ବିଚାର

https://news86media.com/shoibara-sathik-diga-kan-hoithae/#:~:text=%E0%AC%B6%E0%AD%8B%E0%AC%87%E0%AC%AC%E0%AC%BE%E0%AC%B0%20%E0%AC%B8%E0%AC%A0%E0%AC%BF%E0%AC%95%20%E0%AC%A6%E0%AC%BF%E0%AC%97%20%E0%AC%95%E2%80%99%E0%AC%A3%20%E0%AC%B9%E0%AD%8B%E0%AC%87%E0%AC%A5%E0%AC%BE%E0%AC%8F%20%3F%20%E0%AC%95%E0%AD%87%E0%AC%89%E0%AC%81%20%E0%AC%A6%E0%AC%BF%E0%AC%97%E0%AC%95%E0%AD%81%20%E0%AC%AE%E0%AD%81%E0%AC%A3%E0%AD%8D%E0%AC%A1%20%E0%AC%95%E0%AC%B0%E0%AC%BF%20%E0%AC%B6%E0%AD%8B%E0%AC%87%E0%AC%AC%E0%AC%BE%20%E0%AC%A6%E0%AD%8D%E0%AC%B5%E0%AC%BE%E0%AC%B0%E0%AC%BE%20%E0%AC%B9%E0%AD%8B%E0%AC%87%E0%AC%A5%E0%AC%BE%E0%AC%8F%20%E0%AC%85%E0%AC%A8%E0%AC%B0%E0%AD%8D%E0%AC%A5%20!%20Vastu%20tips

ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁଯାଇ ପ୍ରତ୍ଯେକଟି କାର୍ଯ୍ୟ କରିବାର ଯେମିତି ନିୟମ ରହିଥାଏ । ସେହିପରି ଶୋଇବା ସମୟରେ ମଧ୍ୟ ଆମକୁ କିଛି ନିୟମ ମାଣିବାକୁ ପଡିଥାଏ । ଯାହା ଦ୍ଵାରା ଆମକୁ ଯେପରି କୌଣସି ସମୟରେ ଭୁଲ ଭାବେ ଶୋଇବା ଦ୍ଵାରା ତାହାର ଖରାପ ପରିଣାମ ଭୋଗିବାକୁ ନପଡେ । କାରଣ ପ୍ରତ୍ଯେକଟି କାର୍ଯ୍ୟର ନିୟମ ନମାନିଲେ ତାହାର ଖରାପ ପରିଣାମ ଆମକୁ ଭୋଗିବାକୁ ପଡିଥାଏ । ତେବେ ଶୋଇବା ସମୟରେ ମାନିବାକୁ ଥିବା କିଛି ନିୟମ ବିଷୟରେ ଚାଲନ୍ତୁ ଜାଣିବା ।

1-ଅନେକ ଲୋକ ଥାନ୍ତି । ଯେଉଁମାନେ ବେଡ୍ ଉପରେ ପଢୁ ପଢୁ ବହିକୁ ନିଜ ମୁହଁ ଉପରେ ରଖି ବା ମୁଣ୍ଡ ତଳେ ରଖି ଶୋଇ ପଡିଥାନ୍ତି । ଯାହା ଦ୍ଵାରା ବିଦ୍ୟାର ଦେବୀ ମା’ ସରସ୍ଵତୀଙ୍କର ଅପମାନ ହୋଇଥାଏ । ହେଲେ ଶୋଇବା ସମୟରେ ଏପରି କରିବା ଅନୁଚିତ ହୋଇଥାଏ । ତେଣୁ ପାଠ ପଢିସାରିବା ପରେ ବହିକୁ ଯଥା ସ୍ଥାନରେ ରଖି ଆସି ନିଜର ଶୋଇବା ସ୍ଥାନରେ ଆସି ଶୁଅନ୍ତୁ ।

2- ପ୍ରବେଶ ଦ୍ଵାର ଆଡକୁ ପାଦ କରି ଶୋଇବା ଉଚିତ ହୋଇନଥାଏ । ନଚେତ ବ୍ୟକ୍ତିର ଏହି କାର୍ଯ୍ୟ ଦ୍ଵାରା ମା’ ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ । ଯାହା ଦ୍ଵାରା ମା’ ଲକ୍ଷ୍ମୀଙ୍କ ସେହି ବ୍ୟକ୍ତି ଉପରେ କ୍ରୋଦ୍ଧ କରିଥାନ୍ତି । 3- ଦକ୍ଷିଣ ପଶ୍ଚିମ କୋଣରେ ଅଧିକ ବେମାର ଥିବା ବ୍ୟକ୍ତି ଶୋଇବା ଦ୍ଵାରା ବେମାରରୁ ବ୍ୟକ୍ତି ଜଣଙ୍କ ଶୀଘ୍ର ଆରୋଗ୍ୟ ଲାଭ କରିପାରିବ ।

4- ଐଶାନ୍ୟ କୋଣରେ ଶୀତଳ ଜଳ ରଖିବା ଦ୍ଵାରା ଘରେ କାହାର ସ୍ଵାସ୍ଥ ଅବସ୍ଥା ଖରାପ ଥିଲେ । ଶୀଘ୍ର ଠିକ ହୋଇଯାଇଥାଏ । 5- ଶୋଇବା ସମୟରେ ଫୋନ, ଲାପଟପ ଆଦି ଏଭଳି ଉପକରଣ ମୁଣ୍ଡ ପାଖରେ ରଖି ଶୁଅନ୍ତୁ ନାହିଁ । ଏହାର ଖରାପ ପ୍ରଭାବ ବ୍ୟକ୍ତି ଉପରେ ପଡିଥାଏ ।

6- ମୁଣ୍ଡକୁ ପୂର୍ବ ଓ ଗୋଡକୁ ପଶ୍ଚିମ କରି ଶୋଇବା ବହୁତ ଭଲ ହୋଇଥାଏ । ଏପରି ଶୋଇବା ଦ୍ଵାରା ଭଲ ନିଦ୍ରା ହୋଇଥାଏ । ଏଥିସହ ବ୍ୟକ୍ତିର ଆୟୁ ମଧ୍ୟ ବଢିଥାଏ । ଯଦି ଘରେ ଏପରି କିଛି ସୁବିଧା ନଥାଏ । ତେବେ ମୁଣ୍ଡ ଦକ୍ଷିଣ ଓ ପାଦ ଉତ୍ତର ଦିଗକୁ କରି ଶୋଇବା ଉଚିତ ହୋଇଥାଏ । ହେଲେ ଉତ୍ତର ଦିଗକୁ ମୁଣ୍ଡ କରି ଶୁଅନ୍ତୁ ନାହିଁ । କାରଣ ଉତ୍ତର ଦିଗ ମୃତ୍ୟୁର ଦିଗ ଅଟେ ।

7- ଉତ୍ତର ଦିଗକୁ ମୁଣ୍ଡ କରି ପାଠ ପଢିପାରିବେ । ଏହା ଦ୍ଵାରା ଭଲ ପାଠ ହୋଇଥାଏ । 8- ମୁଣ୍ଡ ପାଖରେ ପାଣି କି ପର୍ସ ରଖିକି ଶୋଇବା ଉଚିତ ହୋଇନଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button