ଜୀବନଶୈଳୀ

ଆପଣ କେବଳ ଗୋଟିଏ ଗ୍ଳାସ ବାଛନ୍ତୁ, ଆଉ ନିଜର କିଛି ସିକ୍ରେଟ ଜାଣନ୍ତୁ…

ବନ୍ଧୁଗଣ ଭଗବାନ ସମସ୍ତ ବ୍ୟକ୍ତିଙ୍କୁ ଭିନ୍ନ ଭିନ୍ନ କରି ଗଢିଥାନ୍ତି । କାରଣ କୌଣସି ବ୍ୟକ୍ତି ସହ ଅନ୍ୟ କାହାର ଚେହେରା ମିଶିନଥାଏ । ଏପରିକି ସ୍ଵଭାବ, ବିଚାରଧାରା ଓ ଚିନ୍ତାଧାରା ଏସବୁ କ୍ଷେତ୍ରରେ ମଧ୍ୟ ଜଣେ ମଣିଷ ଅନ୍ୟ ଜଣଙ୍କ ଠାରୁ ଭିନ୍ନ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କ ପାଇଁ ଟାରୋଟ କାର୍ଡର ଏକ ଗେମ ନେଇକି ଆସିଛୁ । ଆପଣଙ୍କୁ ଏଠାରେ 3 ଟି ଭିନ୍ନ ଭିନ୍ନ ଆକୃତିର ଚିତ୍ର ଦିଆଯାଇଛି । ଏହି ଚିତ୍ର ମଧ୍ୟରୁ କୌଣସି ଏକ ଆକୃତିର ଚିତ୍ର ଚୟନ କରି ନିଜ ବିଷୟରେ କିଛି ରୋଚକପୂର୍ଣ୍ଣ କଥା ଆଜି ଏଠାରେ ଜାଣନ୍ତୁ ।

1- ପ୍ରଥମ ଆକୃତି ପସନ୍ଦ କରିଥିବା ବ୍ୟକ୍ତି ଜଣ ନିଜ ନିଷ୍ପତ୍ତି ବହୁତ ଶୀଘ୍ର ନେଇଥାନ୍ତି କୌଣସି କାମ ପାଇଁ ଡେରି କରନ୍ତି ନାହିଁ, ଏହି ଭଳି ବ୍ୟକ୍ତିଙ୍କ ବିଶେଷତା ଏହା ଅଟେ ଯେ ସେ ଭବିଷ୍ୟତକୁ ଅନୁଭବ କରନ୍ତି କିନ୍ତୁ ଏହାକୁ ବୁଝି ପାରନ୍ତି ନାହିଁ, ଏହା ଗଭୀରତାକୁ ଯାଇ ଏହାର ଅର୍ଥ ବୁଝନ୍ତି ନାହିଁ ।

ଏହା ଛଡା ଏହି ଭଳି ଲୋକଙ୍କ ଷଷ୍ଟ ଇନ୍ଦ୍ରି ଜାଗୃତ ଥାଏ ଏହି ଭଳି ଲୋକଙ୍କ ସହ କିଛି ଭୁଲ ହବା ଆଗରୁ କିଛି ସଂକେତ ମିଳିଥାଏ କିନ୍ତୁ ସେ ଏହାକୁ ବୁଝନ୍ତି ନାହିଁ, ତେବେ ନିଜ ଭିତରେ ଥିବା ଏହି ବିଶେଷତାକୁ ଜାଣିବା ପାଇଁ ଚେଷ୍ଟା କରନ୍ତୁ ଆପଣଙ୍କ ଜୀବନ ସୁଖମୟ ହେବ ।

2- ଦିତୀୟ ଆକୃତି ଏହା ପସନ୍ଦ କରିଥିବା ବ୍ୟକ୍ତି ଜଣକ ଯେତିକି ଚିନ୍ତା କରିଥାନ୍ତି ତାହା ଠାରୁ ବହୁତ ଅଧିକ ଲୋକ ପ୍ରଭାବିତ ହୋଇଥାନ୍ତି ଏହି ଭଳି ଲୋକଙ୍କ ଭିତରେ ଗୋଟେ ନେତା ଲୁଚିଥାଏ ଯିଏ ବହୁତ ଲୋକଙ୍କୁ ନେତୃତ୍ଵ କରି ପାରେ କିନ୍ତୁ ଏହି କଥା ସେ ନିଜେ ଜାଣି ନଥାନ୍ତି ଏବଂ ଏହାର ଉପଯୋଗ ସଠିକ ଜାଗାରେ କରନ୍ତି ନାହିଁ, ଏହି ଭଳି ଲୋକ କାହାର ଅନିଷ୍ଟ କରନ୍ତି ନାହିଁ ।

୩. ତୃତୀୟ ଆକୃତି ପସନ୍ଦ କରିଥିବା ଲୋକ ଯାହା ଚିନ୍ତନ କରନ୍ତି ତାହା ସବୁବେଳେ ଉଚିତ ହୋଇଥାଏ କାହିଁକିନା ସେ ସମସ୍ତଙ୍କ ଅସୁବିଧା ସୁବିଧା ଦେଖି କୌଣସି ନିଷ୍ପତ୍ତି କରିଥାନ୍ତି, ଏହି ଭଳି ଲୋକଙ୍କ ନିଷ୍ପତ୍ତି ଦ୍ଵାରା ବହୁତ ଲୋକଙ୍କ ଜୀବନରେ ସୁଖ ଆସିଥାଏ ଏବଂ ତାଙ୍କୁ ନିଜେ ଶାନ୍ତି ମିଳିଥାଏ, ଯେମିତିକି ପାଠ ବା ଅନ୍ୟ ବଡ ନିଷ୍ପତ୍ତି ମଧ୍ୟ ଏହି ଭଳି ଲୋକ ସଠିକ କରିଥାନ୍ତି । ଆଶା କରୁଛୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button