ଦେଶ ବିଦେଶ

ଜଦି ଘରକୁ ଆସୁଛନ୍ତି ( ପାରା )- ତେବେ ଜାଣନ୍ତୁ କଣ ରହିଛି ଏହା ପଛରେ ସଂକେତ

ପ୍ରାୟତଃ ସମସ୍ତ ପକ୍ଷୀ ବହୁତ ଚଞ୍ଚଳ ଏବଂ ସରଳ ହୋଇଥାନ୍ତି । କିନ୍ତୁ ପାରା ଚଞ୍ଚଳ କମ ସରଳ ଅଧିକ ହୋଇଥାଏ । ବିଶ୍ରାମ ନେବା ପାଇଁ ଏମାନେ ଐତିହାସିକ ପୁରୁଣା କୋଠା, ଉଚ୍ଚ ସ୍ମାରକ ଏମାନଙ୍କୁ ଅଧିକ ପସନ୍ଦ ହୋଇଥାଏ । ଆପଣଙ୍କ ଜାଣିଛନ୍ତି କୁ ପାରା ଘରକୁ ଆସିବା ଦ୍ଵାରା ମାତା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ । କେହି କେହି ପାରା କୁ ଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି ମଧ୍ୟ କହିଥାନ୍ତି । ପକ୍ଷୀମାନଙ୍କୁ ଦାନା ଦେବ ପ୍ରାୟସମସ୍ତଙ୍କୁ ପସନ୍ଦ ଆସିଥାଏ ।

କିନ୍ତୁ ପର ଏକ ଏପରି ପକ୍ଷୀ ଯାହାକୁ ଶାନ୍ତି ର ପ୍ରତୀକ ବୋଲି କୁହାଯାଇଥାଏ । ପାରା ନିଜ ଜୀବନ ସାଥି ପାଇଁ ବହୁତ ସଚ୍ଚୋଟ ରହିଥାଏ । ପାରା ମାନଙ୍କୁ ଦାନା ଦେବ ଏକ ପୁଣ୍ୟ ର କାମ ଅଟେ । ସେଥିପାଇଁ ପ୍ରାୟ ଲୋକ ପାରାକୁ ଦାନା ଦେବାକୁ ଇଚ୍ଛା କରିଥାନ୍ତି । ବହୁତ ଲୋକ ପାରାକୁ ନିଜ ଘରର ଛାତ ଉପରେ ଦାନା ଦେବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏଥିରେ କିଛି ସାବଧାନ ରହିବା ଆବଶ୍ୟକ ।

ଆପଣମାନେ ସୁଣିଥିବେ ଘରର ଛାତ ଉପରେ ପାରାକୁ ଦାନା ନଦେଇ ଘରର ଅଗଣାରେ ବା ବାହାରେ କୌଣସି ସ୍ଥାନରେ ଦାନା ଦିଆଯାଏ । ଯଦି ଘରେ କୌଣସି ଅସୁବିଧା ଅଛି ବା ପାଖରେ କୌଣସି ଭଲ ସ୍ଥାନ ନାହିଁ ତେବେ ହିଁ ଆପଣ ଛାତ ଉପରେ ପାରାକୁ ଦାନା ଦିଅନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଛାତକୁ ରାହୁ ଏବଂ ପାରାକୁ ବୁଧ ବୋଲି କୁହାଯାଏ । ଜ୍ୟୋତିଷ ଅନୁସାରେ ଯେଉଁ ବ୍ୟକ୍ତିର କୁଣ୍ଡଳୀରେ ରାହୁ ଏବଂ ବୁଧ ଙ୍କ ମିଳନ ହୋଇଥାଏ ସେଠାରେ ସ୍ଥିତି ଖରାପ ହୋଇଯାଇଥାଏ ।

ଆଊ ଯଦି ଜନ୍ମ କୁନ୍ଦଳିରେ ବୁଧ ଏବଂ ରାହୁ ଙ୍କ ମେଳ ଖରାପ ଥାଏ ତେବେ ଏହା ସେହି ବ୍ୟକ୍ତିପାଇଁ ବହୁତ ଅଶୁଭ ବୋଲି ବିଚାର କରାଯାଇଥାଏ । ଏହି ଅବସ୍ଥାରେ ବ୍ୟକ୍ତି ପାଗଳ ପରି ଓଲଟା ବ୍ୟବହାର କରିବାରେ ଲାଗିଥାଏ । ଘରେ ମଧ୍ୟ ଧନ ଜନିତ ସମସ୍ୟା ଦେଖା ଦେଇ ପାରେ । ସେଥିପାଇଁ ଘରର ଛାତ ଉପରେ ପାରା କୁ ଦାନା ନଦେଇ ଘରର ବାହାରେ କିମ୍ବା ଅଗଣାରେ ଦାନା ଦିଅନ୍ତୁ ।

କିନ୍ତୁ ସବୁବେଳେ ଗୋଟେ କଥା ମନେ ରଖନ୍ତୁ କି କେବେହେଲେ ପାରା କୁ ଘରେ ବସା ବାନ୍ଧିବାକୁ ଦିଅନ୍ତୁ ନାହିଁ । ଏହା ଅଶୁଭ ବୋଲି ବିଚାର କରାଯାଇଥାଏ । ଯଦି ଆପଣଙ୍କ ଘର ପାଖା ପାଖି ପାରା ନାହାନ୍ତି ବା ଆପଣ ପାରାକୁ ଦେଖିବାକୁ ପାଉନାହାନ୍ତି ତେବେ ଗୋଟିଏ କାମ କରନ୍ତୁ ସବୁଦିନ କିଛି ଦାନା ଏବଂ ପାଣି ଗୋଟେ ଖୋଲା ସ୍ଥାନରେ ରଖନ୍ତୁ ଯାହା ଦ୍ଵାରା ବାହାରର ପକ୍ଷୀମାନେ ତାକୁ ଦେଖିପାରିବେ ।

ଏପରି କିଛି ଦିନ କରିବା ପରେ ପାରାମାନେ ଆସିବାକୁ ଲାଗିଥାନ୍ତି । ପାରା ମାନଙ୍କୁ ଏପରି ଦାନା ଦେବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିଥାନ୍ତି । ଏବଂ ଆପଣଙ୍କର ସବୁ ଧନ ଜନିତ ସମସ୍ୟା ଦୂର ହେବାକୁ ଲାଗିଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button