ବିଚାର

ପ୍ରତିଦିନ ସକାଳେ ଖାଆନ୍ତୁ ଗୋଟିଏ ‘ରସଗୋଲା’, ସବୁଦିନ ପାଇଁ ଶରୀରରୁ ଉଭେଇଯିବ ଏହି ୩ଟି ରୋଗ

ରସଗୋଲା ଖାଇବାକୁ ସମସ୍ତେ ବହୁତ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି, ରସଗୋଲା ଖାଇବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ? ହଁ, ଆଜି ଆମେ ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ଯେ ରସଗୋଲା ଖାଇବା ଦ୍ୱାରା ଶରୀରର ତିନୋଟି ରୋଗ ଭଲ ହେଇଯାଏ। ଆସନ୍ତୁ ଜାଣିବା, ରସଗୋଲାରୁ କି କି ଫାଇଦା ମିଳିଥାଏ। ଯେହେତୁ ରସଗୋଲା କ୍ଷୀର ଛେନାରୁ ତିଆରି ହୋଇଥାଏ, ତେଣୁ କ୍ଷୀରରେ ଥିବା କ୍ୟାଲସିୟମ ଏଥିରୁ ପ୍ରଚୁର ପରିମାଣରେ ମିଳିଥାଏ, ଯାହାକି ଆମ ହାଡ଼କୁ ମଜଭୁତ କରାଇଥାଏ।

u

ଏଥିରେ କ୍ଷୀରର ସବୁ ଗୁଣ ଭରପୂର ମାତ୍ରାରେ ରହିଥାଏ। ଆଉ ଏହା ଜଲଦି ହଜମ ମଧ୍ୟ କରାଇଥାଏ। ୧୦୦ ଗ୍ରାମ ରସଗୋଲାରେ ୧୮୩ କ୍ୟାଲୋରୀ ଶକ୍ତି ମହଜୁଦ ଥାଏ, ସେଥିରୁ ୧୫୩ କ୍ୟାଲୋରୀ କାର୍ବୋହାଇଡ୍ରେଡ, ୧୭ କ୍ୟାଲୋରୀ ଫ୍ୟାଟ ଏବଂ ୧୬ କ୍ୟାଲୋରୀ ପ୍ରୋଟିନ ଥାଏ।

୧. ବହୁତ କମ ଲୋକ ଜାଣିଛନ୍ତି ଯେ ଯଦି ଜଣେ ଜଣ୍ଡିସ ରୋଗୀ ପ୍ରତିଦିନ ସକାଳେ ଗୋଟିଏ ଧଳା ରସଗୋଲା ଖାଏ, ତା’ହେଲେ ତା’ର ରୋଗ ସମ୍ପୂର୍ଣ୍ଣ ଭଲ ହେଇଯାଏ।

zs

୨. ଯେଉଁମାନଙ୍କ ପରିସ୍ରା ପୋଡା ହୁଏ, ସେମାନଙ୍କ ପାଇଁ ମଧ୍ୟ ରସଗୋଲା ସେବନ ରାମବଣ ସଦୃଶ କାମ କରେ। ସେମାନେ ପ୍ରତିଦିନ ଏକ ଧଳା ରସଗୋଲା ଖାଇବା ଉଚିତ।

୩. ଆଖିରେ ପାଣି ଜମା ହେଉଥିଲେ, ଆଖି ପୋଡିଲେ କିମ୍ବା ଆଖି ହଳଦିଆ ଦିଶିଲେ, ପ୍ରତିଦିନ ସକାଳେ ଧଳା ରସଗୋଲା ଖାଇବା ଉଚିତ। ଏହାଦ୍ୱାରା ଆଖି ସୁସ୍ଥ ରହିଥାଏ ଏବଂ ଆଖିକୁ ସ୍ପଷ୍ଟ ଦେଖାଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button