ଜୀବନଶୈଳୀ

ବାଦାମ କେବଳ ଖାଆନ୍ତୁ ଏମିତି, ଫାଇଦା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ, ଡାଇବେଟିସ, ଚୁଟି ଝଡିବା ସମସ୍ଯାକୁ ଦୁର କରିବା ସହିତ ଏହି ସବୁ ବଡ ରୋଗ କରିଥାଏ ମୂଳରୁ ଭଲ

ଛୋଟବେଳୁ ଆମେ ସୁଣିଆସିଥାଉ କି ବାଦାମ ଖାଇବା ବହୁତ ଭଲ ହୋଇଥାଏ । ବାଦାମ ଖାଇବା ଦ୍ଵାରା ଆମ ଶରୀର ସୁସ୍ଥ ରହିଥାଏ । ଆମେ ଆପଣଙ୍କୁ ବାଦାମ ଖାଇବାର ଫାଇଦା ଏବଂ ଏମିତି ୫ଟି ଅସୁସ୍ଥ ବ୍ୟକ୍ତି ଙ୍କ ବିଷୟରେ ଯିଏ ବାଦାମ ଖାଇବା ଉଚିତ ନୁହେଁ । ଆଜି ଆମେ ଆପଣଙ୍କୁ ଯେଉଁ ଫାଇଦା ବିଷୟରେ କହିବୁ ଆପଣ ଜାଣିଲେ ଆଶ୍ଚର୍ୟ୍ଯ ହୋଇଯିବେ । ତେବେ ଚାଲନ୍ତୁ ଜାଣିବା ।

ବାଦାମ ଖାଇବା ଦ୍ଵାରା ପତଳା ହୁଅନ୍ତି ବୋଲି ଆପଣ ଜାଣିନଥିବେ । ତେବେ ଆପଣ ଯଦି ପତଳା ହେବାକୁ ଚାହାନ୍ତି ତେବେ ପ୍ରତିଦିନ ରାତିରେ ୪ ରୁ ୫ ଟି ବାଦାମ ଭିଜେଇ ସକାଳୁ ଖାଆନ୍ତୁ, ଏହା ଖାଇବା ଦ୍ବାରା ଓଜନ କମିଥାଏ । କିନ୍ତୁ ଯଦି ଆପଣ ମୋଟା ହେବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ ରାତିରେ ୧୫ ରୁ ୨୦ ଟି ବାଦାମ ଭିଜେଇ ସକାଳୁ ବାଦାମ ଚୋପା ଛଡେଇ ତାକୁ ଖାଆନ୍ତୁ ଏହା ଦ୍ଵାରା ଆପଣ ନିଜ ଓଜନ ବଢେଇ ପାରିବେ ।

ଡାଇବେଟିସ ରୋଗୀଙ୍କ ପାଇଁ ବାଦାମ ଖାଇବା ବହୁତ ଉପକାରୀ ହୋଇଥାଏ । ବାଦାମ ଖାଇବା ଦ୍ଵାରା ଡାଇବେଟିସ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ । ଗର୍ଭବତୀ ମହିଳାମାନେ ବାଦାମ ଖାଇବା ନିହାତି ଜରୁରୀ । ବାଦାମ ଖାଇବା ଦ୍ଵାରା ତାଙ୍କର ସ୍ବାସ୍ଥ୍ୟ ଭଲ ରହିଥାଏ । ଦାନ୍ତ ପାଇଁ ବାଦାମ ବହୁତ ଉପକାରୀ ହୋଇଥାଏ । ଶରୀରର ହାଡ଼ ପାଇଁ ବାଦାମ ବହୁତ ଫାଇଦା ହୋଇଥାଏ କାରଣ ଏହିଥିରେ କ୍ୟାଲସିୟମ ଭରି ହୋଇ ରହିଥାଏ ।

ଯେଉଁ ମାନଙ୍କୁ ଚୁଟି ଝଡିବାର ସମସ୍ୟା ରହୁଛି ସେମାନଙ୍କ ପାଇଁ ବାଦାମ ବହୁତ ଭଲ ହୋଇଥାଏ । କାରଣ ବାଦାମ ଖାଇବା ଦ୍ଵାରା ଚୁଟି ଝଡ଼ିବା ମଧ୍ୟ କମ ହୋଇଯାଏ । ଯଦି ଆପଣଙ୍କୁ ତ୍ୱଚା ସମ୍ବନ୍ଧିତ କୌଣସି ସମସ୍ୟା ରହିଛି ତେବେ ଆପଣ ଆଜି ଠାରୁ ହିଁ ବାଦାମ ଖାଇବା ଆରମ୍ଭ କରନ୍ତୁ । ବାଦାମ ଖାଇବା ଦ୍ଵାରା ଚେହେରାରେ ଚମକ ଆସିଥାଏ ଏବଂ ଚେହେରାରୁ ସବୁ ଦାଗ ଲିଭିଯାଇଥାଏ । ଯଦି ଆପଣଙ୍କୁ ହୃଦୟର କୌଣସି ସମସ୍ୟା ରହିଛି ତେବେ ଆପଣ ବାଦାମ ଖାଆନ୍ତୁ । ବାଦାମ ଖାଇବା ଦ୍ଵାରା ଇମୁନିଟି ପାୱାର ବଢ଼ିଥାଏ ।

ସେହି ବ୍ୟକ୍ତି ଯାହାଙ୍କୁ ବାଦାମ ଖାଇବା ଉଚିତ ନୁହେଁ । ଯଦି ଆପଣଙ୍କୁ ହାଇ ବ୍ଲଡ ପ୍ରେସର ରହୁଛି ତେବେ ଆପଣ ବାଦାମ ଖାଆନ୍ତୁ ନାହିଁ । ଯଦି ଆପଣ ବହୁତ ବେଶୀ ମୋଟା ଅଛନ୍ତି ଏବଂ ଆପଣ ଔଷଧ ଖାଉଛନ୍ତି ତେବେ ଆପଣ ବାଦାମ ଖାଆନ୍ତୁ ନାହିଁ, ବାଦାମ ଖାଇବା ଦ୍ଵାରା ଏହା ରିଆକ୍ସନ ମଧ୍ୟ କରି ପାରେ । ଯଦି ଆପଣ କୌଣସି ଆଣ୍ଟି ବାୟୋଟିକ ଓଷଧ ଖାଉଛନ୍ତି ତେବେ ଆପଣ ଭୁଲରେ ମଧ୍ୟ ବାଦାମ ଖାଆନ୍ତୁ ନାହିଁ । କାରଣ ଏମିତିରେ ବାଦାମ ବହୁତ ଜଲ୍ଦୀ ରିଆକ୍ସନ କରିଥାଏ ।

ତେବେ ଆପଣ ପ୍ରତିଦିନ ରାତିରେ ୪ ରୁ ୫ଟି ବାଦାମ ଭିଜେଇ ସକାଳୁ ଖାଆନ୍ତୁ ଏବଂ ଚମତ୍କାର ଦେଖନ୍ତୁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button