ଜୀବନଶୈଳୀ

ପ୍ରେମ କରିବାରେ ସବୁଠୁ ଆଗରେ ଥାଆନ୍ତି ସବୁଠୁ ଆଗରେ, ପ୍ରେମିକାଙ୍କ ପାଇଁ କିଛି ବି କରି ପାରନ୍ତି ଏମାନେ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ଝିଅ ବା ପୁଅ ଙ୍କ ଜୀବନ ରେ ଏଭଳି ଏକ ମୋଡ଼ ଆସିଥାଏ ଯେବେ ସେ କାହାକୁ ପସନ୍ଦ କରିବାକୁ ଲାଗିଥାନ୍ତି ଏବଂ ନିଜ ମନ କଥା କହିବାକୁ ଚାହିଁଥାନ୍ତି । ଝିଅ ମାନେ ଏହି ମାମଲାରେ ଲାଜ କରିଥାନ୍ତି ଏବଂ ନିଜ ମନର କଥା ଖୋଲିକରି କହି ପାରନ୍ତି ନାହିଁ । କିନ୍ତୁ ଏହାର ବିପରୀତ ରେ ପୁଅ ମାନେ ନିଜ ମନ କଥା କହିବାକୁ କେବେବି ବିଳମ୍ବ କରନ୍ତି ନାହିଁ ଏବଂ ତୁରନ୍ତ ନିଜ ପାର୍ଟନର ଙ୍କୁ ନିଜ ମନ କଥା କହି ଦିଅନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ରାଶି ଥିବା ପୁଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ନିଜ ପାର୍ଟନର ଙ୍କୁ ନିଜ ମନର କଥା ଖୋଲିକରି କହି ଦେଇଥାନ୍ତି ଏବଂ ଏହି ମାମଲାରେ କେବେବି ପଛଘୁଞ୍ଚା ଦିଅନ୍ତି ନାହିଁ । ଏହାସହିତ ନିଜ ପାର୍ଟନର ଙ୍କୁ ବହୁତ ରୋମାଣ୍ଟିକ ଅନ୍ଦାଜ ରେ ପ୍ରପୋଜ ମଧ୍ୟ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ସମ୍ବନ୍ଧରେ ।

୧. ବିଚ୍ଛା ରାଶି- ବନ୍ଧୁଗଣ ପ୍ରଥମ ରାଶିଟି ହେଉଛି ‘ବିଚ୍ଛା ରାଶି’ । ଏହି ରାଶିର ପୁଅ ମାନେ କେବେବି ନିଜ ମନ କଥାକୁ ନିଜ ମଧ୍ୟରେ ରଖନ୍ତି ନାହିଁ । ଏମାନଙ୍କ ମନରେ ଯାହାବି ଥାଏ ଏମାନେ କଦାପି ବିଳମ୍ବ ନକରି ନିଜ ପାର୍ଟନର ଙ୍କ ସହିତ ସେୟାର କରି ଦିଅନ୍ତି । ଏହି ରାଶିର ପୁଅ ମାନେ ନିଜ ମନର ଭାବନା କୁ ବ୍ୟକ୍ତ କରିବାରେ କେବେବି ପଛଘୁଞ୍ଚା ଦିଅନ୍ତି ନାହିଁ । ଏହି ରାଶିର ସ୍ୱାମୀ ଗ୍ରହ ‘ମଙ୍ଗଳ’ ଅଟେ । ଏମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି । ରୋମାଣ୍ଟିକ ହେବା ସହିତ ଏହି ରାଶିର ପୁଅ ମାନେ ନିଜ ପାର୍ଟନର ଙ୍କ ପ୍ରତି ବହୁତ ଇମାନ୍ଦାର ମଧ୍ୟ ଥାଆନ୍ତି । ଏହି ରାଶିର ପୁଅ ମାନଙ୍କୁ ଏଭଳି ଜୀବନସାଥୀ ମିଳିଥାଏ ଯିଏ ତାଙ୍କୁ ନିଜଠାରୁ ମଧ୍ୟ ଅଧିକ ଭଲ ପାଇଥାଏ ।

୨. ମିଥୁନ ରାଶି- ବନ୍ଧୁଗଣ ଦ୍ଵିତୀୟ ରାଶିଟି ହେଉଛି, ‘ମିଥୁନ ରାଶି’ । ଏହି ରାଶିର ପୁଅ ମାନେ ବହୁତ ଇମୋସନାଲ ସ୍ୱଭାବ ର ହୋଇଥାନ୍ତି । ଏମାନେ ନିଜ ପାର୍ଟନର ଙ୍କୁ ନିଜ ମନର ସବୁ କଥା ସେୟାର କରିଥାନ୍ତି । ଏହି ରାଶିର ପୁଅ ମାନଙ୍କ ପାର୍ଟନର ଏମାନଙ୍କ ପାଇଁ ପର୍ଫେକ୍ଟ ହୋଇଥାନ୍ତି । ଏହି ରାଶିର ପୁଅ ମାନଙ୍କ ସେନ୍ସ ଅଫ ହ୍ୟୁମର ବହୁର ଭଲ ହୋଇଥାଏ ଏବଂ ଏମାନେ ବହୁତ ମୁକ୍ତ ବିଚାର ର ହୋଇଥାନ୍ତି । ଏହି କାରଣ ରୁ ଝିଅ ମାନେ ଏମାନଙ୍କ ପ୍ରତି ଖୁବ ଶୀଘ୍ର ଆକର୍ଷିତ ହୋଇଥାନ୍ତି ।

୩. କର୍କଟ ରାଶି- ବନ୍ଧୁଗଣ ତୃତୀୟ ରାଶିଟି ହେଉଛି, ‘କର୍କଟ ରାଶି’ । ଏହି ରାଶିର ପୁଅ ମାନେ ବହୁତ ରୋମାଣ୍ଟିକ ନେଚର ର ହୋଇଥାନ୍ତି । ଏମାନେ ନିଜ ପାର୍ଟନର ଙ୍କୁ ବହୁତ ହିଁ ରୋମାଣ୍ଟିକ ଅନ୍ଦାଜ ରେ ପ୍ରପୋଜ କରିଥାନ୍ତି । ଏମାନେ ନିଜ ଜୀବନ ସାଥି ଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ସର୍ବଦା ନିଜ ଜୀବନ ସାଥି ଙ୍କୁ ଖୁସି ରେ ରଖନ୍ତି । ଭବିଷ୍ୟତରେ ଏହି ରାଶିର ପୁଅ ମାନେ ଭଲ ପତି ରୂପରେ ସାବ୍ୟସ୍ତ ହୋଇଥାନ୍ତି ।

୪. ତୁଳା ରାଶି- ବନ୍ଧୁଗଣ ଚତୁର୍ଥ ରାଶିଟି ହେଉଛି, ‘ତୁଳା ରାଶି’ । ଯେଉଁ ଝିଅ ମାନଙ୍କୁ ଏହି ରାଶିର ପୁଅ ମିଳିଥାନ୍ତି ସେ ଦୁନିଆ ର ସବୁଠାରୁ ଲକି ଝିଅ ହୋଇଥାନ୍ତି । ଏହି ରାଶିର ପୁଅ ମାନେ ନିଜର ମନର ସମସ୍ତ କଥାକୁ ନିଜ ପାର୍ଟନର ଙ୍କ ସହିତ ସେୟାର କରିଥାନ୍ତି । ଏହି ରାଶିର ପୁଅ ମାନେ ନିଜ ପାର୍ଟନର ବାଛିବାକୁ ବହୁତ ସମୟ ନେଇଥାନ୍ତି । କିନ୍ତୁ ଥରେ ଏମାନେ ଯେଉଁ ଝିଅ କୁ ନିଜ ଜୀବନସାଥୀ ରୂପରେ ବାଛିଥାନ୍ତି ସେହି ଝିଅ ସହିତ ଜୀବନ ସାରା ରୁହନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button