ଜୀବନଶୈଳୀ

ହିନ୍ଦୁ ଶାସ୍ତ୍ର ଅନୁସାରେ ଯଦି ଆମେ କିଛି କାମ ଦେଖିବା ତ ଏହାର ମହତ୍ଵ କିଛି ଅଧିକା ହୋଇ ଯାଇଥାଏ । କାରଣ ଏହା କିଛି ଏଭଳି କାରଣ ଦର୍ଶାଇ ଥାଏ ଯାହା ଅନେକ ସମୟରେ ସତ ହୋଇଛି । କୁହାଯାଏ କି ଜାଗାକୁ ନେଇକି ସେହି ଜାଗାର କାମ ଓ ସେହି ଜାଗାର ରହିଣୀ ଓ ନିୟମ ମାନ ତିଆରି ହୋଇଛି । କିଛି କରିବା ପାଈଁ ଆମକୁ ଆମ ଗୁରୁଜନ ମାନେ ମଧ୍ୟ ମନା କରିଥାନ୍ତି ତାଙ୍କ ଅନୁସାରେ ଦେଖିବା ପାଇଁ ଗଲେ ଆମେ କାମ କରୁଥିବା କାମ କିଛି ମାତ୍ରାରେ ଭୁଲ ହୋଇଥାଏ । ଯାହା ଦ୍ଵାରା ଏହାର ପରିଣାମ ମଧ୍ୟ ଖୁବ ଭୟଙ୍କର ଆସିଥାଏ । ଘରୁ କେହି ବାହାରିକି ଯିବା ସମୟରେ ପଛରୁ ଡାକିବା ଅଶୁଭ ହୋଇ ଥାଏ କିମ୍ବା କେଉଁ କାମରେ ଯିବାକୁ ବାହାରିଛେ କହିଲେ ମଧ୍ୟ ଏହାକୁ ଅଶୁଭ ବୋଲି ମାନି ଥାଉ । You may like 10 Movie Characters That Fans Think Were Miscast Brainberries क्या आपको भी शारीरिक कमज़ोरी के कारण शर्मिंदा होना पड़ता है? आज़माएं Vigorman इस जबरदस्त स्टैमिना बूस्टर की बात ही अलग है! ट्राय करें Vigorman यह वीनर्स नकली दांतों से 300 गुना बेहतर है! और कीमत बहुत सस्ती है Lumident Veneers ଆଜି କିନ୍ତୁ ଆମେ କହିବା ପାଇଁ ଯାଉଛୁ କି ସ୍ଵାମୀ ଘରୁ ବାହାରକୁ ଯିବା ସମୟରେ କେଉଁ କାମ କରିବା କଥା ନୁହେଁ ସ୍ତ୍ରୀ । ଯେତେବେଳେ ସ୍ଵାମୀ ବାହାରିକି ଜୀବ ସେତେବେଳେ ସ୍ତ୍ରୀ ଲୋକମାନେ ଘର ସଫା କରିବା ଅନୁଚିତ । ଯେତେବେଳେ ଆପଣଙ୍କ ଶ୍ଵାମୀ ବାହାରକୁ ଯିବା ସମୟରେ ମହିଳା ମାନେ ଗାଧୋଇ ବା ଉଚ୍ଚିତ ନୁହେଁ । More Cool Stuff 10 Movie Characters That Fans Think Were Miscast Brainberries यह वीनर्स नकली दांतों से 300 गुना बेहतर है! और कीमत बहुत सस्ती है Lumident Veneers क्या आपको भी शारीरिक कमज़ोरी के कारण शर्मिंदा होना पड़ता है? आज़माएं Vigorman इस जबरदस्त स्टैमिना बूस्टर की बात ही अलग है! ट्राय करें Vigorman କୁହାଯାଏ କି ଯାହାର କେହି ମୃ-ତ୍ୟୁ ଲୋକ କୁ ଯାଇ ଥାନ୍ତି ସେମାନେ ହିନ ସାଙ୍ଗେ ସାଙ୍ଗେ ଗାଧୋଇ ଥାନ୍ତି । ତେଣୁ କରି ଆପଣ ଏଭଳି କରିବା ଦ୍ଵାରା ଆପଣଙ୍କ ସ୍ଵାମୀଙ୍କ କାମ ବିଗିଡିବା ସହ କିଛି ଖରାପ ପରିସ୍ଥିତି ମଧ୍ୟ ଉପୁଜି ଥାଏ । ତେଣୁ ଏହି କାମକୁ ଧ୍ୟାନ ରଖିବା ଉଚ୍ଚିତ ଏଭଳି କରିବା ଦ୍ଵାରା ଆପଣଙ୍କ ଧନ ମଧ୍ୟ ବୃଦ୍ଧି ହୋଇ ଥାଏ । ସେହି ଭଳି ସ୍ଵାମୀ ବାହାରକୁ ଜିବା ବେଳେ କେବେଭି ଆପଣ ନଖ କାଟିବେ ନି । ଏହା କରିବା ଦ୍ଵାରା ଆପଣଙ୍କ ବୈବାହିକ ଜୀବନରେ ରାହୁର ଖରାପ ପ୍ରଭାବ ପଡିଥାଏ । ଯାହା ଦ୍ଵାରା ଆପଣଙ୍କ ଜୀବନରେ ଖୁବ ଅଶାନ୍ତି ଦେଖିବା ପାଇଁ ମିଳିଥାଏ । ଆପଣ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ କିଛି କଥା ନ ଥାଇ ଝଗଡା ଆରମ୍ଭ ହୋଇ ଯାଇଥାଏ । କିଛି ସାମାନ୍ଯ କଥା ଆପଣଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥାଏ । ତେଣୁ କରି ଆପଣ ଏହାକୁ ଧ୍ୟାନ ରଖିଲେ ଭଲ । ସ୍ଵାମୀ ଘରୁ ବାହାରିକି ଯିବା ପରେ ଆପଣ ସାଙ୍ଗେ ସାଙ୍ଗେ ନିଜ ଶ୍ରୀଙ୍ଗାର କୁ ସଫା କରନ୍ତୁ ନି ଏହା ମଧ୍ୟ ଖୁବ ଖରାପ ପରିଣାମ ଦେଇ ଥାଏ । କୁହାଯାଏ କି ଜଣେ ନାରୀ ତାର ଶ୍ରୀଙ୍ଗାର ସେତେବେଳେ ଫୋଛି ଥାଏ ଯେତେବେଳେ ତା ସ୍ଵାମୀ ତାକୁ ଛାଡି ପରଲୋକକୁ ଚାଲି ଯାଇଥାଏ । ତେଣୁ ଆପଣ ଏଭଳି କରିବା ଦ୍ଵାରା ଆପଣଙ୍କ ସ୍ବାମୀଙ୍କ ଆୟୁଷ ମଧ୍ୟ କମ ହୋଇ ଯାଇଥାଏ । ମହିଳା ମାନେ ସ୍ଵାମୀ ବାହାରକୁ ଯିବା ପରେ ପରେ କେଶ

ବଢୁଥିବା ପ୍ରଦୂଷଣ ବଢୁଥିବା ଟେନ୍ସନ ଏବଂ ଭୋଜନରେ ଜରୁରୀ ମିନେରାଲର ଅଭାବ କାରଣରୁ ଅଜକାଲି ଅସମୟରୁ କେଶ ଧଳା ହେବାକୁ ଲାଗିଛି । ଧଳା କେଶକୁ ସବୁଦିନ ପାଇଁ କଳା କରିଦେବ ଏହି ରାମବାଣ ଘରୋଇ ଉପାୟ । ଆସନ୍ତୁ ଏହା ବିଷୟରେ ଆମେ ଆଲୋଚନା କରିବା ।

ସେ ପୁରୁଷ ହେଉ ବା ନାରୀ ସମସ୍ତଙ୍କୁ ନିଜ କେଶ ବହୁତ ପସନ୍ଦ ଅଟେ ଏବଂ ଯଦି ସେହି କେଶ ଧଳା ହୋଇଯାଏ ତେବେ ମନୁଷ୍ୟ ଏକଦମ ଚିନ୍ତାଗ୍ରସ୍ତ ହୋଇଯାଏ । ନିଜ କେଶକୁ କଳା କରିବା ପାଇଁ ବହୁତ ପ୍ରକାର କେମିକାଲସ ପ୍ରଡକ୍ଟର ବ୍ୟବହାର କରିବାକୁ ଲାଗିଯାଏ । ଏଥିପାଇଁ ଅଳ୍ପ ସମୟ ଲାଗିଥାଏ ଘରୋଇ ଉପଚାର ଦ୍ୱାରା କିନ୍ତୁ ଆପଣଙ୍କ କେଶ ପ୍ରାକୃତିକ ଉପାୟରେ କଳା ହୋଇଯାଏ । ଯାହାଦ୍ୱାରା କେଶକୁ ବହୁତ ଅଧିକ କ୍ଷତି ପହଞ୍ଚେ । ଏଥିପାଇଁ ମୁଁ ଆପଣଙ୍କୁ ଏମିତି କିଛି ଘରୋଇ ଉପାୟ ବିଷୟରେ କହିବିଯାହାର ବ୍ୟବହାର ଦ୍ୱାରା ଆପଣ ଆପଣଙ୍କ ଧଳା କେଶକୁ କଳା କରିପାରିବେ ।

ଭୁର୍ସୁଙ୍ଗା ପତ୍ର ଆମ ସମସ୍ତଙ୍କ ଘରେ ନିହାତି ମିଳୁଥିବ । କିନ୍ତୁ ବହୁତ କମ୍ ଲୋକ ଜାଣିଛନ୍ତି ଭେର୍ସୁଙ୍ଗା ପତ୍ରକୁ ଖାଇବା ସହ ସହ କେଶ ପାଇଁ ମଧ୍ୟ ବ୍ୟବହାର କରାଯାଏ । ଏହା ଆମ ଧଳା କେଶକୁ କଳା କରିବା ପାଇଁ ଏକ ଜବରଦସ୍ତ ଘରୋଇ ଉପଚାର । ଏବେ ଜାଣନ୍ତୁ ଏହାକୁ କିପରି ବନେଇବେ । ଏହି ଧଳା କେଶକୁ କଳା କରିବା ପାଇଁ ଆଜିର ଏହି ଉପାୟ ବହୁତ ଲାଭଦାୟକ ଅଟେ ।

କେଶର ଏହି ସମସ୍ୟା ଜେନେଟିକ ଅଟେ । ହେଲେ ଆଜିକାଲି ଯୁବପୀଢ଼ିଙ୍କୁ କମ୍ ବୟସରୁ ହିଁ ଏହି ସମସ୍ୟା ଭୋଗିବାକୁ ପଡୁଛି । କେଶକୁ ଡାଇ କରିବା ଦ୍ୱାରା ମଧ୍ୟ କେଶ ଜଲଦି କଳା ହୋଇଯାଏ । ଏଥିପାଇଁ କେଶକୁ କଳା କରିବା ପାଇଁ ସର୍ବଦା ଆପଣଙ୍କୁ ପ୍ରାକୃତିକ ଜିନିଷର ବ୍ୟବହାର କରିବା ଆବଶ୍ୟକ । ଯାହାଦ୍ୱାରା ଆମ କେଶକୁ ଅନ୍ୟ କୌଣସି ସାଇଡ ଇଫେକ୍ଟ ପଡେନାହିଁ ।

ଏଥିପାଇଁ ଆପଣଙ୍କୁ ଆବଶ୍ୟକ ୫୦ ଗ୍ରାମ ନଡ଼ିଆ ତେଲ ଏବଂ ୧୦୦ ଗ୍ରାମ ଭୁର୍ସଙ୍ଗା ପତ୍ର । ଏବେ ଗ୍ୟାସରେ ଏକ ପେନ ବସାଇ ତା ମଧ୍ୟରେ ୫୦ ଗ୍ରାମ ନଡ଼ିଆ ତେଲ ପକାନ୍ତୁ । ଏବେ ସେହି ତେଲକୁ ହାଲକା ଗରମ ହେବାକୁ ଦିଅନ୍ତୁ । ହାଲକା ଗରମ ହୋଇଗଲା ପରେ ଏହା ମଧ୍ୟରେ ଭୁର୍ସଙ୍ଗା ପତ୍ରକୁ ପକାନ୍ତୁ ଏବଂ ଗ୍ୟାସକୁ ସିମ କରିଦିଅନ୍ତୁ । କମରୁ କମ୍ ୧୦ ମିନିଟ ଏହାକୁ ଫୁଟିବାକୁ ଦିଅନ୍ତୁ । ୧୦ ମିନିଟ ହୋଇଗଲା ପରେ ଦେଖିବେ ନଡ଼ିଆ ତେଲର ରଙ୍ଗ ବଦଳିଯିବ ।

 

ଏହାପରେ ଏହାକୁ ଥଣ୍ଡା କରି କୌଣସି ବୋତଲରେ ଭରି ରଖନ୍ତୁ ଏବଂ ସପ୍ତାହରେ ୩ ଥର ଏହି ତେଲ ଦ୍ୱାରା ନିଜ କେଶର ମାଲିସ ନିହାତି କରନ୍ତୁ । ତାପରେ ଆପଣ ଏହାର ଫାଇଦା ଦେଖିବେ । ବଞ୍ଚି ଯାଇଥିବା ପତ୍ରକୁ ଆପଣ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ଏହାର ପେଷ୍ଟକୁ ନିଜ କେଶ ମୂଳରେ ଲଗାନ୍ତୁ । ଯାହାଦ୍ୱାରା ଆମ କେଶ ନରମ ହୋଇଥାଏ ।

ଆପଣ ଦେଖିବେ ଏହି ଘରୋଇ ଉପଚାର ଦ୍ୱାରା ଆପଣଙ୍କ କେଶ ପ୍ରାକୃତିକ ଉପାୟରେ ସବୁଦିନ ପାଇଁ କଳା ହୋଇଯିବ । କେବଳ ଏତିକି ନୁହେଁ ଏହାଦ୍ୱାରା ଆପଣଙ୍କ କେଶ ଝଡ଼ିବା ବନ୍ଦ ହୋଇଯିବ ଏବଂ ଆପଣଙ୍କ କେଶ ଘନ ଓ ସୁନ୍ଦର ଦେଖାଯିବ ।

ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଲାଇକ କରନ୍ତୁ ଓ ଏବେହିଁ ସେୟାର କରନ୍ତୁ ଏହି ପୋଷ୍ଟଟିକୁ – ଧନ୍ୟବାଦ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button