ସ୍ୱାସ୍ଥ୍ୟ

ଲଗାତାର 4 ଦିନ ଅମୃତଭଣ୍ଡା ମଞ୍ଜି ଖାଇବା ଦ୍ଵାରା ଶରୀରରେ ହେଲା କିଛି ଏମତି…ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ, ଜଲ୍ଦି ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଯେତେବେଳେ ବି ଆମେ ବେମାର ହୋଇ ଥାଉ ସେତେବେଳେ ଆମ ମନ ରେ ଗୋଟିଏ କଥା ଆସେ କି ଆମକୁ ଡାକ୍ତର ଙ୍କ ପାଖକୁ ଯିବା ଉଚିତ ହେବ ।

କିନ୍ତୁ ଆମେ ମାନେ ଯଦି ଚାହିଁବା ତେବେ ମଧ୍ୟ ନିଜର ସ୍ୱାସ୍ଥ୍ୟ ର ଯତ୍ନ ନେଇ ପାରିବା । ଆମ ସ୍ୱାସ୍ଥ୍ୟ ର ଖରାପ ହେବାର ମୁଖ୍ୟ କାରଣ ହେଉଛି ବାହାରେ ମିଳିଥିବା ଫାଷ୍ଟ ଫୁଡ଼ ଏବଂ ତେଲ ମସଲା ଜନିତ ଖାଦ୍ୟ ର ଅଧିକ ସେବନ ଆପଣ ମାନେ ଏହି ଖାଦ୍ୟ କୁ ଖାଇ ଅନେକ ରୋଗ ରେ ପଡୁଛନ୍ତି ଏବଂ ତାହା ସହ ବୟସ ହେବା ପୂର୍ବରୁ ହିଁ ଆପଣ ଙ୍କ ଶରୀର,ହାଡ଼ ଆଦି ଦୁର୍ବଳ ହୋଇ ପଡୁଛି ।

ଆମେ ନିଜର ଶରୀର ଯତ୍ନ ଠିକ ଭାବରେ ନେଇ ନ ଥାଉ କିନ୍ତୁ ପରେ ଏହା ବହୁତ ଖରାପ ହେବାକୁ ଲାଗିଥାଏ । ତେବେ ଏହାକୁ ଠିକ କରିବାକୁ ଯାଇ ଡାକ୍ତର ଙ୍କ ପାଖରେ ଅଧିକ ଔଷଧ ଖାଇ କିମ୍ବା ଅଧିକ ପଇସା ଖର୍ଚ୍ଚ ନ କରି ଆପଣ ନିଜେ ଘରେ ନିଜର ଉପଚାର କରି ପାରିବେ ଏବଂ ଏହା ଆୟୁର୍ବେଦ ଯୋଗୁଁ ସମ୍ଭବ ହୋଇ ପାରେ ।

କାରଣ ଆୟୁର୍ବେଦ ରେ ଏପରି ସବୁ ଜିନିଷ ରହିଥାଏ ଯାହାର ପ୍ରୟୋଗ ରେ ଆମେ ଶୀଘ୍ର ଆରାମ ପାଇଥାଉ ଏବଂ ଏହାର ପ୍ରକ୍ରିୟା ମଧ୍ୟ ସହଜ ଏବଂ ଉପଲବ୍ଧ ଥାଏ ତା ସହିତ ଏହା ଅଳ୍ପ ଖର୍ଚ୍ଚରେ ମଧ୍ୟ ହୋଇଥାଏ । ତେବେ ଅନେକ ଲୋକ ଅମୃତଭଣ୍ଡା ର ସେବନ କରିଥାନ୍ତି ଯାହା କି ଆମ ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ତେବେ ଅମୃତଭଣ୍ଡା ର ମଞ୍ଜି ମଧ୍ୟ ଆମ ଶରୀର ପାଇଁ ବହୁତ ଲାଭ ଦାୟକ ତେବେ ଆସନ୍ତୁ ଜାଣିନେବା ଏହାକୁ କିପରି ସେବନ କରିବେ ଏବଂ ଏହାର ଫାଇଦା ଗୁଡିକ କଣ କଣ ।

ଆପଣ ଅମୃତଭଣ୍ଡା ର ମଞ୍ଜି କୁ ଶୁଖାଇ ତାର ଏକ ପାଉଡର ପ୍ରସ୍ତୁତ କରି ଦିଅନ୍ତୁ ଏବଂ ତାପରେ ପାଣି କୁ ଫୁଟାଇ ସେଥିରେ ମିଶାଇ ସେବନ କରନ୍ତୁ । ଏହାକୁ ଖାଲି ପେଟ ରେ ଖାଇବା ଉଚିତ । ଏହାକୁ ଆପଣ ଲଗାତାର ୪ ଦିନ କରିବେ ଏବଂ ୪ ଦିନ ଛାଡ଼ିଦେବେ । ଏହି ଭଳି ଭାବେ ଆପଣ ଙ୍କୁ ଲଗାତାର ତିନି ରୁ ଚାରି ମାସ ପର୍ଯ୍ୟନ୍ତ ଏପରି କରିବାର ଅଛି ।

ଅମୃତଭଣ୍ଡା ର ମଞ୍ଜି ରେ ବହୁତ ପ୍ରକାରର ଭିଟାମିନ ରହିଥାଏ ଏବଂ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ ଯାହା ଦ୍ୱାରା ଆମ ଶରୀର କୁ ବହୁତ ଲାଭ ମିଳିଥାଏ । ଏହି ମଞ୍ଜି ର ଗୁଣ୍ଡ କୁ ଖାଇବା ଦ୍ୱାରା କ୍ୟାନ୍ସର ଭଳି ରୋଗ ଏଵଂ ସମସ୍ୟା ଦୂର ହୋଇଯିବ । ଏହି ଗୁଣ୍ଡ କୁ ଗରମ ପାଣି ରେ ସେବନ କରିବା ଦ୍ୱାରା ଶରୀର ରେ କ୍ୟାନ୍ସର ର ସେଲ କୁ ବୃଦ୍ଧି ହେବାକୁ ଦେଇ ନଥାଏ ।

ଏହା ଛଡା ଏହାର ସେବନ ଦ୍ୱାରା ହୃଦଘାତ ସମସ୍ୟା ମଧ୍ୟ ଦୁର ହୋଇ ଯାଇଥାଏ ଏବଂ ଆମର ରକ୍ତ ମଧ୍ୟ ସଫା ହୋଇଥାଏ ଏବଂ ସଠିକ ଭାବରେ ରକ୍ତ ସଞ୍ଚାଳନ ମଧ୍ୟ ହୋଇଥାଏ । ଯାହା ଦ୍ୱାରା ଆମର ତ୍ୱଚା ଜନିତ ମଧ୍ୟ କୌଣସି ସମସ୍ୟା ଦେଖା ଯାଏ ନାହିଁ ଏବଂ ଆମର ଶରୀର ମଧ୍ୟ ସୁସ୍ଥ ରହିଥାଏ । ମଧୁମେହ ରୋଗ ପାଇଁ ମଧ୍ୟ ଏହା ବହୁତ ଲାଭଦାୟକ ଅଟେ ଏବଂ ଶରୀର ରେ ଇନ୍ସୁଲିନ ର ବୃଦ୍ଧି ମଧ୍ୟ କରାଇ ଥାଏ ।

ତେବେ ନିଜ ଶରୀର ଖରାପ ହେବା ପୂର୍ବରୁ ଏବଂ ଡାକ୍ତର ଙ୍କ ପାଖକୁ ଯାଇ ଔଷଧ ଉପରେ ଅଧିକ ଖର୍ଚ୍ଚ କରିବା ପୂର୍ବରୁ ନିଜେ ଘରେ ନିଜର ଚିକିତ୍ସା କରି ପାରିବେ ଏବଂ ଏହି ଭିଟାମିନ ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ କୁ ଖାଇ ନିଜ ସ୍ୱାସ୍ଥ୍ୟ କୁ ସୁରକ୍ଷିତ ରଖି ପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button