ଜୀବନଶୈଳୀ

ଏହି ୫ଟି ଲକ୍ଷଣ ଥିବା ଝିଅମାନେ ହୋଇଥାନ୍ତି ଭାଗ୍ଯଶାଳୀ, ବିବାହ କଲେ ସୁଖମୟ ହେବ ଜୀବନ

ପ୍ରତ୍ୟେକ ବ୍ୟକ୍ତିମାନଙ୍କର ଶାରୀରିକ ଲକ୍ଷଣ ଭିନ୍ନ ଭିନ୍ନ ପ୍ରକାର ହୋଇଥାଏ। ଶାରୀରିକ ଲକ୍ଷଣ ଅନୁଯାୟୀ ଗୁଣ ମଧ୍ୟ ଅଲଗା-ଅଲଗା ପ୍ରକାରର ହୋଇଥାଏ। ଅଧିକାଂଶ ପୁଅମାନେ ଇଚ୍ଛା ରଖିଥାନ୍ତି କି ଯେଉଁ ଝିଅକୁ ବିବାହ କରିବେ ସେମାନେ ଭାଗ୍ୟଶାଳୀ ହୋଇଥିବେ। ତେବେ କୌଣସି ଝିଅଙ୍କୁ ଦେଖି ସେମାନେ ଭାଗ୍ୟଶାଳୀ କି ନାହିଁ ତାହା ଜାଣି ହୋଇନଥାଏ। କିନ୍ତୁ ଆପଣମାନେ ଝିଅମାନଙ୍କର କିଛି ଶାରୀରିକ ଲକ୍ଷଣ ଦ୍ବାରା ସେ ସୌଭାଗ୍ୟବତୀ କି ନାହିଁ ଜାଣି ପାରିବେ।

ଜାଣନ୍ତୁ କିପରି ଚିହ୍ନିବେ ଭାଗ୍ଯଶାଳୀ ଝିଅମାନଙ୍କୁ:

lucky girl--ଯେଉଁ ଝିଅମାନଙ୍କର ଆଖି ବଡ଼ ବଡ଼ ଏବଂ ଧଳା ହୋଇଥାଏ, ସେହି ମହିଳାମାନେ ସ୍ବଭାବରେ ଚଞ୍ଚଳ ହୋଇଥାନ୍ତି।

ଯେକୌଣସି ପରିବେଶରେ ଥାନ୍ତୁ ନା କାହିିଁକି ସମସ୍ତଙ୍କୁ ଖୁସିରେ ରଖନ୍ତି ଓ ନିଜେ ମଧ୍ୟ ଖୁସିରେ ରୁହନ୍ତି ଏବଂ ଜୀବନରେ ସୁଖ ଭୋଗ କରିଥାନ୍ତି।

-ଯେଉଁ ଝିଅମାନଙ୍କ ଜିଭ ନାଲି ରଙ୍ଗ ଏବଂ କୋମଳ ହୋଇଥାଏ ସେମାନେ ଜୀବନରେ ସର୍ବଦା ସୁଖ ପ୍ରାପ୍ତି କରିଥାନ୍ତି। ଏପରି ଝିଅମାନଙ୍କ ଭାଗ୍ୟ ଭଲ ହୋଇଥିବାରୁ ପରିବାରରେ ସର୍ବଦା ସୁଖ-ଶାନ୍ତି ରହିଥାଏ।

-ଏପରି ଝିଅ ବହୁତ କମ ଅଛନ୍ତି ଯେଉଁମାନଙ୍କ ନାକ ତେଲିଆ ହୋଇଥାଏ। କିନ୍ତୁ ଏଭଳି ଝିଅମାନେ ବହୁତ ଲକି ହୋଇଥାନ୍ତି। ଏହି ଝିଅମାନଙ୍କୁ ସମସ୍ତ ସୁଖ ପ୍ରାପ୍ତ ହୋଇଥାଏ। ଏପରି ଲକ୍ଷଣ ଥିବା ଝିଅମାନଙ୍କ ଜୀବନରେ ଧନର ଅଭାବ ହୋଇନଥାଏ। ଏହା ବ୍ୟତୀତ ଯେଉଁ ଝିଅମାନଙ୍କ ପାଦ ଆଙ୍ଗୁଳି ଉଚ୍ଚା, ଗୋଲ ଏବଂ ନାଲି ଦେଖା ଯାଇଥାଏ, ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି।

-ଯେଉଁ ଝିଅମାନଙ୍କ ପାଦର ଗୋଇଠି କୋମଳ ଏବଂ ଗୋଲାକାର ହୋଇଥାଏ, ସେମାନେ ଜୀବନ ସାରା ସୁଖ-ସମୃଦ୍ଧି ଲାଭ କରିଥାନ୍ତି। ଏହି ଲକ୍ଷଣ ଥିବା ଝିଅମାନଙ୍କର ପରିବାର ସଦସ୍ୟ ମଧ୍ୟ ଲାଭ ପାଇଥାନ୍ତି। ଏହା ବ୍ୟତୀତ ଯେଉଁ ଝିଅମାନଙ୍କ ନାଭି ବଡ଼ ଏବଂ ଖାଲୁଆ ହୋଇଥାଏ, ସେମାନେ ସୌଭାଗ୍ୟବତୀ ହୋଇଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button