ବିଚାର

ବାଛନ୍ତୁ ନିଜ ପସନ୍ଦର ଗୋଟେ କଳସ ଓ ଜାଣନ୍ତୁ ଆପଣଙ୍କ ଆଗାମୀ ଭବିଷ୍ୟତ ( Personality Test )

ଆମ ପାଇଁ ଆମ ବର୍ତ୍ତମାନ ଓ ଆଗାମୀ ଦିନ ବହୁତ ମାନେ ରଖୀ ଥାଏ । ଆମେ ଯଦି ନିଜକୁ ଏହା ମଧ୍ୟରୁ ବାହାର କରି ଦେବା ତେବେ ଏହା ଆମ ପାଇଁ ବହୁତ ଖରାପ ହୋଇ ଥାଏ । ଭାରତ ରେ ଥିବା ଲୋକମାନ କଣ ଭାରତ ବାହାରେ ମଧ୍ୟ ଜୋତିଷ ଶାସ୍ତ୍ର ର ମହତ୍ଵ ଖୁବ ଅଧିକା ଅଛି । ତେବେ ଆମେ ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମେ ଆମ ଭବିଷ୍ୟତ କଥା ଜାଣିବା ପାଇଁ ଅନେକ ଜାଗାରେ ଚେଷ୍ଟା କରି ଥାଉ ।

ମାତ୍ର ଆପଣ କଣ ଜାଣି ଛନ୍ତି କି ଆପଣ ନିଜ ସ୍ଵଭାବ କଥା କିମ୍ବା ଆପଣ ନିଜ ପସନ୍ଦ ରୁ ଜାଣି ପାରିବା । ତେବେ ଆଜି ଆମେ ଆପଣଙ୍କୁ କହିବା କି ଆମେ ଆଜି ଆପଣଙ୍କୁ କିଛି କଳଶ ଦେଖାଇବା ପାଇଁ ଯାଉଛେ । ଆପଣ ତାହା ମଧ୍ୟରୁ ଏକ କଳଶ ବାଛି ନେବେ ଓ ଏହା ମଧ୍ୟରୁ ଆମେ ଆପଣଙ୍କୁ କହିବା କି ଆପଣ କିଭଳି ଭାବେ ଆପଣଙ୍କ ଆଗାମୀ ଦିନ ରହିବା ପାଇଁ ଯାଉଛି । ଆପଣ ଯଦି ନୀଳ ରଙ୍ଗର କଳଶ ବାଛିଛନ୍ତି ତେବେ ଆପଣ ଖୁବ ସାନ୍ତ ସ୍ଵଭାବର ବ୍ୟକ୍ତି ଅଟନ୍ତି ।

ଆପଣଙ୍କ ଜିବନରେ ବହୁତ ଅସୁବିଧା ମାନ ଅଛି । ଯାହା ଦ୍ଵାରା ଆପଣ ଖୁବ କମ ସମୟ ମଧ୍ୟରେ ବହୁତ କିଛି ଶିଖି ଯାଇଛନ୍ତି ଯାହା ଦ୍ଵାରା ଆପଣ ଖୁବ ସହନଶୀଳ ଅଟନ୍ତି । ବାର ବାର ଆପଣ ବହୁତ କିଛି । ଆପଣ ଯଦି ହଳଦିଆ ରଙ୍ଗର କଳଶ ବାଛି ଛନ୍ତି । ତେବେ ଆପଣ ଖୁବ ଭଲ ବ୍ୟକ୍ତି ଅଟନ୍ତି ।

ଯେଉଁ ମାନେ ଆପଣଙ୍କୁ ଭଲ ପାଇବେ କିମ୍ବା ଆପଣଙ୍କୁ ଜାଣି ଥିବେ ସେମାନେ ଆପଣଙ୍କ ସହ ସବୁ ଦିନ ପାଇଁ ରହିବେ । ଆପଣଙ୍କ ସହ ଯେଉଁ ମାନେ କାମ କରିବେ ସେମାନେ ଭଲ ପରିଣାମ ପାଇବେ । ଆପଣ ସବୁ ବେଳେ ନିଜ ପରିବାର ସହ ରହିବା ପାଇଁ ଭଲ ପାନ୍ତି ।

ଯେଉଁ ମାନେ ବାହାର ଜାଗାରେ ଥାନ୍ତି ସେମାନେ ସବୁ ବେଳେ ଚିନ୍ତାରେ ରୁହନ୍ତି କିନ୍ତୁ ଆପଣ ଅଲଗା ଅଟନ୍ତି ଆପଣ ସବୁ ବେଳେ ଶାନ୍ତି ମନରେ ଚିନ୍ତା କରିଥାନ୍ତି ନିଜ କଥା କୁ । ଆପଣ ଯଦି ନାଲି ରଙ୍ଗର କଳଶ ବାଛି ଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏକ ସୁନ୍ଦର ମଣିଷ ଅଟନ୍ତି ।

ଆପଣ ସବୁ ବେଳେ ସାହାଶୀ ଙ୍କ ଭଳି ଦେଖାଇଲେ ମଧ୍ୟ ଆପଣଙ୍କ ମନରେ କିଛି ଭୟ ମଧ୍ୟ ଥାଏ । ଆପଣ ଭୁଲ ରେ ଭି କାହା ସହ ଖରାପ କରିପାରିବା କଥା ଚିନ୍ତା କରି ପରିବେନି । ଯେଉଁ ମାନେ ଆପଣଙ୍କୁ ଜାଣି ଥିବେ ସେମାନେ ଆପଣଙ୍କ ଉପରେ ଖୁବ ଭରଷା ମଧ୍ୟ କରିଥାନ୍ତି । ଆପଣ ଏକ ସୁନ୍ଦର ମଣିଷ ଅଟନ୍ତି ଶରୀର ରୁ ଭି ଓ ମନରୁ ମଧ୍ୟ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button