେହି ଘରେ ମାନସିକ ଏବଂ ଆର୍ଥିକ ସମସ୍ୟା ଗୋଟିଏ ପରେ ଗୋଟିଏ ଲାଗିରହିଥାଏ।

-ଯେଉଁ ବ୍ୟକ୍ତି ପ୍ରତିଦିନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥାନ୍ତି, ସେହି ଘରେ କୌଣସି ଜିନିଷର ଅଭାବ ରହିବନାହିଁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button