ବିଚାର

ଯେତେବେଳେ Society ଲୋକ ରାତିର ସିସିଟିଭି ଦେଖିଲେ ତ ସମସ୍ତଙ୍କ ହୋସ ଉଡିଗଲା…ଦେଖନ୍ତୁ Video

ଆଜି ଆମ୍ଭେ ଆପଣଙ୍କୁ କହିବାକୁ ଯାଉଅଛୁ ଦୁନିଆରେ ଘଟିଥିବା କିଛି ମଜାଦାର ଏବଂ ଗୁରୁତ୍ଵପୂର୍ଣ୍ଣ ଘଟଣା ସମ୍ବନ୍ଧରେ ଯାହା କ୍ୟାମେରାରେ କଏଦ ହୋଇ ସୋ-ସି-ଆ-ଲ ମି-ଡି-ଆରେ ବହୁଳ ଭାବରେ ଭା-ଇ-ରା-ଲ ହେବାରେ ଲାଗିଛି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।୧;- ୨ ନମ୍ବର କାମ କରୁଥିବା ଲୋକଙ୍କୁ ସର୍ବଦା ଡର ରହିଥାଏ ଯେ କେହି କେବେ ହେଲେ ଏହି କଥାକୁ ପଦାରେ ନ ଆଣୁ । ମାତ୍ର ଯଦି ଆପଣଙ୍କ ସ୍ତ୍ରୀ ଏହି ସମ୍ବନ୍ଧରେ ସମସ୍ତଙ୍କୁ କହିଦିଏ ତେବେ କ’ଣ କରିବେ ?

କିଛି ଏହିଭଳି ଘଟଣା ଜାନୁଆରୀ ୨୦୨୨ କୁ ମଧ୍ୟପ୍ରଦେଶ ଋତୁଲାମରେ ମୋମିନପୁରାର ରହୁଥିବା ବ୍ୟାପାରୀ ସୁନୀଲଙ୍କ ସହିତ ଘଟିଛି । ତାଙ୍କ ସ୍ତ୍ରୀ ମିନା ନୀତିଦିନ ଝଗଡା ଏବଂ ଝଗଡାରେ ବିରକ୍ତ ହୋଇ ସିଧାସଳଖ ଖାଦ୍ୟ ବିଭାଗକୁ ଖବର କରିଦେଲେ ଯେ ତାଙ୍କ ସ୍ଵାମୀ ଘିଅରେ ମିଶ୍ରଣ କରୁଛି । ଏବଂ ଏହାଦ୍ଵାରା ସେ ୪/୪ ଟି ଘର ବନାଇ ଦେଲେ । ଏହାପରେ ଟିମ ୩୮ କିଲୋ ଘିଅ ଜବତ କରିଦେଲେ ।

୨;- ସେହିଭଳି ଆଉ ଏକ ଭି-ଡି-ଓରେ ଦେଖିବାକୁ ମିଳିଥିଲା ଯେ ଜଣେ ଚାଷୀ କାର କିଣିବାକୁ ସୋ ରୁମ କୁ ଯାଇଥିଲେ ଏବଂ ସେଠାରେ ଯାଇ କାର କିଣିବା କଥା ବୁଝା ବୁଝି କରୁଥିଲେ ଏହି ସମୟରେ ସେଲ୍ସମ୍ୟାନ ତାଙ୍କୁ କୁହନ୍ତି ଯେ ତୁମ ପକେଟ ରେ ୧୦ ଟଙ୍କା ଅଛି ? କାର କିଣିବ କଣ ?

ଏହାପରେ ଚାଷୀ ଜଣଙ୍କ କୁହନ୍ତି ଯେ ଯଦି ୧୫ ମିନିଟ ଭିତରେ ମୁଁ ୧୦ ଲକ୍ଷ କ୍ୟାସ ଦେବି ତେବେ କାର ମତେ ଇନଷ୍ଟାନ୍ଟ ଦେବ ? ଚାଷୀ ଜଣକ ୧୦ ଲକ୍ଷ ଆଣି ତାଙ୍କୁ ଦିଅନ୍ତି ଏବଂ କୁହନ୍ତି ଯେ କାର ଦିଅ । ଏହାପରେ କାର ସୋ ରୁମ ମାଲିକ ଏହିଭଳି ବ୍ୟବହାର ନିମନ୍ତେ ତାଙ୍କୁ ଭୁଲ ମାଗିଲେ । ତେବେ କାହାକୁ ଛୋଟ କେବେ ହେଲେ ଭାବିବା କଥା ନୁହେଁ ।

୩;- ନଭେମ୍ବର ୨୦୨୧ ରେ ଘାନାରୁ ଏକ ଫୁଟେଜ ସାମ୍ନା କୁ ଆସିଥିଲା ଯାହାକୁ ଦେଖି ପ୍ରତ୍ୟକ ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଗଲେ । ଏଥିରେ ଜଣେ ମହିଳା ଧଳା ଶାଢୀ ପିନ୍ଧି ଝାଡୁ ଧରି ଜାଦୁଟୋନା କରୁଥିବାର ଦେଖିବାକୁ ମିଳିଥିଲା । ଲୋକକଥା ଅନୁସାରେ ରାତି ସମୟରେ କୌଣସି ବ୍ୟକ୍ତି ଙ୍କୁ ଧଳା ଲୁଗା ପିନ୍ଧିଥିବା ଦେଖିବା କଥା ନୁହେଁ । ତେବେ ଏହିଭଳି ସୋ-ସି-ଆ-ଲ ମି-ଡି-ଆ ରେ ଦେଖି ଲୋକେ ବହୁତ ଡରି ଯାଇଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button