ଓଡିଶା

ବରଗଡ଼ରେ ସ୍କବ୍ ଟ୍ରାଇଫସ ଆତଙ୍କ, ୩ ଦିନରେ ଗଲାଣି ୩ ଜଣଙ୍କ ଜୀବନ

ରଗଡ,୧୧।୯ : ବରଗଡ଼ରେ ସ୍କବ୍ ଟ୍ରାଇଫସ ଆତଙ୍କ । ତିନି ଦିନରେ ଗଲାଣି ତିନି ଜଣଙ୍କ ଜୀବନ । ଏହାକୁ ନେଇ ଜିଲ୍ଲାରେ ଭୟର ବାତାବରଣ ଖେଳି ଯାଇଛି। ମୃତକମାନେ ହେଲେ ବୁଙ୍ଗା ପାଲି ଗାଁର ସରୋଜ ପ୍ରଧାନ, ପଦ୍ମପୁରର ସଖି ପ୍ରଧାନ ଓ ଶିଖା ରଣା।

ସୋମବାର ଅମ୍ବାଭୋନା ବ୍ଲକ ବୁଙ୍ଗା ପାଲି ଗାଁର ଚାଷୀ ସରୋଜ ପ୍ରଧାନ (୪୨)ଙ୍କ ମୃତ୍ୟୁ ହୋଇଥିବା ବେଳେ ମଙ୍ଗଳବାର ପଦ୍ମପୁରର ସଖି ପ୍ରଧାନ (୭୦) ଏବଂ ବୁଧବାର ପଦ୍ମପୁରର ନାବାଳିକା ଶିଖା ରଣାଙ୍କ ମୃତ୍ୟୁ ହୋଇଛି

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button