ଦେଶ ବିଦେଶ

SBI ଗ୍ରାହକଙ୍କ ପାଇଁ ଖୁସି ଖବର, ମାସକୁ କମେଇ ପାରିବେ10,000 ଟଙ୍କା, ଦେଖନ୍ତୁ କିପରି ?

ନମସ୍କାର ବନ୍ଧୁଗଣ SBI ର ନୂତନ ସ୍କିମ। ଗ୍ରାହକ ଙ୍କୁ ମିଳୁଛି ଆକର୍ଷଣୀୟ ଅଫର। ପ୍ରତି ମାସ ରେ ଦଶ ହଜାର ଟଙ୍କା ଅଧିକ ଇନକମ। ପ୍ରତ୍ୟେକ ବ୍ୟକ୍ତି ଏକ ସୁରକ୍ଷିତ ସ୍ଥାନରେ ଟଙ୍କା ରଖିବାକୁ ଚାହିଁଥାନ୍ତି।

କିନ୍ତୁ କେବେ କେବେ ସଠିକ ଧାରଣା ନ ଥିବାରୁ ଠକେଇ ରେ ପଡ଼ନ୍ତି ଗ୍ରାହକ ମାନେ। ତେଣୁ ଟଙ୍କା ଜମା କରିବା ପୂର୍ବରୁ ତାକୁ ସଠିକ ସ୍ଥାନରେ ନିବେଶ କରିବା ଆବଶ୍ୟକ। ତେବେ ଆଜି ଆମେ ଆପଣ ଙ୍କୁ ସେହି ଭଳି କିଛି ସ୍କିମ ବିଷୟରେ ଆଲୋଚନା କରିବୁ। ତେବେ ସେହି ସ୍କିମ କଣ ଚାଲନ୍ତୁ ଜାଣିନେବା। SBI ର ବାର୍ଷିକ ଯୋଜନା ବିଷୟ ରେ ଆଲୋଚନା କରିବା।SBI ଭାରତ ର ସବୁଠାରୁ ବଡ଼ ଏବଂ ସୁରକ୍ଷିତ ବିକଳ୍ପ ମଧ୍ୟରୁ ଗୋଟିଏ।

SBI ତାଙ୍କ ଗ୍ରାହକ ଙ୍କୁ ଫିକ୍ସ ଡ଼ିପୋଜିଟ କରିବା ଠାରୁ ଆରମ୍ଭ କରି ପବ୍ଲିକ ପ୍ରୋଫିଡେଣ୍ଟ ଫଣ୍ଡ ପର୍ଯ୍ୟନ୍ତ ବିକଳ୍ପ ଦେଇଥାଏ। ଏହି ବ୍ୟାଙ୍କ ର କିଛି ସ୍କିମ ରେ ନିବେଶ କରି ଆପଣ ପ୍ରତି ମାସ ରେ ଦଶ ହଜାର ଟଙ୍କା ପାଇ ପାରିବେ। SBI ଏନ୍ୟୁଟି ସ୍କିମ। SBI ର ଏହି ସ୍କିମ ରେ ଟଙ୍କା ଜମା କରିବାର ସମୟ ସୀମା ହେଉଛି ଶହେ କୋଡ଼ିଏ ମାସ। ଏଥିରେ ସୁଧ ହାର ଚୟନ ହୋଇଥିବା ଟର୍ମ ଡ଼ିପୋଜିଟ ଉପରେ ନିର୍ଭର କରେ।

ଅର୍ଥାତ ଯଦି ଆପଣ ପାଞ୍ଚ ବର୍ଷ ପାଇଁ ଫିକ୍ସ ଡ଼ିପୋଜିଟ କରୁଛନ୍ତି ତେବେ ଆପଣ ଙ୍କୁ ପାଞ୍ଚ ବର୍ଷ ପାଇଁ ହୋଇଥିବା ଫିକ୍ସ ଡ଼ିପୋଜିଟ ଉପରେ ଲାଗୁ ହୋଇଥିବା ସୁଧ ହାର ଉପରେ ସୁଧ ମିଳିବ।
ତେବେ ଏହି ସ୍କିମ ର ଫାଇଦା ସମସ୍ତେ ଉଠାଇ ପାରିବେ । ଯଦି କୌଣସି ଗ୍ରାହକ ମାସକୁ ଦଶ ହଜାର ଟଙ୍କା ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଏହି ସ୍କିମ ସେହି ବ୍ୟକ୍ତି ପାଇଁ ବହୁତ ଲାଭଦାୟକ ହେବ। କିନ୍ତୁ ସେହି ବ୍ୟକ୍ତି ଙ୍କୁ ପାଞ୍ଚଲକ୍ଷ ସାତ ହଜାର ନଅ ଶହ ଚଉସଠି ଟଙ୍କା ଜମା କରିବାକୁ ପଡିବ।

 

ଏଥିରେ ପ୍ରତି ମାସ ରେ ସାତ ପ୍ରତିଶତ ସୁଧ ହାର ଫେରସ୍ତ ମିଳିବ। ଅବଶ୍ୟ ଆପଣ ଙ୍କୁ କେବଳ ପାଞ୍ଚ ଲକ୍ଷ ଟଙ୍କା ଜମା କରିବାକୁ ପଡିବ ତାହା ନୁହେଁ ବରଂ ତା ଠାରୁ କମ ଟଙ୍କା ର ସ୍କିମ ମଧ୍ୟ ରହିଛି। ଏହି ଯୋଜନା ଭବିଷ୍ୟତ ପାଇଁ ଖୁବ ଉତ୍ତମ ଅଟେ। ତେବେ ଆପଣ ମାନେ ମଧ୍ୟ ଡେରି ନ କରି ଏହି ସ୍କିମ ର ଫାଇଦା ଉଠାନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button